ନବ ଦାସଙ୍କ ସହ ସବୁଠି ଥିଲେ ହତ୍ୟାକାରୀ ଗୋପାଳ ଦାସ; ଭାଇରାଲ ହେଲା ପୁରୁଣା ଫଟୋ…

ଝାରସୁଗୁଡା : ନବ ଦାସଙ୍କ ସହ ସବୁଠି ଥିଲେ ହତ୍ୟାକାରୀ ଗୋପାଳ ଦାସ । ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାଳ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିକଟତର ହେବାର ଅନେକ ସୁଯୋଗ ପାଇଥିଲେ ଗୋପାଳ । ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ

ଆଦାନୀ ବିରୋଧରେ ‘ହିଣ୍ଡେନ୍‌ ବର୍ଗ’ ରିପୋର୍ଟକୁ ନେଇ ସଂସଦରେ ଝଡ଼…

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନ୍‌ ବର୍ଗ ରିପୋର୍ଟକୁ ନେଇ ଝଡ଼। ହି‌ଣ୍ଡେନ୍‌ବର୍ଗ ରିପୋର୍ଟ ଏବଂ ଅଦାନୀ ଗ୍ରୁପ୍‌ ସେୟାର୍‌ର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ଦାବି କରିବାରୁ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଫଳରେ ସଂସଦର ଉଭୟ ଗୃହକୁ ଅପରାହ୍ନ ୨ଟା

ଅଯୋଧ୍ୟାରେ ପହଞ୍ଚିଲା ୬୦ ନିୟୁତ ବର୍ଷର ଦୁଇ ବିରଳ ପଥର…

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମମନ୍ଦିରକୁ ଅଧିକ ଆକର୍ଷଣୀୟ ଐତିହ୍ୟ ସମ୍ପନ୍ନ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଏହି ଅବସରରେ ନେପାଳରୁ ଦୁଇଟି ପୁରାତନ ବିରଳ ପଥର ବୁଧବାର ଅଯୋଧ୍ୟାରେ ପହଞ୍ଚିଛି। ଏହି ବିରଳ ପଥରରେ ଭଗବାନ ରାମଙ୍କ ମୂର୍ତ୍ତି ଖୋଦିତ ହୋଇ ଏଠାରେ

ନିଜ ସମସ୍ୟା ନିଜେ ସମ୍ଭାଳ.. ଆମକୁ ଦାୟୀ କରନି : ପାକିସ୍ତାନକୁ କହିଲା ତାଲିବାନ…

କାବୁଲ : ପାକିସ୍ତାନର ପେଶାଓ୍ବରରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପାଇଁ ପାକିସ୍ତାନ ପକ୍ଷରୁ ତେହରିକ-ଏ-ତାଲିବାନ-ପାକିସ୍ତାନକୁ ଦାୟୀ କରାଯାଉଛି । ଆଫଗାନିସ୍ତାନର ତାଲିବାନ ଶାସକ ମଧ୍ୟ ଆଫଗାନିସ୍ତାନ ମାଟିକୁ

‘ଇସଲାମ ନଗର’ ନାମକୁ ବଦଳାଇ ‘ଜଗଦୀଶପୁର’ ରଖିଲେ ମଧ୍ୟପ୍ରଦେଶ ସରକାର…

ଭୋପାଳ: ମଧ୍ୟପ୍ରଦେଶ ସରକାର ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିଛନ୍ତି। ଏବଂ ସରକାରଙ୍କର ଏହି ନିଷ୍ପତ୍ତିକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି। ବୁଧବାର ଦିନ ମଧ୍ୟପ୍ରଦେଶ ପ୍ରଶାସନ ଏକ ସରକାରୀ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ଘୋଷଣା କରିଥିଲେ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ ଦେଖାଇ ଚାଲେଞ୍ଜ…

ହାଇଦ୍ରାବାଦ : ଗୁରୁବାର ଯୁବଜାନା ଶ୍ରମିକ ରାଇଥୁ ତେଲେଙ୍ଗାନା ପାର୍ଟି (‍ୱାଇଏସଟିଆରପି)ର ମୁଖ୍ୟ ୱାଇଏସ ଶର୍ମିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଜୋତା ବାକ୍ସ ଦେଖାଇ ଚାଲେଞ୍ଜ କରିଛନ୍ତି। ୱାଇଏସ ଶର୍ମିଲା ରାଜ୍ୟରେ ପଦଯାତ୍ରା କରିବାକୁ ଯାଉଥିବା ବେଳେ

ଲୋକେ ରଖୁଥିବା ଏଲଆଇସିରୁ ଟଙ୍କା ଉଠାଇ ବିଜେପି ଦଳୀୟ ସ୍ୱାର୍ଥରେ ଲଗାଉଛି: ମମତା

ବର୍ଦ୍ଧମାନ(ପଶ୍ଚିମବଙ୍ଗ): ଲାଇଫ ଇନ୍ସୁରାନ୍ସ କର୍ପୋରେଶନ ତଥା ଜୀବନ ବୀମା ନିଗମ ଏବଂ ଜାତୀୟ ବ୍ୟାଙ୍କରେ ଲୋକେ ଜମା କରୁଥିବା ଅର୍ଥକୁ ବିଜେପି ଉଠାଇ ଦଳୀୟ ନେତାଙ୍କ ସ୍ୱାର୍ଥରେ ବ୍ୟବହାର କରୁଛି। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବବର୍ଦ୍ଧମାନ ଜିଲ୍ଲାରେ

ଆମକୁ ଟଙ୍କା ଓ ଅସ୍ତ୍ରଶସ୍ତ୍ର ନଦେଲେ କଶ୍ମୀରରେ ଜିହାଦ ହେବନି : ପାକିସ୍ତାନକୁ ରୋକଠୋକ୍ ଶୁଣାଇଲେ ଆତଙ୍କବାଦୀ

ମୁଜାଫରାବାଦ : ଯଦି ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ନାହିଁ, ତେବେ କଶ୍ମୀରରେ ଜିହାଦ ହୋଇପାରିବନାହିଁ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଏପରି ରୋକଠୋକ୍ ଶୁଣାଇଦେଇଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ ।ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ପ୍ରଥମ

ଦେଶର ଘରୋଇ ବିମାନଗୁଡ଼ିକ ୨୦୨୨ରେ ୫୪୬ଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି: ସରକାର…

ନୂଆଦିଲ୍ଲୀ: ୨୦୨୨ ବର୍ଷରେ ଦେଶ ଭିତରେ ବିମାନ ଚଳାଚଳ ସମୟରେ ଘରୋଇ ବିମାନ ସେବା ଯୋଗାଇଥିବା ଏୟାରଲାଇନ୍ସର ବିମାନଗୁଡ଼ିକ ମୋଟ ୫୪୬ଟି ଯାନ୍ତ୍ରିକ/ବୈଷୟିକ ତ୍ରୁଟି (ସ୍ନାଗ୍‌)ର ସମ୍ମୁଖୀନ ହୋଇଥିଲା ବୋଲି ଗୁରୁବାର ଦିନ ସରକାର ସଂସଦରେ କହିଛନ୍ତି।ଏଗୁଡ଼ିକ ମଧ୍ୟରୁ ଦେଶର ସର୍ବବୃହତ ବିମାନ ସେବା

ମେଘାଳୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି…

ଶିଲଂ : ଆଗାମୀ ମେଘାଳୟ ବିଧାନସଭା ନିମନ୍ତେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମେଘାଳୟର ରାଜ୍ୟ ବିଜେପି ଉପସଭାପତି ବର୍ଣ୍ଣାଡ଼ ଏନ ମାରକଙ୍କୁ ମୁଖ୍ୟମନ୍ତ୍ରୀ କର୍ଣ୍ଣନାଡ଼ କେ ସାଙ୍ଗମାଙ୍କ ବିରୋଧରେ ପ୍ରାର୍ଥୀ କରିଛି। ଦକ୍ଷିଣି ତୁରା ବିଧାନମସଭାମଣ୍ଡଳୀରୁ