ଆଜମେର ସରିଫ ଦରଘାରେ ଲଙ୍କାକାଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଆଜମେର: ସୋମବାର ଦିନ ଅଜମେର ସରିଫ ଦରଘା ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବରେଲଭି ସମ୍ପ୍ରଦାୟର ସମର୍ଥକମାନେ ନିଜ ସପକ୍ଷରେ ଜୋରରେ ସ୍ଲୋଗାନ ଦେବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।ଦରଘାର ଖାଦିମ (ପୃଷ୍ଠପୋଷକ ଏବଂ ସେବକ)

ମରିଯିବି ବରଂ ଆଉ ‘ବିଜେପି’ ସହିତ ମେଣ୍ଟ କରିବି ନାହିଁ: ନୀତୀଶ କୁମାର…

ପାଟନା: ମରିଯିବି ବରଂ ଆଉ ‘ବିଜେପି’ ସହିତ ମେଣ୍ଟ କରିବି ନାହିଁ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିନା ଆଧାରରେ ଶାସକ ଦଳ ତାଙ୍କ ଡେପୁଟି ତେଜସ୍ବୀ ଯାଦବ ବିରୋଧରେ ମାମଲା ଆରମ୍ଭ କରିଛି।ନରେନ୍ଦ୍ର ମ‌ୋଦୀଙ୍କ ପ୍ରତି

୨୦୨୩ ବିଶ୍ବକପ୍‌ ସର୍ବଶ୍ରେଷ୍ଠ ଆୟୋଜନ : ଇକ୍ରାମ୍‌

ଭୁବନେଶ୍ବର : ଓଡ଼ିଶା ବିଶ୍ବ ହକିରେ ନୂଆ ବିପ୍ଲବ ଆଣିଛି । କ୍ରମାଗତ ୨ ଥର ବିଶ୍ବକପକୁ ସଫଳତାର ସହ ଆୟୋଜନ କରି ବିଶ୍ବରେ ହକିର ଲୋକପ୍ରିୟତାକୁ ବୃଦ୍ଧି କରିବାରେ ସଫଳ ହୋଇଛି। ୨୦୧୮ ପରେ ୨୦୨୩ ବିଶ୍ବକପ ଆଉ ଏକ ସଫଳ ଓ ସର୍ବଶ୍ରେଷ୍ଠ ଆୟୋଜନ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌)

ହସପିଟାଲରୁ ଚୋରି ହୋଇଗଲା ଦୁଇ କିଡନୀ, ୩ ପିଲା ସହ ସୁନୀତାଙ୍କୁ ଛାଡ଼ି ଚାଲିଗଲେ ସ୍ୱାମୀ…

ପାଟନା : ବଞ୍ଚିବା ପାଇଁ ଆଉ ଆଶା ନାହିଁ କି ଭରସା ନାହିଁ। କେବଳ ନାମକୁ ମାତ୍ର ଜୀବନ ସହ ସଂଗ୍ରାମ ଜାରି ରହିଛି। ଅସହାୟ ଅବସ୍ଥାରେ ପଡ଼ି ରହି କେଉଁ ଦିନ ଯମ ଆସି ନିଶ୍ୱାସର ଖିଅଟିକୁ ଛିଡ଼ାଇ ଦେବ ତାର ଗଣନା ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚିଥିଲେ ମଧ୍ୟ ତିନିଟି

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇଙ୍କ ଘରେ ତାଲା

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଘରେ ତାଲା। ଗତକାଲି ରାତିରୁ ତାଙ୍କ ପରିବାରଲୋକ ବ୍ରହ୍ମପୁର ଶିଳ୍ପାଞ୍ଚଳ ବାସଭବନରୁ କେଉଁଆଡ଼େ ଚାଲିଯାଇଛନ୍ତି । ଏହି ଘଟଣା ପରେ ଏବେ ତାଙ୍କ ଘରେ ତାଲା ଝୁଲୁଛି। ଗତକାଲି ରାତିରେ

ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ…

ଖଲ୍ଲିକୋଟ :  ରାସ୍ତାରେ ବିକ୍ରି କରୁଥିଲେ ପରିବା । ଏହି ସମୟରେ ମାଡିଗଲା ଗାଡ଼ି । ଦୁର୍ଘଟଣାରେ ୨ଜଣଙ୍କୁ ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ମିଞ୍ଜିଣିପାଟଣା ଜାତୀୟ ରାଜପଥ ନିକଟରେ ଘଟିଛି

ରାମ ଚରିତ ମାନସ ବହି ପୋଡ଼ିବା ଅଭିଯୋଗରେ ୧୦ ଜଣଙ୍କ ନାମରେ ମାମଲା…

ଲକ୍ଷ୍ନୌ : ସନ୍ଥ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମ ଚରିତ ମାନସ ବହିର ଫଟୋ କପି ପୋଡ଼ିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଗତକାଲି ବୃନ୍ଦାବନରେ ଏହି ଘଟଣା ଘଟିଛି।

ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ବିବାଦ ସମାଧାନ…

ଭୁବନେଶ୍ୱର: ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ଘଟଣାରେ ଟ୍ୱିଷ୍ଟ ଦେଖାଦେଇଛି । ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ । ଏଣିକି ସେମାନେ ଏକାଠି ରହିବେ ବୋଲି କହିଲେ ହ୍ୟୁମାନଙ୍କ ମାଆ । ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା କହିଲେ ଏସିପି ।

ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା: ନରସିଂହ ମିଶ୍ର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ହତ୍ୟା ନେଇ ନରସିଂହ ମିଶ୍ର ନିଜର ବିସ୍ଫୋରକ ବୟାନ ରଖିଛନ୍ତି । ନରସିଂହ କହିଛନ୍ତି ଏହା ସୁନିଶ୍ଚିତ ଯୋଜନାବଦ୍ଧ ହତ୍ୟା ଏବଂ ଏଥିରେ ଗୁଢ ରହସ୍ୟ ମଧ୍ୟ ଥିବ କିନ୍ତୁ ଏହା ସାଧାରଣ ହତ୍ୟା ନୁହେଁ । ହତ୍ୟାକାରୀକୁ ମାନସିକ ରୋଗୀ କୁହାଯିବା

ମନ୍ଦିର ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ମାମଲା, ଅଭିଯୁକ୍ତକୁ ଫାଶି, ଆଜୀବନ କାରାଦଣ୍ଡ…

ଲକ୍ଷ୍ନୌ : ୟୁପିର ଗୋରଖନାଥ ମନ୍ଦିରରେ ମୁତୟନ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏର ସ୍ୱତନ୍ତ୍ର କୋର୍ଟ ସମ୍ପୃକ୍ତ ଦୋଷୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଫାଶିଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହେଉଛନ୍ତି ଅହମ୍ମଦ