ମା ରାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ଲାଗି ଶୁଭଖୁଣ୍ଟି ସ୍ଥାପନ…

ଛତ୍ରପୁର : ପ୍ରସିଦ୍ଧ ଐତିହ୍ୟପୀଠ ମା ରାମଚଣ୍ଡୀ ଙ୍କ ମନ୍ଦିର ପ୍ରତିଷ୍ଠା ନେଇ ସପ୍ତ ଯଜ୍ଞ ଆସନ୍ତା ୬ ତାରିଖ ରୁ ଆରମ୍ଭ ହେବାକୁ ଥିବା ବେଳେ ଶୁକ୍ରବାର ମା ଙ୍କ ପୀଠରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି l ମନ୍ଦିର ର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମ ର ଶହ ଶହ ମହିଳା ଓ ପୁରୁଷ, ଯୁବକଙ୍କ ଗହଣରେ

ରବୀନ୍ଦ୍ର କୁମାର ଦାସଙ୍କୁ “ସାମ୍ବାଦିକ ଗୌରବ” ସମ୍ମାନ…

ଫୁଲବାଣୀ //ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର ପୁରୁଖା ସାମ୍ବାଦିକ ରବୀନ୍ଦ୍ର କୁମାର ଦାସ(ରବି ଭାଇ) ଚଳିତବର୍ଷର ମର୍ଯ୍ୟାଦା ପୂର୍ଣ୍ଣ "ସାମ୍ବାଦିକ ଗୌରବ" ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। କନ୍ଧମାଳ ଭଳି ପଛୁଆ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନଜୀବନ ଆଧାରିତ ବହୁ ଖବର ସଂଗ୍ରହ

ମରଣ ଯନ୍ତା ପାଲୋଟିଛି ରାଇଘର ତହସିଲ କାର୍ଯ୍ୟାଳୟ ଠାରୁ ପାରୁଆ ପଂଚାୟତ କାର୍ଯ୍ୟାଳୟ ରାସ୍ତା…

"ପୂର୍ତ୍ତ ବିଭାଗ ନା ଗର୍ତ୍ତ ବିଭାଗର...?? " ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ସଦର ବ୍ଲକର ତହସିଲ କାର୍ଯ୍ୟାଳୟ ଠାରୁ ପାରୁଆ ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ l ଏହି ରାସ୍ତା ଟିକୁ ନେଇ ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ

ମାତୃଭୂମିର ସୁରକ୍ଷା ପାଇଁ ଜୟୀ ରାଜଗୁରୁଙ୍କ ତ୍ୟାଗ ଭାରତ ଇତିହାସରେ ବିରଳ

ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାରେ ଇଂରେଜମାନଙ୍କୁ ହଟାଇବା ପାଇଁ ଯେଉଁମାନେ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ତଥା ଜୟୀ ରାଜଗୁରୁ ହେଉଛନ୍ତି ଅଗ୍ରଗଣ୍ୟ। ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ତ୍ୟାଗର ଯେଉଁ ଉଜ୍ଜ୍ୱଳ

କେନ୍ଦୁପତ୍ର କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଫୁଲବାଣୀ : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତା ୧.୨.୨୪ରିଖ ବୁଧବାର ସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇ ଯାଇଛି। ଡିଭିଜନ ସଂପାଦକ ସରୋଜ କୁମାର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ କେନ୍ଦୁପତ୍ର ସାମାଜିକ

ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରିଜର୍ଭ ପଡିଆ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ 202-2023 ଏବଂ ଖେଳ ଶିକ୍ଷକ ରାଜକିଶୋର ସ୍ଵାଇଁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟି ର ସମ୍ପାଦକ

ବ୍ଲକସ୍ତରୀୟ ଆଞ୍ଚଳିକ ସମସ୍ୟାର ସମାଧାନ ନେଇ ବସିଲା ବୈଠକ

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ହାଟପଦା ପ୍ରାଙ୍ଗଣରେ ପାରମ୍ପରିକ ଲୋକକଳାକାର ସାଂସ୍କୃତିକ ସଂଘ, ଓ ନାରୀସୁରକ୍ଷା ମହିଳା ମହାସଂଘ ର ଆବାହକ କ୍ରିଷ୍ଣା ଚନ୍ଦ୍ର ଦିଗାଲ (ବୁଲୁ)ଙ୍କ ଆହ୍ୱାନ କ୍ରମେ ବ୍ଲକର ବିଭିନ୍ନ ବିଭାଗ ଅନୁଷ୍ଠାନ ର ପରିଚାଳନା

ପକନାଗାଁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକ ମହୋତ୍ସବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକ ସ୍ଥିତ ପକନାଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି।ଉତ୍ସବର ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଜରିଆରେ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ଉତ୍ସବର ଆବାହକ ତଥା ପ୍ରଧାନ ଶିକ୍ଷକ ଗୋପିନାଥ ସାହୁ ବାର୍ଷିକ

କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ…

ମାଲକାନଗିରି : ଜିଲ୍ଲାରେ କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରଯାଇଛି। ଏହାକୁ ମାନ୍ୟବର ହାଇକୋର୍ଟର ପ୍ରଧାନ ବିଚାରପତି ଡଃ ଏସ୍ ମୁରଲୀଧର ପ୍ରଥମ ଥର ପାଇଁ ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି। ମାନ୍ୟବର ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବର୍ତ୍ତମାନ

ଖବର ପ୍ରସାରଣ ପରେ ଅସୁରକ୍ଷିତ ମୁକ ମହିଳାଙ୍କୁ ଉଦ୍ଧାର କଲା ପ୍ରଶାସନ…

ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ଵ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ଯାତ୍ରୀ ବିଶ୍ରାମାଗାର ଠାରେ ଆଜକୁ ପ୍ରାୟ ଦୁଇ ମାସ ହେଲା ପଡି ରହିଥିବା ଜଣେ ଅସହାୟ ମହିଳାଙ୍କୁୁ ଖବର ପ୍ରସାରଣ ପରେ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ