LACରୁ LOC ଯାଏଁ ଦେଇଛୁ କଡ଼ା ଜବାବ: ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ : ସଂସଦରେ ଆରମ୍ଭ ହୋଇଯାଇଛି ବଜେଟ୍‌ ଅଧିବେଶନ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଭାରତ ଆତ୍ମ ନିର୍ଭର ହେବ। ପ୍ରଥମ ଥର ପାଇଁ ପୁରୁଷଙ୍କ

୨ ଖ୍ରୀଷ୍ଟ ଧର୍ମ ଯାଜକଙ୍କ ଠିକଣାରେ ଆୟକର ବିଭାଗର ରେଡ୍‌…

ଚଣ୍ଡୀଗଡ଼ : ପଞ୍ଜାବର ୨ ଖ୍ରୀଷ୍ଟିୟାନ ଧର୍ମ ଯାଜକ ବଲଜିନ୍ଦର ସିଂହ ଓ ହରପ୍ରୀତ ଦେଓଲଙ୍କ ବିଭିନ୍ନ ଠକଣାରେ ଆଜି ଆୟକର ବିଭାଗ ରେଡ୍‌ କରିଛି। ଆଜି ଭାତିଣ୍ଡା, ହରିଆଣା, ଜମ୍ମୁ ଓ ଅମୃତସରର ଆୟକର ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍‌ କରିଛନ୍ତି। ଅମୃସର, କୁରାଲି ଓ ନୂଆ ଚଣ୍ଡିଗଡ଼ରେ

ନନ୍ଦାହାଣ୍ଡିର ବାଙ୍ଗିରି ଠାରେ ଅଜଣା ବ୍ୟକ୍ତିର ମୃତଦେହ ଠାବ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…!

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଠାରୁ ମାତ୍ର ଗୋଟିଏ କିଲୋମିଟର ହେବ ବାଙ୍ଗିରି ନାଳରେ ଏକ ଅଜଣା ବ୍ୟକ୍ତିଙ୍କୁ ଶବ ପାଣିରେ ଭାସିଥିବା ଦେଖିବାକୁ ମିଳିଛି,ଦୁଇ ଦିନ ହେବ ସେଠିକାର ପାଖ ଗାଁ ଲୋକ ଉକ୍ତ ବିଷୟରେ ଜାଣି ମଧ୍ୟ ଭୟଭୀତ ହୋଇ ନୀରବତା ଅବଲମ୍ବନ କରିଥିଲେ

ଫିରିଙ୍ଗିଆ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ…

ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ନୀଳ ଗିରି ଦିଗାଲ ,ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର,ସମିତି ସଭ୍ୟା

ଗୁଜରାଟରେ କନିଷ୍ଠ କିରାଣୀ ପଦବୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଅଭିଯୁକ୍ତ ଶିକ୍ଷକ ମାଲକାନଗିରି ରୁ ଗିରଫ…

ମାଲକାନଗିରି : ୩୦/୧ ଗତକାଲି ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା।କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି।ଏହି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ

ଆବାସ ଯୋଜନା ଅଭିଯୋଗ କୁ ନେଇ ଗ୍ରାମ ସଭା…

ଫିରିଙ୍ଗିଆ- ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତ ସଭା ଗୃହ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଭିଯୋଗ କୁ ନେଇ ଗ୍ରାମ ସଭା ଅନୁଷ୍ଠିତ ହୋଇଛି l ରତଙ୍ଗ ପଞ୍ଚାୟତ ସରପଞ୍ଚ ପାର୍ବତୀ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମ ସଭା ବୈଠକ ରେ ସମିତି ସଭ୍ୟ ବିରଞ୍ଚି ମଲ୍ଲିକ ,ପଞ୍ଚାୟତ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ନୀତି ରାତି ଅଧିଆ ଧାରଣା ଦେଲେ ବିଭିନ୍ନ ଗ୍ରାମ ର ଗ୍ରାମ ବାସୀ…

ଶେରଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ରେ ପାତର ଅନ୍ତର ନୀତି ଯୋଗୁଁ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ସମୂଖ ରେ ଶେରଗଡ଼ ବ୍ଲକ ବିଭିନ୍ନ ଗ୍ରାମ ରୁ ଶତାଧିକ ମହିଳା ଓ ପୁରୁଷ ରାତି ଅଧିଆ ଧାରଣ ଦେଇପ୍ରତିବାଦ କରିଛନ୍ତି। ସୂଚନା ଯୋଗ୍ୟ ଯେ ହିତାଧିକାରୀ

ନବ ଦାସଙ୍କୁ ଗୁଳିମାଡ଼ ଘଟଣା; ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଚିଠି…

ଭୁବନେଶ୍ୱର: ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଗୃହ ବିଭାଗ ହାଇକୋର୍ଟ ରେଡିଷ୍ଟ୍ରାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ତଦନ୍ତର ତଦାରଖ ଦାୟୀତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ

ଅଭିଯୁକ୍ତ ଗୋପାଳ ଦାସ ଦୋଷ ସ୍ୱୀକାର କରିଛି : ଅରୁଣ ବୋଥ୍ରା…

ଝାରସୁଗୁଡ଼ା: ଦୋଷ ସ୍ବୀକାର କଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହ ପାଇଁ ରିମାଣ୍ଡ ଆବେଦନ କରାଯିବ । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ, ଆଲୁମ୍ନି କନେକ୍ଟ ଏବଂ ଏନ୍ଏସ୍ଏସ୍ ଶାଖାର ମିଳିତ ସହଯୋଗରେ ଆଜି ବିଶ୍ୱବିଦ୍ୟାଳୟ ପରିସରସ୍ଥ ଅହିଂସା ସ୍ଥଳରେ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପୁରାତନ