ବିଶ୍ବ ବ୍ୟାଙ୍କ୍‌ ‘ସିନ୍ଧୁ ଜଳ ଚୁକ୍ତି’ର ବ୍ୟାଖ୍ୟା କରିପାରିବ ନାହିଁ: ଭାରତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିଷେନ୍‌ଗଙ୍ଗା ଓ ରାଟେଲ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ ଉପରେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ଉପୁଜିଥିବା ମତଭେଦକୁ ଦୁଇଟି ପୃଥକ୍‌ ପ୍ରକ୍ରିୟାରେ ସମାଧାନ କରିବା ନିମନ୍ତେ ‘ମଧ୍ୟସ୍ଥତା ନ୍ୟାୟାଳୟ’ ଓ ‘ନିରପେକ୍ଷ ବିଶେଷଜ୍ଞ’ ନିଯୁକ୍ତି କରିବା

ମୁମ୍ବାଇ ଉପରେ ଆତଙ୍କବାଦୀ ହମଲା ଧମକ

ମୁମ୍ବାଇ ଉପରେ ଆତଙ୍କବାଦୀ ହମଲା ଧମକ। ମୁମ୍ବାଇ ସହର ଉପରେ ହମଲା ନେଇ ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ଇ-ମେଲ୍‌ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନ ସହ ସମ୍ପୃକ୍ତ ଥିବା କହିଛି। ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ମୁମ୍ବାଇ ସମେତ

କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ କଂଗ୍ରେସରୁ ବହିସ୍କୃତ…

ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରେନିତ କୌରଙ୍କୁ ବହିସ୍କାର କରିଛି। ପ୍ରେନିତ କୌର ଏବେ ଲୋକସଭା ସାଂସଦ ଅଛନ୍ତି। ପ୍ରେନିତ ବିଜେପି ସପକ୍ଷରେ ଏବଂ କଂଗ୍ରେସ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା।

ବିବିସିର ବିବାଦୀୟ ସିନେମାକୁ ବାରଣ:କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

୨୦୦୨ ଦଙ୍ଗାକୁ ନେଇ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ପରେ ଆଧାରିତ ଡକ୍ୟୁମେଣ୍ଟାରି ସିନେମାକୁ ୟୁଟ୍ୟୁବରେ ପ୍ରସାରଣ ଉପରେ ସରକାର ଲଗାଇଥିବା କଟକଣାର ପ୍ରତିବାଦ କରି ସୁପ୍ରିମକୋର୍ଟରେ ଚାଲେଞ୍ଜ ହୋଇଥିଲା ବିବିସି ପକ୍ଷରୁ ପ୍ରସ୍ତୁତ ଏହି ଫିଲ୍ମକୁ ବାରଣ କରାଯିବା ନେଇ ସୁପ୍ରିମକୋର୍ଟ

୭ କୁଚିଆ ମଦ ବେପାରି ଗିରଫ…

ବଲାଙ୍ଗିର : ବାରମ୍ବାର ଗିରଫ ପରେ ମଧ୍ୟ କୁଚିଆ ମଦ ବେପାରି ମଦ ବିକ୍ରିରୁ ନିବୃତ୍ତ ହେଉନାହାନ୍ତି । ଜାମିନ ପରେ ପୁଣି ମଦ ବେପାର କରୁଛନ୍ତି । ଫଳରେ ବେଆଇନ ମଦ ବେପାରର ଅବସ୍ଥା ଯଥା ପୁର୍ବଂ ତଥା ପରଂ ରହୁଛି । ଏବେ କିନ୍ତୁ ଆଉ ନିସ୍ତାର ନାହିଁ । ବାଲଙ୍ଗିର ପୋଲିସ ଏମାନଙ୍କୁ କାବୁ କରିବା

ନବ ଦାସ ହତ୍ୟା ମାମଲା, ଟିକେ ସମୟ ଲାଗିବ: ଡିଜିପି…

କଟକ: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନବ ଦାସ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ। ସାମ୍ବାଦିକ ସମ୍ମିଳନୀରେ ସୁନିଲ ବଂଶଲ କହିଛନ୍ତି ଯେ, ଘଟଣାର ଉପରେ ପ୍ରଥମ ଦିନରୁ ହିଁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ତେବେ ଘଟଣା ମୂଳରେ ପହଞ୍ଚିବାକୁ କିଛି ସମୟ

କୋରାପୁଟବାସୀଙ୍କୁ ୧୬୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ…

ଜୟପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ

ମଦ, ପେଟ୍ରୋଲ ଓ ଡିଜେଲ ଉପରେ ସେସ୍‌ ଲଗାଇଲେ ସରକାର…

ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଲାଗିଛି ଝଟକା। କେରଳ ସରକାର ପେଟ୍ରୋଲ, ଡିଜେଲ ଓ ମଦ ଉପରେ ସେସ୍‌ ଲାଗିବ ବୋଲି ଘୋଷଣା କରିଛନ୍ତି। କେରଳର ଅର୍ଥମନ୍ତ୍ରୀ କେଏନ ବାଲାଗୋପାଲ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ଏଥିରେ ଲୋକଙ୍କ ଠାରୁ ସେସ୍‌ ଆଦାୟ ହେବ ବୋଲି

ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୫ ଟା ସମୟରେ ନବୀନ ତାଙ୍କ କିଛି ସାଙ୍ଗ ମାନଙ୍କ ସହ ଗାଁ

ନକଲି ନୋଟ୍ କାରବାର, ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କଲା ଏସ୍‌ଟିଏଫ୍…

ବଲାଙ୍ଗୀର : ଏସ୍‌ଟିଏଫ୍ ଜାଲରେ ନକଲି ନୋଟ କାରବାର କରୁଥିବା ବ୍ୟବସାୟୀ। ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ ଏସ୍‌ଟିଏଫ୍ ଟିମ୍। ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ସ୍ପେଶାଲ ଟାସ୍କଫୋର୍ସ ନକଲି ନୋଟ୍ କାରବାର କରୁଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ସନ୍ତୋଷଜନକ ଉତ୍ତର ଦେଇ