Sign in
Sign in
Recover your password.
A password will be e-mailed to you.
କେନାଲ ବାଡରେ ପିଟିହୋଇ ବାଇକ ଆରୋହୀ ମୃତ…
ହିଞ୍ଜିଳିକାଟୁ : ୩୦/୧ହିଞ୍ଜିଳିକାଟୁ ବ୍ଲକ୍ ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଗ୍ରାମ ଓ ପୋଚିଲିମା ଗ୍ରାମ ମଧ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗତକାଲି ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ଆସିକା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାବୁଲା ନାଇକ ଙ୍କ ଜ୍ୟୈଷ୍ଠ ପୁଅ ସାଗର ନାଇକ!-->…
୨ୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍ରେ ହରାଇଲା ଭାରତ : ଶୃଙ୍ଖଳା ୧-୧..
ଲକ୍ଷ୍ନୌ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମୁକାବିଲାରେ ରବିବାର ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଭାରତ ଏହି ମ୍ୟାଚ୍କୁ ଶେଷ ବଲ୍ ବାକି ଥାଇ ୬ଟି ୱିକେଟ୍ରେ ଜିତିଛି। ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ୧୦୦ ରନ୍ର ବିଜୟ!-->…
ବେଲଜି୍ୟମକୁ ହରାଇ ହକି ଚାମ୍ପିୟନ ଟାଇଟଲ ବାଜି ମାରିଲା ଜର୍ମାନୀ…
ଭୁବନେଶ୍ୱର: ବେଲଜି୍ୟମକୁ ହରାଇ ବାଜି ମାରିଛି ଜର୍ମାନୀ। ଜର୍ମାନୀ ହକି ବିଶ୍ୱକପ୍ ୨୦୨୩ ଚାମ୍ପିଅନ୍ ହୋଇଛି। ଫାଇନାଲରେ ୫-୪ ଗୋଲ୍ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଉଭୟ ଦଳ ୩-୩!-->…
ଜାତୀୟ ପ୍ରତିଯୋଗିତାରେ ଅପୂର୍ବା ଆର୍ଯ୍ୟାଙ୍କୁ ସ୍ଵର୍ଣ ପଦକ…
ଫୁଲବାଣୀ : କନ୍ଧମାଳର ଅଗ୍ରଣୀ ତାଲିମ ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ଅପୂର୍ବା ଆର୍ଯ୍ୟାଙ୍କୁ ସ୍ଵର୍ଣ ପଦକ ପାଇ କନ୍ଧମାଳକୁ ଗର୍ବ ଗୌରବ ଆଣି ଦେଇଛନ୍ତି l ପ୍ରକାଶ ଥାଉ କି ଉତ୍ତର ପ୍ରଦେଶ ବେରିଲି ଠାରେ ୩୯ ତମ ଜାତୀୟ ଜୁନିଅର ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ!-->…
ଶିକ୍ଷୟତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ସ୍ଥିତ କୁକୁରୁକୁମ୍ପା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିନୋଦିନୀ ଝାଙ୍କରଙ୍କୁ ଦୁତିପଡ଼ା କ୍ଲଷ୍ଟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଜଣାଇଛନ୍ତି ବିଦାୟ କାଳୀନ ସମ୍ବର୍ଦ୍ଧନା । ରବିବାର ଦୂତିପଡ଼ା ସରକାରୀ ପ୍ରାଥମିକ!-->…
ନବଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଟୁଇଟ୍ର ଆକାଉଣ୍ଟରେ!-->…
ମାଣ୍ଡିଆପଲ୍ଲୀ ଛକଠାରେ କାର ସହ ଟ୍ରକ ଧକ୍କା…
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକ ନିକଟ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି । କାର ସହ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଯାହା ଫଳରେ କାର ମଧ୍ୟରେ ଥିବା ୪ ଜଣ ବ୍ୟକ୍ତି ସାମାନ୍ୟ ଆହାତ ହୋଇଛନ୍ତି । ଓଡି୦୭ଏଫ୍ ୮୧୦୦ ନମ୍ବର ଏକ କାର ଛତ୍ରପୁର ରୁ ବ୍ରହ୍ମପୁର!-->…
ଫଲଗୁ ସାହିତ୍ୟ ସଂସଦର ୩୮ତମ ସ୍ବନକ୍ଷତ୍ର ଉତ୍ସବ ଏବଂ ମୁଖପତ୍ର “ଫଲଗୁ” ଲୋକାର୍ପଣ…
ବ୍ରହ୍ମପୁର : ପୁରାତନ ସାହିତ୍ୟ ସଂସଦ ଫଲଗୁ ସାହିତ୍ୟ ସଂସଦ ର ୩୮ ତମ ସ୍ବନକ୍ଷତ୍ର ଉତ୍ସବ ଏବଂ ମୁଖପତ୍ର ଫଲଗୁ ଲୋକାର୍ପଣ ହୋଇଯାଇଛି। ସ୍ଥାନୀୟ କେ ସି ପାବ୍ଲିକ ବିଦ୍ୟାଳୟ ର ରାମଚନ୍ଦ୍ର ମର୍ଦ୍ଦରାଜ ଭବନରେ ଅନୁଷ୍ଠିତ ଫଲଗୁ ସାହିତ୍ୟ ସଂସଦ ର ସ୍ବନକ୍ଷତ୍ର ଉତ୍ସବ ରେ ଅନୁଷ୍ଠାନ ର ସଭାପତି!-->…
ୟୁରୋ ସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର…
ଛତ୍ରପୁର : ସ୍ଥାନୀୟ ଜେଲ ରୋଡ୍ ସ୍ଥିତ ୟୁରୋ ସ୍କୁଲ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ଭବାନୀ ଶଙ୍କର ମିଶ୍ର ଓ ବରିଷ୍ଟ ମନୋବିଜ୍ଞାନୀ ଡାକ୍ତର ବିଭୁ କଲ୍ୟାଣ!-->…
ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…
ଛତ୍ରପୁର : ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଗତ 22ତାରିଖ ରୁ ଆରମ୍ଭ ହୋଇଥିବା ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସ ରେ ଗଜପତି ଦଳ ସହ ରାଣ୍ଡମ (କନ୍ଧମାଳ )ଦଳ ମଧ୍ୟ ରେ କଡା ମୁକାବିଲା ହୋଇଥିଲା l ଏଥିରେ!-->…