Sign in
Sign in
Recover your password.
A password will be e-mailed to you.
ଜିନ୍ସ ପିନ୍ଧିଥିବା ଓକିଲଙ୍କୁ ପୁଲିସ ଡାକି କୋର୍ଟ ପରିସରରୁ ବାହାର କରିଦେଲେ ବିଚାରପତି…
ଗୌହାଟୀ: ନିୟମ ନ ମାନି କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଓକିଲ | ଆଉ ଏହା ଦେଖି ପୁଲିସ ଡକାଇ କୋର୍ଟ ପରିସରରୁ ଓକିଲଙ୍କୁ ବାହାର କରିଦେଲେ ବିଚାରପତି | ଆସାମର ଗୌହାଟୀରୁ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗୌହାଟୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା କାରଣ!-->…
ଯୁଦ୍ଧ ବିମାନ ଦୁର୍ଘଟଣା: ମଝି ଆକାଶରେ ଧକ୍କା ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବ…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ; ସୁଖୋଇ-୩୦ ଏବଂ ମିରାଜ-୨୦୦୦; ମଧ୍ୟରେ ଉଡ଼ାଣ କାଳରେ ମଝି ଆକାଶରେ ଧକ୍କା ହୋଇଥିଲା କି ନାହିଁ ତାହାର ଅନୁସନ୍ଧାନ ଭାରତୀୟ ବାୟୁସେନା (ଆଇଏଏଫ୍) କରିବ।ଉଡାଣ ଭରିବା କାଳରେ ଦୁଇଟି ଯୁଦ୍ଧ ବିମାନ!-->…
ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍ କ୍ୟାମ୍ପସରେ ସ୍କ୍ରିନିଂ ହେଲା ବିବିସିର ବିବାଦୀୟ ଗୋଧ୍ରା ଦଙ୍ଗା ଡକ୍ୟୁମେଣ୍ଟାରି…
ପୁଣେ: ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ର କ୍ୟାମ୍ପସ୍ ପରିସରରେ ୨୦୦୨ର ଗୋଧ୍ରା ଦଙ୍ଗା ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶିତ କରାଯାଇଛି ବୋଲି ଶନିବାର ଦିନ ଏଫଟିଆଇଆଇ ଛାତ୍ର ସଂଘ ଦାବି କରିଛି।ଏଫଟିଆଇଆଇ ଛାତ୍ର ସଂଘ ଦ୍ୱାରା ଜାରି!-->…
ଦୁସ୍ଥ ନିଶ୍ପେଷିତ ବାସଗୃହ ବିହିନ ସମାଜସେବୀ…
ଫିରିଙ୍ଗିଆ-କନ୍ଧମାଳ କିଲ୍ଲା ଫିରିଙ୍ଗିଆ ବ୍ଲକ୍ କେଳାପଡା ଗ୍ରାମପଚାଂୟତର ଜୟଲମ୍ବା ଗ୍ରାମର ଜତନ କହଁର ବୟଷ -୬୭ ବର୍ଷ । ବୃତିରେ ସମାଜ ସେବା । ଜେତେବେଳେ ତାଙ୍କୁ ୨୨ ବର୍ଷ ସେବେ ଠାରୁ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରି ନିଜର ଭବିଶ୍ୟତ କଥା କି ଜୀବନ ଜିବିକା କେବେ ଚିନ୍ତା!-->…
ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ…
ହିଞ୍ଜିଳିକାଟୁ ୨୮।୧ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଡ଼ ଅମିତା ପଣ୍ଡା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ!-->…
ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵ…
ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଛି l ବିଦ୍ୟାଳୟର ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ଛାଟେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ!-->!-->!-->…
ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ…
ହିଞ୍ଜିଳିକାଟୁ ୨୮।୧ ହିଞ୍ଜିଳିକାଟୁ ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟାପରିଷଦ ୱାଲଫେର ଟ୍ରଷ୍ଟ ତରଫରୁ ହିଞ୍ଜିଳିକାଟୁ ଓ ବ୍ଳକ ସହ ଆଖପାଖ ଅଞ୍ଚଳର ୮ଜଣ ଅଭାବୀ ବ୍ରାହ୍ମଣ ପିଲାଙ୍କର ସାମୁହିକ ବ୍ରତୋପନୟନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ଗରିବ ଶ୍ରେଣୀର ପିଲାମାନେ!-->…
ଦର୍ଶକଙ୍କ ମନ ମୋହିଲା ନାଟକ : ବାଣ ହରଣ
ବ୍ରହ୍ମପୁର, ତା. ୨୮/୦୧ :ପବିତ୍ର ଓଡ଼ିଶା ନାଟ୍ୟ ଦିବସ ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର ଦ୍ଵିତୀୟ ରଜନୀରେ ମଞ୍ଚଜ୍ୟୋତି ପ୍ରଯୋଜିତ ନାଟକ ବାଣ!-->!-->!-->…
ରାଉରକେଲାରେ ‘ସରସ ମେଳା’ ଉଦଯାପିତ: ୧୩ ଦିନରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ…
ସୁନ୍ଦରଗଡ଼/ରାଉରକେଲା,: ହକି ବିଶ୍ବକପ ଅବସରରେ ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଶୁକ୍ରବାର ଉଦଯାପିତ ହୋଇଯାଇଛି। ୧୩ ଦିନ ଧରି ଚାଲିଥିବା ଏହି ମେଳାରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।
ଉଦଯାପନି ସନ୍ଧ୍ୟାରେ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା!-->!-->!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…
ନୂତନ ଭାରତକୁ ଗଢ଼ିପାରିଛି ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ସମ୍ବିଧାନ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ବାଣୀବିହାର ନୂଆ ପ୍ରଶାସନିକ ଭବନ ସମ୍ମୁଖରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ!-->!-->!-->…