Sign in
Sign in
Recover your password.
A password will be e-mailed to you.
ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ ୧୧ କୋଟି ଟଙ୍କା ଠକେଇ…
ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବିଏମସିର କେଳେଙ୍କାରୀ ସାମ୍ନାକୁ ଆସୁଛି । ୫୪ କୋଟି ଟଙ୍କା ହେରଫେର ମାମଲାରେ କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ବେଳେ ବିଏମସି ସୈନିକସ୍କୁଲ ସ୍ଥିତ ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ୧୧ କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଛି ।!-->…
ପ୍ରଦୂଷଣ କରୁଥିବା ସରକାରୀ ଗାଡି ଓ ଆମ୍ବୁଲାନ୍ସ ହଟାଇବା ପାଇଁ ରାଜ୍ୟ ସରକାର ନେଇପାରିବେ ଋଣ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପରିବେଶକୁ ନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି | ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ସମ୍ବନ୍ଧରେ ବଜେଟରେ ଏକ ବିଶେଷ ଘୋଷଣା କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ କେନ୍ଦ୍ରରୁ ସୁଧମୁକ୍ତ ଋଣ ନେଇପାରିବେ। ରାଜ୍ୟମାନଙ୍କୁ ୫୦ ହଜାର କୋଟି ଋଣ ଦେବା ପାଇଁ ବଜେଟରେ ଏକ!-->…
ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆସନ୍ତାକାଲି ଠାରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ!-->…
ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କ ଘରେ ପଶି ଆକ୍ରମଣ କଲେ ଯୁବକ…
ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଯୁବତୀଙ୍କୁ ଘରେ ପଶି ଆକ୍ରମଣ। ରାଜଧାନୀ ଭୁନେଶ୍ୱର କାନନ ବିହାର ଫେଜ୍ ୨ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବାଣପୁରର ଓ ଯାଜପୁରର ଦୁଇ ଜଣ ଯୁବତୀ ଗୋଟିଏ ଭୁବନେଶ୍ୱରର ଏକ କ୍ଲବରେ କାମ କରୁଥିବା ବେଳେ କାନନ ବିହାରରେ ଭଡ଼ାରେ ରହୁଥିଲେ।!-->…
ବାୟୁସେନାର ଉପମୁଖ୍ୟ ହେଲେ ଏୟାର ମାର୍ଶାଲ୍ ଏପି ସିଂହ…
ନୂଆଦିଲ୍ଲୀ : ଏୟାର ମାର୍ଶାଲ୍ ଏପି ସିଂହ ଆଜି ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ଆଜି ଏପି ସିଂହ ନୂଆ ଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀ କ୍ଷେତ୍ର ପରିଦର୍ଶନ କରି ସହିଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ପରେ ଭାରତୀୟ ବାୟୁସେନା ମୁଖ୍ୟାଳୟରେ!-->…
ଫେବୃଆରୀ ୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ…
ନୂଆଦିଲ୍ଲୀ: ଦୁଇ ଥର ସ୍ଥଗିତ ହେବା ପରେ ଆସିଲା ନୂଆ ତାରିଖ। ଫେବ୍ରୁଆରି ୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ। ମେୟର ଚୟନ ପାଇଁ ଫେବ୍ରୁଆରି ୬ରେ କର୍ପୋରେଟରମାନଙ୍କ ବୈଠକ ଡକାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଇଥିବା!-->…
‘ମୋତେ ଅଧଘଣ୍ଟା ଦିଅ, କେମିତି ବଜେଟ ତିଆରି ହୁଏ କରିକି ଦେଖାଇଦେବି’
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍!-->…
କୃଷି ମନ୍ତ୍ରଣାଳୟ ପାଇଁ ୧,୨୫,୦୩୫.୭୯ ବ୍ୟୟବରାଦ…
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ହାତ ବୁଣା ଶାଢ଼ୀ ପିନ୍ଧି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାନ କରିଛନ୍ତି। ବଜେଟରେ କୃଷି ମନ୍ତ୍ରଣାଳୟ ପାଇଁ ୧,୨୫,୦୩୫.୭୯ ବ୍ୟୟବରାଦ କରାଯାଇଛି। ତେବେ ଚାଷୀମାନଙ୍କ ପାଇଁ ବଜେଟରେ କ’ଣ ସବୁ ବ୍ୟବସ୍ଥା ହୋଇଛି?ବଜେଟ ଉପସ୍ଥାନ!-->…
୨୦୨୩ ଶେଷ ସୁଦ୍ଧା ଚାଲିବ ହାଇଡ୍ରୋଜେନ ଟ୍ରେନ୍…
ନୂଆଦିଲ୍ଲୀ : ଭାରତୀୟ ରେଳବାଇକୁ ବୁଷ୍ଟ ଦେବାକୁ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ରେଳବାଇ ପାଇଁ ରେକର୍ଡ ୨.୪୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଯାଏ ଏତେ ପରିମାଣର ପୁଞ୍ଜି କେବେ ହେଲେ ରେଳବାଇ ପାଇଁ!-->…
ଶିକ୍ଷା ମନ୍ତ୍ରଣାଳୟକୁ ରେକର୍ଡ ୧.୧୨ ଲକ୍ଷ କୋଟି…
ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟରେ ରେଳ ଭଳି ଶିକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ପରିମାଣର ଅର୍ଥ ବ୍ୟୟବରାଦ କରାଯାଇଛି। ବଜେଟରେ ଶିକ୍ଷା ମନ୍ତ୍ରଣାଳୟକୁ ୧,୧୨,୮୯୮.୯୭ କୋଟି ଟଙ୍କା ମିଳିବ ବୋଲି କୁହାଯାଇଛି। ଏହା ସଂଶୋଧିତ ବଜେଟ ଠାରୁ ଯଥେଷ୍ଟ ଅଧିକ। ଏଯାଏ ଶିକ୍ଷା ମନ୍ତ୍ରଣାଳୟକୁ କେବେ!-->…