Sign in
Sign in
Recover your password.
A password will be e-mailed to you.
ବିଜେଡି ଛାଡିଲେ, ଭବିଷ୍ୟତ ଅନ୍ଧାର: ପିନାକୀ ମିଶ୍ର
ଭୁବନେଶ୍ୱର: କିଛି ନେତା ବିବିଏସରେ ମିଶିବା ପରେ ସାଂସଦ ପିନାକୀ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ବିଆରଏସ ଯାଇଛନ୍ତି ସେମାନେ ବିଜେପିରୁ ଯାଇଛନ୍ତି । ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା । ଏବେ ସେ ବିଆରଏସ ଯାଇଛନ୍ତି ମାନେ ତାଙ୍କ ପକେଟ ଭୋଟ!-->…
କୁଆଖାଇ ନଦୀରୁ ମିଳିଥିବା ମୃତ ଯୁବକଙ୍କ ମିଳିଲା ପରିଚୟ…
ଭୁବନେଶ୍ବର: କୁଆଖାଇ ନଦୀରୁ ମିଳିଥିବା ମୃତଦେହର ମିଳିଲା ପରିଚୟ । ମାଳିସାହିର ସେଖ ମୁସିଫ, ବୟସ ୨୫ । ଘରେ ଗଣ୍ଡଗୋଳ କରି ରାଗରେ ଆତ୍ମହତ୍ୟା କରିବାକୁ ଯାଇଥିଲେ ମୁଷିଫ ।
ପରିବାର ଲୋକେ ଚିହ୍ନଟ କଲେ ମୁସିଫଙ୍କ ମୃତଦେହ । ଗତକାଲି ଅପରାହ୍ନରେ କୁଆଖାଇ ନଦୀରେ ଭାସୁଥିଲା ମୃତଦେହ।!-->!-->!-->…
ବିଜେପି ସଂଗଠନ ଏବେ ଭାଗଭାଗ: ଜୟଦେବ ଜେନା…
ଭୁବନେଶ୍ବର: ବି.ଆର.ଏସ.ରେ ଓଡ଼ିଶା ନେତା ମିଶିବା ନେଇ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ବହୁ ଦଳ ଏପରି ଚେଷ୍ଟା କରିଛନ୍ତି । କିନ୍ତୁ କୌଣସି ପ୍ରଭାବ ପଡ଼ିନାହିଁ l ସେହିପରି ବିଜେପି ଉପରେ ବର୍ଷିଛନ୍ତି ଜୟଦେବ l ସେ!-->…
ହଷ୍ଟେଲରେ ରହି ସନ୍ତାନ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ…
କେନ୍ଦୁଝର : ନବମ ଶ୍ରେଣୀ ଛାତ୍ରୀଙ୍କ କନ୍ୟା ସନ୍ତାନ ପ୍ରସବ ଅଭିଯୋଗ ହୋଇଛି । କେନ୍ଦୁଝର ସଦର ବ୍ଲକ ଏକ ଜନଜାତି ଆବାସିକ ବିଦ୍ୟାଳୟର ଛାତ୍ରୀ ବୋଲି ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି ।
ଖବର ଅନୁଯାୟୀ ଏକ ଆବାସିକ ବିଦ୍ୟାଳୟ ଛାତ୍ରୀ ନିବାସରେ!-->!-->!-->…
ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କ ପୁଅର ମୃତ୍ୟୁ, ମର୍ଣ୍ଣିଙ୍ଗ ୱାକ୍ ବେଳେ ଧକ୍କା ଦେଲା ଟ୍ରେନ
ସୁବର୍ଣ୍ଣପୁର: ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ। ଘଟଣା ଘଟିଛି ଡୁଙ୍ଗୁରିପାଲି ରେଲୱେ କ୍ରସିଙ୍ଗରେ। ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ବାଲଗୋପାଲ ମିଶ୍ରଙ୍କ ପୁଅ ଅବିନାସ ମିଶ୍ର। ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା।
ଘଟଣା!-->!-->!-->…
ଶ୍ରୀମନ୍ଦିର ଭିତରେ ଦୀପ ନିଆଁ ଲାଗି ମହିଳା ଆହତ…
ପୁରୀ: ଶ୍ରୀମନ୍ଦିରଭିତରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଦୀପ ନିଆଁ ଲାଗି ମହିଳା ଆହତ। ମହିଳା ଜଣଙ୍କ ଭୁବନେଶ୍ୱରରୁ ଆସିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ମହିଳା ଜଣଙ୍କ ବାହାର କାଠ ନିକଟରେ ଦୀପ ଲଗାଇବା ସମୟରେ ହଠାତ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା ।!-->!-->!-->…
ବିଲରୁ ରାଜମିସ୍ତ୍ରିଙ୍କ ମୃତଦେହ ଉଦ୍ଧାର…
ସୋର: ରାଜମିସ୍ତ୍ରିଙ୍କୁ ହତ୍ୟା ସନ୍ଦେହ l ବିଲରେ ପଡିଛି ରକ୍ତାକ୍ତ ମୃତଦେହ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଖଜିଡିହା ଗାଁରେ । ବିହାରର ରାଜମିସ୍ତ୍ରି ଧୀରେଶ ଜେନା ଖଜିଡିହା ଗାଁରେ ରହି ଆସୁଥିଲେ l ସେହି ଗାଁରେ ରଶ୍ମିତା ଦାସଙ୍କୁ ଭଲ ପାଇ ବିବାହ!-->…
ସ୍କୁଲରେ ମ୍ୟୁଜିକ ଚେୟାର ଚାଲିଥିବା ବେଳେ ଅଘଟଣ : ନିଶ୍ୱାସ ନେବା ବେଳେ ଛାତିରେ ଯନ୍ତ୍ରଣା, ୨୫ଛାତ୍ରୀ ଗୁରୁତର…
ସୋର: ୨୫ ଛାତ୍ରୀ ଗୁରୁତର । ସୋର ବରଖୁଡ଼ି ଏମ୍ଇ ସ୍କୁଲରେ ମ୍ୟୁଜିକ ଚେୟାର ଖେଳ ବେଳେ ୨୫ଛାତ୍ରୀ ଗୁରୁତର ହୋଇଛନ୍ତି। ନିଃଶ୍ୱାସ ନେବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ସୋର ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଛି। ଅତି ଗୁରୁତର ଛାତ୍ରୀଙ୍କୁ ବାଲେଶ୍ଵର!-->…
ପର୍ଯ୍ୟଟକଙ୍କ ପାଇଁ ଛାଡ ହେଲା କୋଣାର୍କର ପ୍ରବେଶ ଶୁଳ୍କ; ମାଗଣାରେ ବୁଲିବେ ସୂର୍ଯ୍ୟ ମନ୍ଦିର…
ଭୁବନେଶ୍ୱର: କୋଣାର୍କର ସୂର୍ଯ୍ୟ ମନ୍ଦିର ବିଶ୍ୱର ଏକ ଅନ୍ୟତମ ଐତିହ୍ୟ କୀର୍ତ୍ତୀରାଜି ମଧ୍ୟରୁ ଅନ୍ୟତମ । ତେବେ କୋଣାର୍କ ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର । ଆପଣମାନେ କୋଣାର୍କ ମାଗଣାରେ ବୁଲି ଦେଖି ପାରିବେ । ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା!-->…
ବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀଙ୍କ ପରଲୋକ…
ଭୁବନେଶ୍ୱର: ବଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧିଙ୍କ ପରଲୋକ। ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ‘ଉତ୍କଳ ପ୍ରସଙ୍ଗ’ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ!-->…