Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲଙ୍କ ୱାଟ୍ସପ୍ ହ୍ୟାକ…
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲଙ୍କ ୱାଟ୍ସପ୍ ହ୍ୟାକ ହୋଇଥିବା ନେଇ ସାଇବର୍ ଥାନାରେ ହୋଇଛି ଅଭିଯୋଗ । ମହାନଗର ନିଗମ କମିଶନର ଜେ. ସୋନାଲଙ୍କ ନାମରେ ଏକ ସୋସିଆଲ୍ ମିଡ଼ିଆରେ ଏକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ସନ୍ଦେଶ ପଠାଇ ଟଙ୍କା ଏବଂ ଉପହାର ମାଗୁଥିବା!-->…
ବ୍ରହ୍ମପୁର ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ କବ୍ଜାରେ ଏକ ଲୁଟେରା ଗ୍ୟାଙ୍ଗ୍ । ଏଠାରେ ସୂଚନା ଥାଉକି ଗୋଳନ୍ଥରା ଗ୍ରାମର କାଳୁ ପ୍ରଧାନ ଗତ ୨୩ ତାରିଖରେ ତାଙ୍କ ଘରୁ ଡ଼କାୟତି ହୋଇଥିବା କୁ ନେଇ ଅଭିଯୋଗ କରିଥିଲେ । କିଛି ଦୁର୍ବୃତ ୨୨ ତାରିଖ ମଧ୍ୟ ରାତ୍ରିରେ ତାଙ୍କ ଘରେ ପଶି ୨୦ ତୁଳା ସୁନା ଅଳଙ୍କାର!-->…
ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ଛତ୍ରପୁର : ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ!-->…
ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଶୋକସଭା…
ବ୍ରହ୍ମପୁର : ଯୁବ ସାମ୍ବାଦିକ ଚିରଜିଂତ୍ ରାଜଗୁରୁଙ୍କ ବିୟୋଗରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋକ ସଭାରେ ଅତିଥି ଭାବେ ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ ଯୋଗଦେଇ!-->…
କବିସୂର୍ଯ୍ୟ ଥିଲେ ଜଣେ ସମାଜ ସଚେତକ କବି…
ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ ବ୍ରହ୍ମପୁର ତରଫରୁ ସ୍ଥାନୀୟ ରାମହରି ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ସ୍ୱ ନକ୍ଷତ୍ର ଦିବସ ଉପଲକ୍ଷେ କବିସୂର୍ଯ୍ୟ ଜୟନ୍ତୀ ଉଦ୍ୟକ୍ତା ଡ଼ ପ୍ରାନଚାନ୍ଦ୍ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିଲା।!-->…
ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ…
ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥୁରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଳିକ!-->…
ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କ ତ୍ରିରଙ୍ଗାକୁ ଅସମ୍ମାନ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମା ଘଡ଼େଇ ରେସିଡେନସିଆଲ ଜୁନିଅର ମହାବିଦ୍ୟାଳୟ ଗତକାଲି ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ, ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ମାଲକାନଗିରି ମାନସ ମାଡ଼କାମି ମହୋଦୟଙ୍କୁ!-->…
ପୁରୁଷ ହକି ବିଶ୍ବକପ୍: ଫାଇନାଲରେ ଜର୍ମାନି-ବେଲଜିୟମ୍ ମୁକାବିଲା…
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍ରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ବେଲଜିୟମ୍ ଓ ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳର ଖେଳାଳି ଲଢ଼ିଛନ୍ତି। ନିୟମିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହେବାରୁ ପେନାଲ୍ଟି ସୁଟ୍ଆଉଟ୍ରେ!-->…
କଂଗ୍ରେସ ଦଳ ପକ୍ଷରୁ ହାତ୍ ସେ ହାତ୍ ଯୋଡ଼ ଅଭିଯାନ ଆରମ୍ଭ…
ଦାରିଙ୍ଗବାଡି, ୨୭/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଠାରେ ଆଜି କଂଗ୍ରେସ ଦଳ ପକ୍ଷରୁ ହାତ୍ ସେ ହାତ୍ ଯୋଡ଼ ଅଭିଯାନ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଭାରତ ଯୋଡ଼ ଯାତ୍ରା ସରିବା ପରେ ପୁଣି ଆରମ୍ଭ କରିଛନ୍ତି ହାତ୍ ସେ ହାତ୍ ଯୋଡ଼ ଅଭିଯାନ। ଏହି ଅଭିଯାନ!-->…
ଦାରିଙ୍ଗବାଡ଼ି ବ୍ଲକସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…
ଦାରିଙ୍ଗବାଡ଼ି : ସାରା ଦେଶ ପାଳିଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦାରିଙ୍ଗବାଡ଼ି ରେ ମଧ୍ୟ ଏହାକୁ ବ୍ଲକ ସ୍ତରୀୟ ପାଳନ କରାଯାଇଛି l ସକାଳ ୭ ଘଣ୍ଟ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l ପରେ ପରେ!-->…