ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରନାଁରେ ପୁଣି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ ଆସିଛି ଅଭିଯୋଗ । ଖବର ଅନୁଯାୟୀ, ପଥର

ନବ ଦାସଙ୍କୁ ହତ୍ୟା ଘଟଣା: ଫୋରେନସିକ ଲାବ୍‌ ଗଲା ଜବତ ହୋଇଥିବା ପିସ୍ତଲ, ଗୁଳି…

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ଦୁଇ ଦିନ ହେଲାଣି । କିନ୍ତୁ ଏଯାଏ ଜଣା ପଡ଼ିନି କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଗତକାଲି ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। ଗୋପାଳ ଦାସଙ୍କୁ

ଶୁଟିଂ ସେଟ୍‌ରେ ରକ୍ତାକ୍ତ ହେଲେ ସନ୍ନି ଲିଓନି…

ନୂଆଦିଲ୍ଲୀ : ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ସନ୍ନି ଲିଓନି। ଶୁଟିଂ ସେଟ୍‌ରେ ରକ୍ତାକ୍ତ ହେଲେ। ତାଙ୍କ ଗୋଡରେ ଆଘାତ ଲାଗିଛି। ଏନେଇ ସେ ଖୋଦ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି।ଶୁଟିଂ ସେଟ୍‌ରେ ସନ୍ନି ଲିଓନି ଆଘାତ ହେବା ପରେ ତାଙ୍କ ଗୋଡ଼ ଆଙ୍ଗୁଠି ଫାଟି ଯାଇଛି। ଏହା ପରେ ତାଙ୍କ

ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା, କୋର୍ଟଙ୍କ ଅନୁମତି କ୍ରମେ ଜେଲରେ ରହି ଦେବେ ପରୀକ୍ଷା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା । ଝାରପଡ଼ା ଜେଲ୍‌ ଭିତରେ ଦେବେ ପରୀକ୍ଷା । ଏଥିପାଇଁ ଜେଲ୍‌ ମାନୁଆଲ ଅନୁୟାୟୀ ପରୀକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଜାନୁଆରୀ ୩୧ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। କ୍ୟାପିଟାଲ ଲ କଲେଜରେ ଇଣ୍ଟିଗ୍ରେଟେଡ

ଆକାଶମାର୍ଗରେ ଭୁବନେଶ୍ୱର ସହ ଯୋଡିହେଲା ଜାମସେଦପୁର, ଉଡିଲା ବିମାନ…

ଭୁବନେଶ୍ୱର : ଆଜିଠୁ ଆକାଶ ମାର୍ଗରେ ଭୁବନେଶ୍ୱର ସହ ଯୋଡିହେବ ଜାମସେଦପୁର। ଜମାସେଦପୁରକୁ ଉଡ଼ାଣ ଭରିବେ ଯାତ୍ରୀ। ଭୁବନେଶ୍ୱରରରୁ ଜାମସେଦପୁର ଓ ଜାମସେଦପୁରରୁ କୋଲକାତାକୁ ବିମାନ ସେବା ଯୋଗାଇବ ଇଣ୍ଡିଆ ୱାନ୍‌ ଏୟାର। ଭୁବନେଶ୍ୱରରୁ ସକାଳ ୯ଟାରେ ବାହାରି ଜାମସେଦପୁରରେ ୧୦ଟା ୧୫ରେ

ଅର୍ଥନୈତିକ ସର୍ଭେ ରିପୋର୍ଟ: ୬.୫ ପ୍ରତିଶତ ରହିପାରେ ଜିଡିପି ଅଭିବୃଦ୍ଧି ହାର…

ନୂଆଦିଲ୍ଲୀ : ସାଧାରଣ ବଜେଟ୍‌ ପୂର୍ବରୁ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି। ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ

ଦୁଷ୍କର୍ମ ମାମଲାରେ ଆଶାରାମକୁ ପୁଣି ଆଜୀବନ ଜେଲ୍‌…

ନୂଆଦିଲ୍ଲୀ : ଆଶ୍ରମ ଭିତରେ ମହିଳା ଅନୁଗାମୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଆଜୀବନ ଜେଲଦଣ୍ଡ ମିଳିଛି। ସୋମବାର ଗୁଜରାଟର ଗାନ୍ଧିନଗରରେ ଥିବା ଗୋଟିଏ କୋର୍ଟ ଏହି ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେସନ୍ସ କୋର୍ଟ ବିଚାରପତି ଡିକେ ସୋନି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ…

ହାଇଦ୍ରାବାଦ : ବଦଳିବ ଆନ୍ଧ୍ର ପ୍ରଦେଶର ରାଜଧାନୀ। ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ। ଆଗାମୀ କିଛି ମାସ ମଧ୍ୟରେ ରାଜଧାନୀ ବଦଳିବା ପ୍ରକ୍ରିୟା ଶେଷ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ

ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ: ଆଦାନୀ ବିଶ୍ୱ ଧନୀ ତାଲିକାର ଟପ୍‌ ୧୦ରୁ ଆଉଟ୍‌…

ନୂଆଦିଲ୍ଲୀ : ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗର ଖୁଲାସା ପରେ ଭାରତର ୧ନଂ ଧନୀ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ଆଦାନୀ ଗ୍ରୁପ୍‌ ଲୋକଙ୍କୁ ମିଛ କହି ନିଜ ଶେୟାର ମୂଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା ହିଣ୍ଡେନବର୍ଗ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟକୁ