ପେଶାଓ୍ବର ମସଜିଦ ବିସ୍ଫୋରଣ : ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ମିଳିଲା…

ପେଶାଓ୍ବର : ସୋମବାରଦିନ ପାକିସ୍ତାନର ପେଶାଓ୍ବର ସହର ପୁଲିସ ଲାଇନ ଅଂଚଳରେ ଥିବା ମସଜିଦରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ଥିବା ସ୍ପଷ୍ଟ ହୋଇଯାଇଛି । ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ଘଟଣାସ୍ଥଳରୁ ମିଳିଛି ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ

ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳା ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଦାୟୀ।ଏଣୁ ପ୍ରଥମେ

ନବ ଦାସଙ୍କ ମୃତ୍ୟୁ ଭଳି ସ୍ପର୍ଶକାତର ଘଟଣାରେ ବିଜେପି ନିମ୍ନ ମାନର ରାଜନୀତି କରୁଛି: ବିଜେଡି

 ସ୍ୱଚ୍ଛତା ରକ୍ଷା ଲାଗି ଜଣେ ବିଚାରପତିଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି । ଭାରତୀୟ ନ୍ୟାୟପାଳିକାର ନିରପେକ୍ଷେତା ଉପରେ ରାଜ୍ୟ ବିଜେପିର ଭରସା ନାହିଁ କି?ଭୁବନେଶ୍ୱର, : ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ

ଆଜି ପୁରା ନିର୍ବାଚନୀ ଭାଷଣ ଦେଲେ, ଏଥିପାଇଁ ରାଷ୍ଟ୍ରପତି ଦାୟୀ ନୁହଁନ୍ତି: ଥରୁର

ନୂଆଦିଲ୍ଲୀ: ଆଜି ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ସାଂସଦ ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ମାଧ୍ୟମରେ ବିଜେପି ନିର୍ବାଚନର ଫାଇଦା ନେବାକୁ ଚେଷ୍ଟା କରୁଛି। କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରପତି

ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା: ଦୋଷୀ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ…

ଦିଲ୍ଲୀ : ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ। ଦିଲ୍ଲୀ କୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ୍ସ ଜଜ୍ ହରଜିତ୍ ସିଂ ଭଲ୍ଲା ଶଙ୍କର ମିଶ୍ରାଙ୍କୁ ଏକ ଲକ୍ଷ ଟଙ୍କାର ମୁଚଲିକା ସହ ଜାମିନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ,

କଟକ ସବ ରେଜିଷ୍ଟ୍ରାର ଅଫିସରେ ନିଆଁଲାଗି ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ୩ ଆହତ…

କଟକ : କଟକ ସବ ରେଜିଷ୍ଟ୍ରାର ଅଫସିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ୨ଟି ସିଲିଣ୍ଡର ଫାଟିଥିବା ସୂଚନା ରହିଛି । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଆସବାବପତ୍ର । ଏହି ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତିବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡ ଏତେ ବ୍ୟାପକ ଅଛି ଯେ ୨ ଟି ଦମକଳ

କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ହେଉ: ସମୀର ମହାନ୍ତିି…

# ଏଭଳି ବଡ ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି # ରାଜ୍ୟରେ କିଏ ସରକାର ଚଳାଉଛି ? # ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୈା ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ #

ସାଇବର ସୁରକ୍ଷା ପାଠ ପଢ଼ିବେ ୟୁଜି ଓ ପିଜି ଛାତ୍ରଛାତ୍ରୀ…

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଅପରାଧ ଓ ଡିଜିଟାଲ ଠକେଇ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ ।

୪ଟି ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ କର୍ମଚାରୀଙ୍କ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି…

 ଭୁବନେଶ୍ୱର: ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ କନେକ୍ଟିଭିଟି ସ୍କିମ୍ (ଆରସିଏସ୍) – UDAN ଯୋଜନାରେ ଚାରୋଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ ସୃଷ୍ଟି ପାଇଁ ନବୀନ ପଟ୍ଟନାୟକ ଅନୁମୋଦନ 

ଭିଜିଲାନ୍ସ ଜାଲରେ ବଡ ମାଛ (ଟିପିଏସଓଡିଏଲ୍) ଜିଏମ୍, ୧୦ଟି ସ୍ଥାନରେ ଚଢ଼ାଉ…

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ଜିଏମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟର ଜିଏମ୍‌ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଓ ପୁରୀର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି