Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ହତ୍ୟା ଧମକ, ଧରାପଡ଼ିଲା କଲ୍ କରିଥିବା ବ୍ୟକ୍ତି…
ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ରାତି ପ୍ରାୟ ୧୨.୦୫ ସମୟରେ କେଜ୍ରିୱାଲ୍ଙ୍କ ନିକଟରୁ ଏକ ପିସିଆର୍ କଲ୍ ଆସିଥିଲା। ଏହି କଲ୍ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି।ଖବର!-->…
ସାପ୍ତାହିକ ହାଟରେ ଜୁଆ ଖେଳ ସର୍ବଶାନ୍ତ ନିରୀହ ଆଦିବାସୀ…
ନିରବ ଦ୍ରଷ୍ଟା ସାଜିଛି ପୋଲିସ...!!
ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା, ବଦଳିଲେ ଝାରସୁଗୁଡ଼ା ଏସ୍ପି…
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଝାରସୁଗୁଡ଼ା ଏସ୍ପି ଓ ବ୍ରଜରାଜନଗର ଏସ୍ଡିପିଓଙ୍କୁ ବଦଳି କରାଯାଇଛି। ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନଙ୍କ ବଦଳି ହୋଇଛି। ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ!-->…
ନବ ଦାସଙ୍କୁ ଗୁଳିମାଡ଼ ମାମଲା: ଘଟଣାସ୍ଥଳରେ ଛାନ୍ଭିନ୍ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍ ଟିମ୍
ଝାରସୁଗୁଡା : ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଛାନ୍ଭିନ୍ । କ୍ରାଇମ୍ ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନଦ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ସରଜମିନ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍ । କେମିତି!-->…
ଗୋପାଳର ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ୍
ବ୍ରହ୍ମପୁର: ନବଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳର ଜଳେଶ୍ୱର ଖଣ୍ଡି ତା‘ର ଗାଁରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳକୁ କେଉଁ ଆଡେ ନେଇଛି ତାହା ଜଣା ପଡିନାହିଁ । ଗୋପାଳର ଭାଇ ଠାରୁ ହତ୍ୟାର କିଛି ସୁରାକ ମିଳିପାରେ!-->…
ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ…
ଭୁବନେଶ୍ବର: ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ୍ ହସ୍ପିଟାଲର ବିଭାଗୀୟ ଡାକ୍ତର ନିର୍ଦ୍ଦେଶକଙ୍କୁ ରିପୋର୍ଟ ଆଜି ହସ୍ତାନ୍ତର କରିଛନ୍ତି । ଗତ ରବିବାର ଦିନ ଗୁଳିମାଡରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା ।
ଏହାପରେ କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କର!-->!-->!-->…
ଏଥର ବଜେଟ୍ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଳୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଭାରତର ବଜେଟ୍ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି। ଏ ବର୍ଷ ବଜେଟ୍ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରି ଏପରି କହିଛନ୍ତି। ସେ!-->…
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା, ଜାମିନ୍ ଆବେଦନ କଲା ଅଭିଯୁକ୍ତ ଗୋପାଳ ଦାସ…
ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଗିରଫ ହେଲା ଏଏସଆଇ ଗୋପାଳ ଦାସ । ଗିରଫ ପରେ ଏବେ ଜାମିନ୍ ଆବେଦନ କରିଛି ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡ଼ା JMFC କୋର୍ଟରେ କରିଛି ଜାମିନ ଆବେଦନ। ଓକିଲଙ୍କ ଜରିଆରେ ଜାମିନ୍ ଆବେଦନ କରିଛି ଅଭିଯୁକ୍ତ ଗୋପାଳ।
!-->!-->!-->…
୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ସାମ୍ନାକୁ ଆସିଲା ପିସ୍ତଲ ଇସ୍ୟୁର ଡକ୍ୟୁମେଣ୍ଟ…
ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ନବଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତନାଘନା ଆରମ୍ଭ ହୋଇଛି । ଏହି ମାମଲାର ଅଭିଯୁକ୍ତ ବହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କୁ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହାରି ମଧ୍ୟରେ ଅଭିଯୁକ୍ତ ଗୋପାଳଙ୍କୁ ନେଇ!-->…
ନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର…
ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ସେ କହିଛନ୍ତି, ପୁଲିସ ପୁଲିସର ତଦନ୍ତ କଲେ ବିରୋଧୀ କୁହିବେ, ଠିକ ହେଲାନି। କ୍ରାଇମବ୍ରାଞ୍ଚକୁ ଦେଲେ ବି ପ୍ରଶ୍ନ ଉଠିବ। କହିବେ ସବୁବେଳେ କିନ୍ତୁ କଣ କରାଯିବ!-->…