ଫେରିଲାନି ରିହାତି : ଟ୍ରେନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କୁ ଲାଗିଲା ଝଟକା…

ନୂଆଦିଲ୍ଲୀ: ୨୦୨୩-୨୪ ବଜେଟ୍‌ରେ ଭାରତୀୟ ରେଳବାଇ ନିମ‌ନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଅଭିଭାଷଣରେ ଘୋଷଣା କରିଛନ୍ତି। ୨୦୨୩ ଅଗ‌ଷ୍ଟ ସୁଦ୍ଧା ୭୫ଟି ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇବା ପାଇଁ ଭାରତୀୟ ରେଳବାଇ

ଲୋକସଭାରେ ଆଗତ ହେଲା ୪୫ ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ୍…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୩-୨୪ ଆଗତ କରିଛନ୍ତି । ଏହି ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ର ବଜେଟ୍ ଅଟକଳ ଅନୁସାରେ ଏହା ୩୯ ଲକ୍ଷ କୋଟି ଥିଲା । ତେବେ ସଂଶୋଧିତ ଅଟକଳ ଅନୁସାରେ ଏହା ୪୧ ଲକ୍ଷ କୋଟିକୁ

ବାକି ଟଙ୍କା ମାଗିବାରୁ ଥାନାରେ ଏତଲା ଦେଇ ମୋ ପୁଅକୁ ମିଥ୍ୟା କେସରେ ଫସାଇଲେ.. ” ବନିତା “

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେରେଡିର ବନିତା ଦିଗାଲ ବାକି ଟଙ୍କା ମାଗିବାରୁ ଥାନାରେ ଏତଲା ଦେଇ ମୋ ପୁଅକୁ ମିଥ୍ୟା କେସରେ ଫସାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ବନିତାଙ୍କ କହିବା ଅନୁଯାୟୀ ଆଜକୁ ଦୁଇ ବର୍ଷ ତଳେ

ଗାଇ ବୋଝେଇ ପିକଅପ୍ ଓ ଟ୍ରକ ମୁହାମୁହିଁ ଧକ୍କା, ଦୁଇ ଯୁବକ ଆହତ,୩ ଗାଇ ମୃତ୍ୟୁ

ବିଷମକଟକ :-ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ବଡଗୋତିଗୁଡା ଗ୍ରାମ ନିକଟ ୩୧୬ ନମ୍ବର୍ ରାଜ୍ୟ ରାଜପଥରେ ଏକ ଗରୁ ବୋଝେଇ ପିକ୍‌ଅପ୍ ଏବଂ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପିକଅପ୍ ର ଡ୍ରାଭର ଓ ଗୋରୁ ଚାଲାଣ କରୁଥିବା ମାଲିକ ଆହତ ହୋଇଛନ୍ତି

ମଟର ସାଇକେଲ ଓ ବଳଦ ଦୁର୍ଘଟଣା, ଦୁଇ ଗୁରୁତର ବଳଦ ମୃତ…

ଦାରିଙ୍ଗବାଡ଼ି,୩୧/୧ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସାଂଗୁଡ଼ମାହା ଗ୍ରାମର ରୂପୀଙ୍ଗିଆ ପ୍ରଧାନଙ୍କ ପୁଅ ବେଗୁଲୁ ପ୍ରଧାନ(୩୨) ଓ ସାମନବାଡ଼ି ଗ୍ରାମର କାଣ୍ଡେଶ୍ୱର ପ୍ରଧାନଙ୍କ ପୁଅ ପ୍ରଭାସ ପ୍ରଧାନ(୩୦) ଆଜି କୋୖଣସି ଏକ କାମରେ ଫୁଲବାଣୀ ଯାଇ ଫେରୁଥିଲେ । ଫେରିବା ସମୟରେ ସିମନବାଡ଼ି

ସମ୍ପର୍କ, ଆସ୍ଥାଭାଜନ, ଧୋକା…! ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ହଡପ ଅଭିଯୋଗ…

ବ୍ରହ୍ମପୁର : ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ଠକି ନେବା ସହିତ ଜୀବନରେ ମାରିବାକୁ ଧମକ ଦେଇଥିବା ନେଇ ଚମଖଣ୍ଡି ଥାନାରେ ଅଭିଯୋଗ ହୋଇଛି।ସୂଚନା ଥାଉକି ଚମାଖଣ୍ଡିଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ନମିତା ମହାରଣାଙ୍କ ଘରେ  ଜୈନିକା ମହିଳା ଅବାଧ ପ୍ରବେଶ

ବ୍ଲକ କାର୍ଯ୍ୟାଳୟ ତରଫରୁ ଜିପିଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ଫିରିଙ୍ଗିଆ ଜୀପିଓ ଙ୍କୁ ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ରେ ଏ ପି ଓ ସୁମନ୍ତ

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ଟିମ୍ ର ପରିଦର୍ଶନ…

ଦାରିଙ୍ଗବାଡ଼ି, ୩୧/୧ : କନ୍ଧମାଳ ଜିଲ୍ଲାର ସମସ୍ତ ଡାକ୍ତରଖାନାକୁ ତଦାରଖ କରିବାକୁ ଆସିଛନ୍ତି କାୟାକଳ୍ପ ଟିମ୍। ଯୁଗ୍ମ ନିର୍ଦେଶକ ଡା. ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଦାରିଙ୍ଗବାଡ଼ିକୁ ଗସ୍ତ କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅନୁଧ୍ୟାନ କରିଛନ୍ତି। ଟିମ୍‌ରେ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦଶବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା…

ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲା ର ସାଖ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନକୁ ଭିତ୍ତି କରି ଫୁଲବାଣୀ ପୋସ୍କୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରୀଵାଲା ଉତ୍ତର ପ୍ରଦେଶ ଫରିଦାପୁର ଅଂଚଳର ବସିର ସାହାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫

ନଦୀ ଗବେଷଣା ପାଇଁ ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’…

ଫୁଲବାଣୀ,୩୧/୧ : ନଦୀ ଗବେଷଣା ପାଇଁ ବିଶିଷ୍ଟ କଥାକାର ତଥା ଗବେଷକ ଡ. ରଞ୍ଜନ ପ୍ରଧାନଙ୍କୁ ସମ୍ମାନଜନକ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’ ପ୍ରଦାନ କରାଯାଇଛି। ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏକ ଗବେଷଣା ପୁସ୍ତକକୁ ଏହି ପୁରସ୍କାର