Sign in
Sign in
Recover your password.
A password will be e-mailed to you.
୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ…
ଭୁବନେଶ୍ବର: ୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ୧୦ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଥିଲେ ବ୍ରଜ ପ୍ରଧାନ। ବେଆଇନ ଖଣି କାରବାର ନେଇ ED ଜେରା କରିଥିବା ଜଣାପଡ଼ିଛି। ଗତ ୨୦ତାରିଖରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ!-->…
ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ହାଇପରସୋନିକ ଟେଷ୍ଟ…
ବାଲେଶ୍ବର: ଭାରତର ହାଇପରସୋନିକ ଟେଷ୍ଟ । ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ HSTDV । ଏହା ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍କାର୍ମ ଜେଟ୍ ଇଞ୍ଜିନ!-->…
ସାଙ୍ଗଙ୍କ ସହ ମିଶି ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ ଭାଇ…
କାକଟପୁର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବଡ଼ବାପାଙ୍କ ପୁଅ ଓ ତାର ୩ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ।
ଏ ନେଇ ପୀଡ଼ିତାଙ୍କ ମା’ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ!-->!-->!-->…
ଶ୍ରୀମନ୍ଦିର ନୀତିରେ ମହାବିଳମ୍ବ, ଗତକାଲିର ନୀତି ଆଜି ହେଲା ସମ୍ପନ…
ପୁରୀ: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି। ତେବେ ଗତକାଲିର ପହୁଡ଼ ବିଳମ୍ବ ହେବାରୁ ଆଜି!-->…
ହଠାତ ରାହୁଲଙ୍କ ସୁରକ୍ଷା ହଟାଇ ଦିଆଯିବାରୁ ଅଧାରେ ଅଟକିଲା ଭାରତ ଯୋଡୋ ଯାତ୍ରା…
ନୂଆଦିଲ୍ଲୀ: ହଠାତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ହଟାଇ ଦିଆଯିବାରୁ ଅଧାରେ ଅଟକିଲା ଭାରତ ଯୋଡୋ ଯାତ୍ରା। କଶ୍ମୀରରେ ଏବେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଆଜି ଏହାକୁ ଅଧାରୁ ସ୍ଥଗିତ ରଖିଛି କଂଗ୍ରେସ। କଂଗ୍ରେସ ଅଭିଯୋଗ କରିଛି ଯେ କଶ୍ମୀରରେ ରାହୁଲ!-->…
ଲାଞ୍ଚ ନେବାବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ, ୧୦ ହଜାର ଜବତ…
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜିଲ୍ଳା ପଶୁ ସଂପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ ପଶୁ ଡାକ୍ତରଙ୍କ ବକେୟା ବିଲ ପାଇଁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ ପରେ ଦୁଇଟି!-->…
ଏହି ସହରକୁ ପ୍ରବେଶ କରିବା ମାତ୍ରେ ଦେଖିବେ ବିଶାଳ ଛୁରୀ…
ରାମପୁର: କୌଣସି ସହର ବାବଦରେ ଯଦି ଆମେ ଜାଣିବାକୁ ଚାହିଁଥାଉ ତେବେ ପ୍ରଥମେ ସେଠାକାର ପ୍ରସିଦ୍ଧ ଜିନିଷ ବିଷୟରେ ଆଲୋଚନା କରୁ | ପ୍ରତ୍ୟେକ ସହରର ନିଶ୍ଚିତ ଭାବରେ କିଛି ସ୍ୱତନ୍ତ୍ର ବିଶେଷତା ଅଛି | ଏହିପରି ଗୋଟିଏ ସହର ହେଉଛି ରାମପୁର | ରାମପୁର ବାବଦରେ କହିବାକୁ ଗଲେ ସେଠାରେ ମିଳୁଥିବା!-->…
୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ…
ରାୟଗଡା : ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ବ୍ୟକ୍ତିଙ୍କ!-->…
ଅଯୋଧ୍ୟାକୁ ଅଣାଯାଉଥିବା ସାଢ଼େ ୬କୋଟି ବର୍ଷ ପୁରୁଣା ପବିତ୍ର ପଥରରେ ତିଆରି ହେବ ଭଗବାନ ରାମଲଲାଙ୍କ ପ୍ରତିମା
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହେଉଥିବା ଭଗବାନ ରାମଙ୍କ ମନ୍ଦିରରେ ଶ୍ରୀରାମଙ୍କ ବାଳକ ରୂପର ପ୍ରତିମା ରାମଲଲାଙ୍କ ମୂର୍ତ୍ତି ପଥରରେ ନିର୍ମିତ ହେବ। ଏହି ପଥର କୌଣସି ସାଧାରଣ ପଥର ନୁହେଁ, ଏହାର ଐତିହାସିକ, ପୌରାଣିକ, ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି। ନେପାଳର ମ୍ୟାଗଦି!-->…
୪୪ଦିନର ମଜୁରୀ ଦେବାରେ ସାହାଯ୍ୟ କରନ୍ତୁ; ମୋଦୀଜୀଙ୍କୁ କହିଲେ ଗଣତନ୍ତ୍ର ଦିବସ ପରେଡର ଅତିଥି
ନୂଆଦିଲ୍ଲୀ: ଗୁରୁବାର ଦିନ ସମଗ୍ର ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ବିଶେଷ କଥା ହେଉଛି ଏଥର ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ଏବଂ କର୍ତ୍ତବ୍ୟ ପଥ ନିର୍ମାଣ କାର୍ଯ୍ୟ ସହ ଜଡିତ ଶ୍ରମିକମାନଙ୍କୁ ପ୍ୟାରେଡ୍ ଦେଖିବା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯାଇଥିଲା। ସେମାନଙ୍କୁ ଭିଭିଆଇପି!-->…