ପ୍ରେସକ୍ଳବ ହିଞ୍ଜିଳିକାଟୁରେ ସାଧାରଣତନ୍ତ୍ର ଦିବସ ପାଳିତ

ହିଞ୍ଜିଳିକାଟୁ : ଆଜି ସାରା ଦେଶରେ ପାଳିତ ହେଉଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଉପଲକ୍ଷେ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ହିଞ୍ଜିଳିକାଟୁ ବରାହି ପାହାଡ ଉପରେ ଥୁବା ପ୍ରେସକ୍ଳଵ ହିଞ୍ଜିଳିକାଟୁ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ଙ୍କ ଗହଣରେ ଜାତୀୟ ପତାକା

ଯୁବ ସାମ୍ବାଦିକଙ୍କ ବିୟୋଗରେ ଛତ୍ରପୁର ପ୍ରେସକ୍ଳବ ପକ୍ଷରୁ ଶୋକସଭା…

ଛତ୍ରପୁର : ବ୍ରହ୍ମପୁର ର ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବିୟୋଗରେ ଶୁକ୍ରବାର ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଏକ ଶୋକ ସଭା ଛତ୍ରପୁର ପ୍ରେସ କ୍ଳବ ପରିସରରେ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗତ 25 ତାରିଖ ସକାଳେ ହୃଦଘାତ ରେ ତାଙ୍କର

୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ…

ବ୍ରହ୍ମପୁର : ସ୍ଥାନୀୟ ବ୍ରହ୍ମାନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମେରି ଜାନ୍ ହିନ୍ଦୁସ୍ତାନ୍‌-୨୦୨୩” ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ

ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା ଧର୍ମୀ ନାଟକ “ଆମେ କଣ୍ଢେଇ ନୋହୁଁ” ପରିବେଷିତ

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଏକ ବିଶେଷ ଷ୍ଟଲ୍ କରାଯାଇ ସାଧାରଣ ଜନତାଙ୍କ ମଧ୍ୟରେ ଆଇନ୍ ସଚେତନତା ପାଇଁ ପ୍ରୟାସ ଜାରି ରହିଛି। ଜିଲ୍ଲା ଜଜ ସତ୍ୟପୀର ମିଶ୍ର ଏହାର ଉଦଘାଟନ କରିଥିଲେ। ଜିଲ୍ଲା ଜଜଙ୍କ ସହିତ ଫୁଲବାଣୀର ସମସ୍ତ ବିଚାର

ଓଡ଼ିଶା ନାଟ୍ୟଦିବସ ଆମ ଗର୍ବ ଓ ଗୌରବର ପ୍ରତୀକ : ବରିଷ୍ଠ କଳାକାର ମହାସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ପବିତ୍ର ଶ୍ରୀପଞ୍ଚମୀ ତିଥିକୁ ଓଡ଼ିଶା ନାଟ୍ୟ ଦିବସ ଭାବେ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଚତୁର୍ଦ୍ଦିନାଙ୍କ ପୌରାଣିକ ନାଟକ ମହୋତ୍ସବର ଉଦ୍ଘାଟିତ ହୋଇଯାଇଛି । ସୀମାନ୍ତ ନଟରାଜ ଡା.

ବ୍ରାହ୍ମଣୀଗାଁସ୍ଥିତ ସରକାରୀ ବେସରକାରୀ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ

ଦାରିଙ୍ଗବାଡି ତା:୨୭/୦୧ କନ୍ଧମାଳ ଜିଲ୍ଲାବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଶାନ୍ତି ଶୃଙ୍ଖଳାର ସହ ୭୪ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଥିବା ଜଣା ପଡ଼ିଛି। ଏହି ଅବସରରେ ସ୍ଥାନୀୟ ଋଷିମାଳ ମହାବିଦ୍ୟାଳୟରେ ଆୟୋଜିତ

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିତତା ନେଇ ବିଜେପି ପକ୍ଷରୁ ସ୍ମାରକ ପତ୍ର…

ଛତ୍ରପୁର : ପ୍ରଧାନମନ୍ତ୍ରୀ ଆବାସ ତାଲିକା ରେ ବ୍ୟାପକ ଅନିୟମିତତା, ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବା ଦାବୀ ନେଇ ଶୁକ୍ରବାର ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ

ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସକ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ

ଛତ୍ରପୁର : ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ

ଛତ୍ରପୁର ପ୍ରେସକ୍ଲବର ନୂତନ କୋଠାକୁ ଉଦଘାଟନ କଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ…

ଛତ୍ରପୁର : ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ବଳିଷ୍ଠ ଚତୁର୍ଥ ସ୍ତମ୍ଭର ଆବଶ୍ଯକତା ସର୍ବଦା ରହିଛି । ଏଣୁ ସାମ୍ବାଦିକମାନେ ମଧ୍ଯ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ନିଜର ସାମାଜିକ ଦାୟିତ୍ବ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଓଡିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ ଏବଂ

ମହାନଦୀକୁ ଡ଼େଇଁ ଯୁବତୀ ମୃତ…

କଟକ: ମହାନଦୀକୁ ଡେଇଁ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। କ୍ୟାଣ୍ଟନମେନ୍‌ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ ଯୁବତୀ ଜଣକ ହଠାତ୍ ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ। ସେହିପରି କାରଣ ମଧ୍ୟ ଜଣାପଡ଼ି ନାହିଁ। ସୂଚନା