Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀ ମଦ ଦୁର୍ନୀତିର ଗୁମର ଖୋଲୁଛି…
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଇଡି ଖୋଲିଥିବା ଗୁମର ଅନୁଯାୟୀ ଆମ ଆଦମୀ ପାର୍ଟିର କମ୍ୟୁନିକେଶନ ଇନ୍ ଚାର୍ଜ ବିଜୟ ନାୟରଙ୍କୁ ଅନ୍ୟତମ ଅଭିଯୁକ୍ତଭାବେ ଦର୍ଶାଇଛି। ମଦ ବ୍ୟବସାୟୀ ଓ!-->…
MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା : ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ…
ବ୍ରହ୍ମପୁର : MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ସ୍କୁଟି-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଆଙ୍କୁଲି ନିଗମ ନଗର ଅଞ୍ଚଳର । ତେବେ ଏମାନେ ସ୍କୁଟିରେ ଘରକୁ!-->!-->!-->…
ପଦରବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ…
ବ୍ରହ୍ମପୁର : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚାୟତ ର ପଦରବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଯୋଗଦେଇ ଛାତ୍ର!-->…
ରାଜନୈତିକ ଦଳ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟତା ହାସଲ କଲା ରାଷ୍ଟ୍ରୀୟ ନବନିର୍ମାଣ ପାର୍ଟି…
ବ୍ରହ୍ମପୁର : ରାଷ୍ଟ୍ରିୟ ନବନିର୍ମାଣ ପାର୍ଟିର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟତା ଦର୍ଶାଇଛନ୍ତି ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟଳୟ । ଏନେଇ ଉତ୍କଳ ଆଶ୍ରମ ସଭା ଗୃହ ଠାରେ ଆୟୋଜିତ ସାମ୍ବାଦ୍ଖଳ ସମ୍ମିଳନୀରେ ପାର୍ଟିର ମୁଖ୍ୟ ଶ୍ରୀହରୀ!-->…
ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ରଥର ଜିଲ୍ଲା ପରିଭ୍ରମଣ…
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପତାକା ଦେଖାଇ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ କରିଥିଲେ । ଏହି ପାଣି ପଞ୍ଚାୟତ ରଥ ଜିଲ୍ଲାର!-->…
ମା ରାମଚଣ୍ଡୀଙ୍କ ପୀଠରେ ୫୦ହଜାର ଲି. ପାଣି ଟାଙ୍କି ବିଧାୟକ ଦ୍ଵାରା ଉଦଘାଟିତ
ଛତ୍ରପୁର : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ମା ରାମଚଣ୍ଡୀ ଙ୍କ ପୀଠରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ 50ହଜାର ଲିଟର ପିଇବା ପାଣି ଗଛିତ ଟାଙ୍କି କୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି l ଉଦଘାଟନ ସମୟ ରେ ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ଗଞ୍ଜାମ ବ୍ଲକ!-->…
ବ୍ଲକ ଶିକ୍ଷକ ସଂଘ ଶପଥ ଗ୍ରହଣ ଉତ୍ସବ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଏକ ଶପଥ ଗ୍ରହଣ ଉତ୍ସବ ରାପଡାବାଡ଼ି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏହିରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର , ମୁଖ୍ୟ ବକ୍ତା ଭାବରେ ରାଜ୍ୟ ଶିକ୍ଷକ ସଂଘର ଯୁଗ୍ମ!-->…
ପାଣି ପଂଚାୟତ ପକ୍ଷ ପାଳନ…
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଘୋଡାହଡ ନଦୀ କୂଳ ହିଞ୍ଜିଳିକାଟୁ ଜୟମଙ୍ଗଳ ଆନିକଟ ଠାରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ଵୁଧବାର ଦିନ ପାଳନ ହୋଇଯାଇଅଛି।ବ୍ରହ୍ମପୁର ଜଳସେଚନ ବିଭାଜନ ଵ୍ରହ୍ମପୁର ଜଳ ସମ୍ପଦ ବିଭାଗ ହିଞ୍ଜିଳିକାଟୁ ତରଫରୁ ଏହି ପକ୍ଷ ପାଳନର ଆୟୋଜନ!-->…
ବେରୋଜଗାରୀ ଓ ଦରଦାମବୃଦ୍ଧି ନେଇ ସରକାର ପୁଣି ଠକିଲେ…
ବ୍ରହ୍ମପୁର : ବର୍ଷକୁ 2କୋଟି ନିଯୁକ୍ତି ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଭଳି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ କମ କରିବାର ପ୍ରତିଶୃତି ଦେଇ ଶାସନକୁ ଆସିଥିଲେ ବି ଚଳିତ ବର୍ଷ ମଧ୍ୟ ଏ କ୍ଷେତ୍ରରେ ଜନଗଣଙ୍କୁ ସମସ୍ୟାରୁ ମୁକ୍ତିପାଇଁ କୌଣସି ଆଶ୍ୱାସନା ମିଳିନାହିଁ l ଶିକ୍ଷା!-->…
ଆସନ୍ତା ଶନିବାର ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୧.୦୨.୨୦୨୩ ରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ,!-->…