Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ନୀଳମାଧବ ଭୋଇ…
ଛତ୍ରପୁର : ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୀଳମାଧବ ଭୋଇ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ । ତାଙ୍କ ବଦଳି ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର!-->…
ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ତାମ୍ପରା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ…
ଛତ୍ରପୁର : ଫେବୃଆରୀ ୨ ତଥା ଆଜି ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ଛତ୍ରପୁର ଉପକଣ୍ଠର ତାମ୍ପରା ରାମସର 2489 ଆଦ୍ରଭୂମି ଠାରେ ବନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏସିଏଫ ଡ଼. ରୁଦ୍ର ପ୍ରସାଦ ରଥ ଓ ଏ. ମାଧବୀ ଲତା, ବ୍ରହ୍ମପୁର ରେଞ୍ଜ ଅଫିସର ରଜତ!-->…
ବିଜୁ ଜନତା ଦଳ କନ୍ଧମାଳର ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି…
ଫୁଲବାଣୀ :- ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ନବ ଦାସଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ବିଜେଡି ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସମ୍ପାଦକ ତଥା ସ୍ଵର୍ଗତ!-->…
ଆଶାକର୍ମୀଙ୍କ ନିକଟରୁ ୨ ଶିଶୁ ପୁତ୍ର ଉଦ୍ଧାର…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁରରୁ ଆଜି ୨ ଶିଶୁ ପୁତ୍ରଙ୍କୁ ନୟାଗଡ଼ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଜଣେ ଶିଶୁର ବୟସ ୨ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣେ ଶିଶୁର ବୟସ ୧ ବର୍ଷ ବୋଲି ଜଣାପଡ଼ିଛି। ଏହି ଦୁଇ ପିଲାଙ୍କୁ ମଦନୁପରର ଆଶାକର୍ମୀ ସସ୍ମିତା!-->…
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅର ଜାମିନ ନାମଞ୍ଜୁର…
ପାଟଣାଗଡ଼: କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍ ଭିତରେ ଗଣ୍ଡଗୋଳ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ଗିରଫ ପରେ ଜେଲକୁ ପଠାଯାଇଛି । ପାଟଣାଗଡ଼ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେଜିଙ୍କ ସହ ୫ ସହଯୋଗୀଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି!-->…
ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାମ, ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି…
ଭୁବନେଶ୍ବର: ରାଜ୍ୟ ସରକାର ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ କରିଛନ୍ତି। ଏହାର ନୂଆ ନାମ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ନାମିତ ହୋଇଛି। ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ‘ଓଡ଼ିଶା ଅଗ୍ନିଶମ ସେବା’ ବିଭାଗ ଅତୀତରେ!-->!-->!-->…
ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର…
ବ୍ରହ୍ମପୁର: ଗିରଫ ହେଲେ ବ୍ରହ୍ମପୁର TPSODL କର୍ପୋରେଟ ଅଫିସର ବରିଷ୍ଠ ଜେନେରାଲ ମ୍ୟାନେଜର ପ୍ରମୋଦ ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ନିଜ ରୋଜଗାରଠାରୁ ୧୧୧% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ତାଙ୍କର ରହିଛି ତିନୋଟି ବହୁତଳ ଘର।!-->…
ତପସ୍ୱିନୀ ରହୁଥିବା ଘରେ ବିଦ୍ୟୁତ୍ କାଟ୍ ନେଇ ଏସ୍ପିଙ୍କୁ ଗୁହାରି; ସମସ୍ୟା ସମାଧାନ ନ ହେଲେ ପୁଣି ଧାରଣା : ତପସ୍ୱିନୀ
ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ପାଇ ସୁଦ୍ଧା ଶ୍ୱଶୁର ଘରଙ୍କ ବାରଣ ହେତୁ ନିଜର ସାମାଜିକ ହକ୍ ପାଇଁ ଶ୍ୱଶୁର ଘର ସାମ୍ନାରେ ଦୀର୍ଘ ଏକ ମାସ ଧରି ଧାରଣା ଦେଇ ରାଜ୍ୟ ତଥା ରାଜ୍ୟବାହାରେ ଚର୍ଚ୍ଚାରେ ରହିଥିବା ତପସ୍ୱିନୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ଶ୍ୱଶୁର ଘର ଲୋକ!-->…
ବିକ୍ରମଦେବ କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା: ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…
କୋରାପୁଟ :ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି!-->…
ଅର୍ଚ୍ଚନା ନାଗ ଗିରଫ ମାମଲା: ୨୪ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି ପୋଲିସ…
ଭୁବନେଶ୍ୱର : ଅର୍ଚ୍ଚନା ନାଗ ଗିରଫ ମାମଲାରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ । ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଖଣ୍ଡଗିରି ଥାନା ପୋଲିସ । ପୂର୍ବରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଚାର୍ଜସିଟରେ ଘଟଣାସ୍ଥଳର!-->…