ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ…

ମାଲକାନଗିରି : ଓଡିଶା ସରକାର ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଆରମ୍ଭ ହୋଇଛି । ୧/୦୨ ରୁ ୧୫/୦୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଭାଜନ ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧକ୍ଷ ଶ୍ରୀ ଆଡ଼ମା ରାୱ। ଯୋଗ ଦେଇ

ବ୍ରାହ୍ମଣୀଗାଁ ଥାନା ଅଞ୍ଚରେ ବେଆଇନ ଦେଶୀ ମଦ ଚଢ଼ାଉ…

ଦାରିଙ୍ଗବାଡି :, ୦୧/୦୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ତତ୍ୱାବଧାନରେ ବେଆଇନ ଦେଶୀ ମଦରନ୍ଧା ଓ ବିକ୍ରୀ ଉପରେ ଚଢ଼ାଉ ବଳବତ୍ତର ରହିଛି। ଯାହାରି ଫଳରେ ଅଞ୍ଚଳର ବେଆଇନ ଦେଶୀ ମଦ ରନ୍ଧାଳି ଓ ବେପାରୀଙ୍କ ମଧ୍ୟରେ ଛନକା ପଶିଥିବା

ସ୍ବାତୀ ସଭା ଗୃହରେ ୩ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧ ଗଡ଼ ପଞ୍ଚାୟତ ଶ୍ୱେଚ୍ଛା ସେବୀ ଅନୁଷ୍ଠାନ ସ୍ଵାତୀ ସଭା ଗୃହ ରେ ୩ ଦିନ ଧରି ଚାଲିଥିବା ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି l ଏହି କାର୍ଯ୍ୟକ୍ରମକୁ ସ୍ଵାତୀ ଓ ଜିଲ୍ଲା ପରିଷଦ କନ୍ଧମାଳ ଙ୍କ ମିଳିତ ସହଯୋଗ

ସ୍ୱର୍ଗୀୟ ପିତାଙ୍କ ଲାଇସେନ୍ସ ବନ୍ଧୁକକୁ ପୋଲିସ ନିକଟରେ ଜମାକରି ପିତୃଇଚ୍ଛା ପୂରଣ କଲେ ପୁଅ ଶରତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜୟୀପୁରୀୟା ଗୁଡା ରେ ବାସକରୁଥିବା ଶ୍ରୀ ଗୋପୀନାଥ ପଟ୍ଟନାୟକ ମାଓବାଦୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନିଜ ଜୀବନ ସୁରକ୍ଷା ନିମନ୍ତେ ୨୦୦୨ରେ ଏକ ୧୨ବୋରର ଲାଇସେନ୍ସ ଯୁକ୍ତ ବନ୍ଧୁକ ନିଜ ପାଖରେ ରଖିଥିଲେ କିନ୍ତୁ କର୍କଟ ରୋଗରେ

କେନ୍ଦ୍ର ବଜେଟ୍ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ବଜେଟ୍ ଉପସ୍ଥାପିତ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ମଳା ସୀତାରମଣଙ୍କ ଦ୍ବାରା

ନବ ଦାସ ହତ୍ୟା ମାମଲା: ପୁଣି ବ୍ରହ୍ମପୁରରେ ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ମାମଲା । ପୁଣି ବ୍ରହ୍ମପୁରରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ଗୋପାଳକୃଷ୍ଣର ବ୍ରହ୍ମପୁର ସ୍ଥିତ ଆଙ୍କୁଲି ବାସ ଭବନରେ ଦୁଇଜଣିଆ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ଭିତରେ ASI ଗୋପାଳ ଦାସର ପତ୍ନୀ ଜୟନ୍ତୀ

ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ, ୩ ଛାତ୍ର ଗୁରୁତର…

ଫୁଲବାଣୀ : ଘରୋଇ ସ୍କୁଲରରେ ବୁଧବାର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ସମସ୍ତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ଘରୋଇ ହାଇସ୍କୁଲରେ ଏହି ଅଘଟଣ ଘଟିଛି।

ସିଡିଏମ୍‌ଓ ଧରିଲେ ରୋଗୀ ସେବା କରୁଥିବା ନକଲି ଡାକ୍ତର…

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନକଲି ଡାକ୍ତର ଧରାପଡ଼ିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଜଣେ ଯୁବକ ନିଜକୁ ଡାକ୍ତର ବେଶରେ ସଜେଇ ହୋଇ ଭଦ୍ରକ ମେଡ଼ିକାଲରେ ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିବା ବେଳେ ତାଙ୍କ ଉପରେ ସନ୍ଦେହ କରି ତାଙ୍କୁ ଧରି

ଡିଲ ବେଳେ ବାଘଛାଲ ଜବତ, ୮ଜଣ ଗିରଫ…

ବାରିପଦା: ପୁଣି ଏକ ବାଘଛାଲ ଜବତ କରିଛି ପୁଲିସ। ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର କତରା ଠାରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘ ଛାଲ ଡିଲ୍‌ ବେଳେ ଜବତ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଢ଼ାବାରେ ବାଘ ଛାଲ ଡିଲ୍‌ ନେଇ ପୁଲିସ ବିଭାଗ ଖବର ଥିଲା।

ନବ ଦାସଙ୍କୁ ହତ୍ୟା: ପୁଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଏଭଳି ଘଟଣା ଭାରତରେ ବି ହୋଇନଥିବ। ଇତିହାସରେ ପ୍ରଥମ ଜଣେ ମନ୍ତ୍ରୀଙ୍କୁ ସବୁ ସୁରକ୍ଷା ଥାଇ ବି ହତ୍ୟା କରାଗଲା। ତଦନ୍ତ, ରହସ୍ୟ ଏବଂ