ଚିତ୍ରକୋଣ୍ଡାରେ ଆନ୍ତଃ ବ୍ଲକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଚିତ୍ରକୋଣ୍ଡା (୨୯/୦୧) : ଚିତ୍ରକୋଣ୍ଡା ସ୍ଥିତ ଥାନା ପଛ କ୍ରିକେଟ ପଡ଼ିଆରେ ଆନ୍ତଃ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ଚିତ୍ରକୋଣ୍ଡା ବ୍ଲକର ୧୬ ଗୋଟି ଟିମ ଭାଗ ନେଇଛନ୍ତି।ଏହି ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ

ଉତ୍କଳ ସାମ୍ବାଦିକ ସଙ୍ଘର ୭୮ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର : ସାମ୍ବାଦିକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ସାଧାରଣ ଜନତା ଙ୍କ ସମସ୍ୟା ର ସମାଧାନ ହୋଇପାରିବ : ଉପଜିଲ୍ଲାପାଳବାଲିଗୁଡା, ଉତ୍କଳ ସାମ୍ବାଦିକ ସଂଘ ର ୭୮ ତମ ପ୍ରତିଷ୍ଠା ଦିବସ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ମେଗା ନର୍ସରି ପରିସରରେ କନ୍ଧମାଳ

ସାମ୍ବାଦିକ ଏକାଦଶ ଓ ମେଡ଼ିକାଲ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ…

ଚିକିଟୀ : ଚିକିଟୀ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ରେ ଚିକିଟୀ ବ୍ଲକ ସାମ୍ବାଦିକ ଏକାଦଶ ଓ ମେଡ଼ିକାଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।୧୨ଅଭର ବିଶିଷ୍ଟ ଏହି ମ୍ୟାଚ ରେ ମେଡ଼ିକାଲ ଦଳ କୁ ହରାଇ ସାମ୍ବାଦିକ ଦଳ ବିଜୟ ହାସଲ

ନବ ଦାସଙ୍କ ପରଲୋକରେ ଶୋକ ଜଣାଇଲେ ବିଶିଷ୍ଟ ବ୍ୟକ୍ତି…

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଟୁଇଟ୍‌ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ

ନବ ଦାସଙ୍କ ବିଜ୍‌ନେସ୍ ପାର୍ଟନରଙ୍କୁ ଶନିବାର ମିଳିଥିଲା ହତ୍ୟା ଧମକ…

ଭୁବନେଶ୍ବର : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଜି ଗୁଳିମାଡ଼ ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗତକାଲି ତାଙ୍କ ବିଜ୍‌ନେସ୍ ପାର୍ଟନର ସଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ମିଳିଥିଲା। ଏନେଇ ସଞ୍ଜୟ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ସୂଚନା ଅନୁଯାୟୀ, କେହି ଦୁର୍ବୃତ୍ତ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି ହୋଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଦାବି କରିଛନ୍ତି।ସେ କହିଛନ୍ତି, ଏହି ଘଟଣାକୁ ଆମେ ନିନ୍ଦା କରୁଛୁ। ଏଭଳି ଘଟଣା ଘଟିବା କଥା ନୁହେଁ। ଏ

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ…

ଭୁବନେଶ୍ବର: ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଜୀବନ ଓ ମୃତ୍ୟୁ ସହିତ କେଇ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ

ପୁଲିସ ଏଏସ୍‌ଆଇ ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା, ସେ ନିୟମିତ ଚିକିତ୍ସା ପାଇଁ ଆସୁନଥିଲେ: ଡାକ୍ତର

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ଚଳାଇଥିବା ଗୋପାଳ ଦାସ ସୁସ୍ଥ ନଥିଲେ। ସେ ତାଙ୍କର ସ୍ବାସ୍ଥ୍ୟ ପାଇଁ ଔଷଧ ଖାଉଥିଲେ। ଗୋପାଳ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଏହା କହିଛନ୍ତି । ଡାକ୍ତର କହିଛନ୍ତି, ଗତ ୮ରୁ ୧୦ ବର୍ଷ ତଳେ ଗୋପାଳ

ଦାରିଙ୍ଗବାଡି ସମବାୟ ସମିତିରେ ଅନିୟମିତତା ଅଭିଯୋଗ…

ଦାରିଙ୍ଗବାଡି,୨୮/୧ : ଦାରିଙ୍ଗବାଡି ବହୁମୁଖି ସମବାୟ ସମିତି କାର୍ଯ୍ୟଳୟରେ ଅନିୟମିତତା ହୋଇଥିବା ଅଭିଯୋଗ । ଏନେଇ ଡାଇରେକ୍ଟର ମାନେ ଓଡ଼ିଶା ରେଜିଷ୍ଟର ଅଫ୍ କୋପୋରେଟିଭ ସୋସାଇଟି କୁ ଲିଖିତ ଅଭିଯୋଗ କରିଛନ୍ତି । ଡାଇରେକ୍ଟରଙ୍କ ଅଭିଯୋଗ ପ୍ରକାରେ ଦାରିଙ୍ଗବାଡି ସମବାୟ ସମିତିରେ ଚାକିରି

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରହ୍ମପୁର ଆଚଂଳିକ କମିଟିର ସାଧାରଣ ପରିଷଦ ବୈଠକ…

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବ୍ରହ୍ମପୁର ଆଚଂଳିକ କମିଟିର ସାଧାରଣ ପରିଷଦ ବୈଠକ ପାର୍କ ସାହି ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ନାରୀ ନେତ୍ରୀ ସୁପ୍ରଭା ମିଶ୍ର ଯୋଗଦେଇ ପାର୍ଟିର ଲାଲ ପତାକାକୁ ଉତୋଳନ କରିଥିଲେ ବୈଠକର ଶୁଭାରମ୍ବ କରିଥିଲେ। ରବିନ୍ଦ୍ର କୁମାର