Sign in
Sign in
Recover your password.
A password will be e-mailed to you.
ବିଜୟଧାରାକୁ ଫେରିଲା ଭାରତ; ଜାପାନକୁ ୮-୦ରେ ହରାଇଲା…
ରାଉରକେଲା: ଚଳିତ ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବାପରେ ଗୁରୁବାରଠାରୁ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି। ଆଜି ରାଉରକେଲାସ୍ଥ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାପାନ ବିପକ୍ଷ ମ୍ୟାଚ୍କୁ ଭାରତ ୮-୦ ଗୋଲ୍ରେ ଏକତରଫାଭାବେ ଜିତି ନେଇଛି। ଭାରତୀୟ ଦଳ!-->…
ଶ୍ରୀନଗରର ଲାଲଚୌକରେ ଉଡ଼ିଲା ତ୍ରିରଙ୍ଗା, ୧୯୯୦ ପରେ ପ୍ରଥମ ଥର ପାଇଁ ଖୋଲା ରହିଲା ଦୋକାନ ବଜାର..
ଶ୍ରୀନଗର : ଧୀରେ ଧୀରେ ଆତଙ୍କବାଦର କଳାପ୍ରଭାବରୁ ମୁକ୍ତ ହେଉଛି କଶ୍ମୀର । ଲୋକମାନେ ବି ଆତଙ୍କବାଦୀଙ୍କ ସମର୍ଥନ ଅପେକ୍ଷା ମୁଖ୍ୟଧାରାରେ ସାମିଲ ହେବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାର ପ୍ରମାଣ ମିଳିଛି ଆଜି ଶ୍ରୀନଗରର ଲାଲଚୌକରେ । କ୍ରମାଗତ ୨ୟ ବର୍ଷ ପାଇଁ ଏଠାରେ ଜାତୀୟ ପତାକା ଉତ୍ତୋଳନ!-->…
ରାଷ୍ଟ୍ରପତି ମୁର୍ମୁ ପତାକା ଉତ୍ତୋଳନ କରିବା ପରେ କର୍ତ୍ତବ୍ୟ ମାର୍ଗରୁ ଆରମ୍ଭ ହେଲା ପରେଡ୍…
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଜୟ ଛକଠାରୁ ସାଧାରଣତନ୍ତ୍ର ଦିବସ ପରେଡ୍ ଆରମ୍ଭ ହୋଇଯାଇଛି। ଏହି ପରେଡ୍ ବଜୟ ଛକରୁ ଆରମ୍ଭ ହୋଇ ରେଡ୍ ଫୋର୍ଟ ପର୍ଯ୍ୟନ୍ତ ଯିବ। ପରେଡ୍ ପାଇଁ ରାଜଧାନୀ ଦିଲ୍ଳୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଦିଲ୍ଲୀ ପୁଲିସ୍ ପକ୍ଷରୁ!-->…
୪ ଖଣ୍ଡରେ ଭାଙ୍ଗିଯିବ ପାକିସ୍ତାନ, ଭାରତରେ ମିଶିବ ୩ ଖଣ୍ଡ: ରାମଦେବ
ହରିଦ୍ୱାର: ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ଯେ ଖୁବ ଶୀଘ୍ର ପାକିସ୍ତାନ ଚାରି ଭାଗରେ ଭାଙ୍ଗିଯିବ ଏବଂ ବିଶ୍ୱ ମାନଚିତ୍ରରୁ ଏହା ହଜିଯିବ | ସେ କହିଛନ୍ତି ଯେ ଭାରତ ସହିତ ବାଲୁଚିସ୍ତାନ, ପଞ୍ଜାବ ଏବଂ ସିନ୍ଧ ପ୍ରଦେଶ ସହ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଭାରତ ସହ ମିଶିଯିବ | ଏହା!-->…
ସାଧାରଣତନ୍ତ୍ର ଦିବସ ପରେଡ୍ ୨୦୨୩: ଦେଖିବାକୁ ମିଳିଲା ବିଭିନ୍ନ ରାଜ୍ୟର ଝଲକ୍…
ନୂଆଦିଲ୍ଳୀ: ଆଜି ଦେଶରେ ୭୪ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଳୀରେ କର୍ତ୍ତବ୍ୟ ପଥରେ ହୋଇଥିବା ପରେଡ୍ରେ ଅନେକ ରାଜ୍ୟର ଝଲକ ଦେଖିବାକୁ ମିଳିଛି। ଏହି ପରେଡ୍ରେ ଉତ୍ତରପ୍ରଦେଶର ଝଲକରେ ଅଯୋଧ୍ୟର ୩ ଦିନିଆ ‘ଦୀପ ଉତ୍ସବ’କୁ ବି ପ୍ରଦର୍ଶନ କରାଯାଇଛି।
!-->!-->!-->…
ମାତ୍ର ୨୦ ଟଙ୍କାରେ ଲୋକଙ୍କ ଚିକିତ୍ସା କରୁଥିବା ଡାକ୍ତର ପାଇବେ ପଦ୍ମଶ୍ରୀ…
ନୂଆଦିଲ୍ଲୀ : ମାତ୍ର ୨୦ ଟଙ୍କାରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ଚାଲିଥିବା ୭୭ ବର୍ଷୀୟ ଡାକ୍ତର ଏମସି ଡାୱାରଙ୍କୁ ମିଳିତ ପଦ୍ମଶ୍ରୀ ସମ୍ମାନ। ଡାକ୍ତର ଡାୱାର ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା କରୁଥିବାରୁ ଭାରତ ସରକାରଙ୍କୁ ତାଙ୍କୁ ପଦ୍ମ!-->…
ମୁଲାୟମ ସିଂହ ଯାଦବଙ୍କୁ କେନ୍ଦ୍ର ସରକାର ଉପହାସ କରିଛନ୍ତି : ସମାଜବାଦୀ ପାର୍ଟି ନେତା…
ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ଗତକାଲି କେନ୍ଦ୍ରସରକାର ପଦ୍ମବିଭୂଷଣ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ତାଙ୍କୁ ମରୋଣତ୍ତର ଭାବେ ତାଙ୍କ ନାମକୁ ମନୋନିତ କରାଯାଇଛି। କିନ୍ତୁ କେନ୍ଦ୍ରସରକାକରଙ୍କ ପକ୍ଷାରୁ!-->…
ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଶାର କିରଣ ଉଦୟ…
ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ୟୁକ୍ରେନ୍ରେ ଡାକ୍ତରୀ ପଢ଼ୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଯୁଦ୍ଧ ପାଇଁ ୟୁକ୍ରେନ୍ ଛାଡ଼ି ଭାରତ ପଳାଇ ଆସିଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ପଢ଼ିବା ସୁଯୋଗ ପାଇନାହାନ୍ତି । ଫେରିଥିବା ଡାକ୍ତରୀ!-->…
୪୧୨ ଜଣ ପାଇଲେ ବୀରତା ପୁରସ୍କାର…
ନୂଆଦିଲ୍ଲୀ: ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ୪୧୨ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯାଇଛି । ସେନା ଓ ସଶସ୍ତ୍ର ବାହିନୀ ଯବାନଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ସାହସିକ ଓ ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି। ଚଳିତବର୍ଷ ୪୧୨ଟି ସାହସିକ ଓ ସମ୍ମାଜନକ ପଦକ ଘୋଷଣା!-->…
ବିଦ୍ୟୁତ୍ ସଂସ୍ପର୍ଷରେ ମୃତ୍ୟୁର ୧୨ ବର୍ଷ ପରେ ମିଳିଲା ନ୍ୟାୟ, ୫ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ : ମୃତ୍ୟୁର ୧୨ ବର୍ଷ ପରେ ନ୍ୟାୟ ପାଇଲେ ପରିବାର ଲୋକେ। ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଜଣେ ୧୫ ବର୍ଷର ବାଳକର ମୃତ୍ୟୁରେ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ସେବା ପ୍ରଦାନ କରିଥିବା ଥିବା କମ୍ପାନୀର ଅବହେଳାକୁ!-->…