ଜିଲ୍ଲା ବିଜୁ ଜନତାଦଳ ପକ୍ଷରୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି ସହ ସ୍ୱର୍ଗତ ନବଦାସଙ୍କ ସ୍ମୃତି ଚାରଣ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ପରିଷଦ ସଭା ଗୃହ ଠାରେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।ସ୍ୱାସ୍ଥ୍ୟ କ୍ଷେତ୍ରରେ ସାରା ଓଡ଼ିଶା, ଓ

କର୍ଣ୍ଣାଟକରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ବେଳେ ଗାୟକ କୌଳାସ ଖେର୍‌ଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ କୈଳାସ ଖେର୍‌ଙ୍କ ଉପରେ ଆକ୍ରମଣ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ପ୍ରାପ୍ତ ସୂଚନା ଅନୁସାରେ, କର୍ଣ୍ଣାଟକର ହାମ୍ପିରେ ଆୟୋଜିତ ଉକ୍ତ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ ଖେର୍‌ଙ୍କ

ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗ: ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ…

ଭୁବନେଶ୍ବର: ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ। ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କୁ ଲିଙ୍ଗରାଜ ଥାନାରେ ଅଟକ ରଖାଯାଇଛି। ଅଟକ ରଖିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଯୋଗେଶ୍ୱରଙ୍କ ପାଲଟା ଅଭିଯୋଗ ଆଣିଛନ୍ତି।

ପାକିସ୍ତାନ ମସଜିଦରେ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୨୮କୁ ବୃଦ୍ଧି, ୧୫୦ ଆହତ

ପେଶାଓ୍ବର : ପାକିସ୍ତାନର ପେଶାଓ୍ବରର ଏକ ସୁରକ୍ଷିତ ଅଂଚଳ ଭାବେ ପରିଚିତ ପୁଲିସ ଲାଇନ୍ସ ଅଂଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏଥିରେ ୨୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୫୦ ରୁ ଅଧିକ ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲେଡି ରେଡିଂ

ଚାକିରିରୁ ବିଦା ହେଲେ ଏଏସ୍‌ଆଇ ଗୋପାଳ ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଧାରା ୩୧୧ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଛି । ଗୋପାଳକୃଷ୍ଣ ଦାସଙ୍କୁ ଝାରସୁଗୁଡା ଏସପି ବହିଷ୍କାର କରିଥିବାବେଳେ ଆଜି ତାଙ୍କୁ

କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର…

ଭବାନୀପାଟଣା : ଭବାନୀପାଟଣା -ଜୁନାଗଡ଼ ଜାତୀୟ ରାଜପଥ ୨୬ଜାରିଂ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଆରୋହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ମୃତ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାୟୀ,

ମଙ୍ଗଳବାରଠାରୁ ବଜେଟ ଅଧିବେଶନ, ପ୍ରଥମ ଦିନରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ…

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।ଏହି

ପଞ୍ଚଭୂତରେ ବିଲୀନ ହେଲେ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଲ…

ଝାରସୁଗୁଡା: ଶେଷରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡାରୁ ଵିଧାୟକ ଥିବା ନବ ଦାସ | ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ

ବିବିସି ସିରିଜ୍‌ ନିଷେଧାଦେଶ ବିରୋଧରେ ଆବେଦନ ଉପରେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁପ୍ରିମ୍‌କୋର୍ଟଙ୍କ…

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ଉପରେ ଆଧାରିତ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ଉପରେ କେନ୍ଦ୍ରର ନିଷେଧାଦେଶକୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଏକ ଯାଚିକା ଆଗତ କରିଛନ୍ତି। ତେବେ, ସୁପ୍ରିମ୍‌କୋର୍ଟରେ

‘ବରୀରୁ ନିଶ୍ଚିତ ଲଢିବି’: ଦେବାଶିଷ ନାୟକ…

ଯାଜପୁର: ବିଜୁ ଜନତା ଦଳର ଗଡ଼ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ୨୦୨୪ ନିର୍ବାଚନ ପୂର୍ବରୁ ଦେଖା ଦେଇପାରେ ଦଳ ଅସନ୍ତୋଷ। ବରୀର ପୁର୍ବତ୍ତନ ବିଧାୟକ ଦେବାଶିଷ ନାୟକଙ୍କ ଏକ ବିୟାନକୁ ନେଇ ଏହି ଆକଳନ କରାଯାଉଛି। ଦେବାଶିଷ ହାଇଦ୍ରାବାଦ୍‌ରୁ ଫେରିବା ପରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା