Sign in
Sign in
Recover your password.
A password will be e-mailed to you.
ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ…
ଭୁବନେଶ୍ୱର: ରବିବାର ପୂର୍ବାହ୍ନରେ ବ୍ରଜରାଜନଗରରେ ଗୁଳିମାଡ଼ର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ଘଟିଛି । ଏହାରି ମଧ୍ୟରେ ଆଜି ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ!-->…
ହିଞ୍ଜିଳିକାଟୁରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ…
ହିଞ୍ଜିଳିକାଟୁ ୩୦/୧ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପରିସରରେ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ , ଛତ୍ରପୁର!-->…
ରାଜ୍ୟ ସ୍ୱଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକଙ୍କୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଦାୟିତ୍ଵ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭାବେ ଶ୍ରୀ ହରିଚରଣ ମିଶ୍ର ପୁଣି ଠାରେ ସୋମବାର ଯୋଗଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉ କି ଚଳିତ ମାସ ୨୩ ତାରିଖ ଶ୍ରୀ ମିଶ୍ର ଏହି ଜିଲ୍ଲାରୁ ରିଲିଭ ହୋଇ ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଅର୍ଥ ବିଭାଗରେ!-->…
ଗଞ୍ଜାମ ପୁଲିସ ମୁଖ୍ୟାଳୟରେ ତିରୋଧାନ ଦିବସ ପାଳିତ…
ଛତ୍ରପୁର : ଗଞ୍ଜାମ ପୁଲିସ ମୁଖ୍ୟାଳୟ ଠାରେ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଆଜି ହେଉଛି ଜାତିରପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ । ଏହି ଅବସରରେ ଗଞ୍ଜାମ ପୁଲିସ୍ ପକ୍ଷରୁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଗାନ୍ଧୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି!-->…
ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତା ମହିଳା…
ଛତ୍ରପୁର : ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ସୁମନ୍ତପୁର ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନା ସହୁଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର ଆସି ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନାନୁସାରେ,!-->!-->!-->…
ଉଦଯାପିତ ହେଲା କନ୍ଧମାଳର କନ୍ଧମାଳ ମହୋତ୍ସବ…
ଫୁଲବାଣୀ:- ପାଞ୍ଚ ଦିନ ବ୍ୟାପି ଚାଲିଥିବା କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରବିବାର ଦିନ ଉଦଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବ ରେ ଜିଲ୍ଲାପାଳ ତଥା କନ୍ଧମାଳ ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ଆଶିଷ ଈଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ମଞ୍ଚାସୀନ ଅତିଥିବୃନ୍ଦ ଥିଲେ କନ୍ଧମାଳ!-->…
କଳା ଓ କଳାକାରଙ୍କ ହିତଲାଗି ମହାସଂଘ ଏକ ଅଦ୍ୱିତୀୟ ଅନୁଷ୍ଠାନ…
ବ୍ରହ୍ମପୁର, : ତା.୩୦/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଓଡ଼ିଶା ନାଟ୍ୟ ଦିବସ ପାଳନ ପରିପ୍ରେକ୍ଷୀରେ ଚତୁର୍ଦ୍ଦିନାଙ୍କ ପୌରାଣିକ ନାଟକ ମହୋତ୍ସବ : ୨୦୨୩ ଉଦ୍ ଯାପିତ ହୋଇଯାଇଛି । ବରିଷ୍ଠ ଅଭିନେତା!-->…
ଏନୱାଇକେ ପକ୍ଷରୁ ଜିଲ୍ଲା ଯୁବସଂସଦ କାର୍ଯ୍ୟକ୍ରମ…
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜିଲ୍ଲା ଯୁବ ସଂସଦ କାର୍ଯ୍ଯକ୍ରମ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନିତ କୁମାରଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇ ଥିଲା l ଏହି କାର୍ଯ୍ଯକ୍ରମରେ!-->…
ଫିରିଙ୍ଗିଆ ପ୍ରେସ୍ କ୍ଲବର କର୍ମକର୍ତ୍ତା ଚୟନ ପ୍ରକିୟା…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପ୍ରେସ୍ କ୍ଲବର କର୍ମ କର୍ତ୍ତା ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ତଣ୍ଡିରି ଗାଁ ଘାଇ ରେ ଅନୁଷ୍ଠିତ ବନ୍ଧୁ ମିଳନ ଓ କର୍ମ କର୍ତ୍ତା ଚୟନ ରେ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ…
ଫୁଲବାଣୀ : ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଅଧ୍ୟକ୍ଷ ସ୍ୱାମୀ ଜୀବନ!-->…