Sign in
Sign in
Recover your password.
A password will be e-mailed to you.
ରାଜସ୍ଥାନ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆମ ଆଦମୀ ପାର୍ଟି…
ଜୟପୁର: ଆମ୍ ଆଦମୀ ପାର୍ଟି (ଆପ) ରାଜସ୍ଥାନର ସମସ୍ତ ୨୦୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଏଭଳି ନିର୍ବାଚନ ଲଢେଇ ହେବ, ଯାହାକୁ କେହି ଆଶା ମଧ୍ୟ କରିନଥିବେ | ଏଥିପାଇଁ ସମ୍ପୂର୍ଣ୍ଣ!-->…
୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ିଯିବା ମହଙ୍ଗା ପଡ଼ିଲା, ୧୦ ଲକ୍ଷ ଟଙ୍କା ଫାଇନ୍…
ନୂଆଦିଲ୍ଲୀ : ଗୋ ଫାଷ୍ଟ ବିମାନ କର୍ତ୍ତୃପକ୍ଷଙ୍କୁ ଆର୍ଥିକ ତଣ୍ଡ । ୫୫ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ପଳାଇ ଯିବା ମହଙ୍ଗା ପଡ଼ିଛି। ଏହି ଗୁରୁତର ଅବହଳା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ବିମାନକୁ ୧୦ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି। ଗତ ଜାନୁଆରୀ ୯ ତାରିଖରେ ଘରୋଇ!-->…
ପୁଣି ଆକ୍ରମଣକୁ ଜୋରଦାର କଲା ରୁଷ, ମିସାଇଲ ମାଡ଼ରେ ୧୧ ମୃତ…
ମସ୍କୋ : ପୁଣି ଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ। ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରୁଷର!-->…
ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସହ ଭିତିରିଆ ଆଲୋଚନା କରୁଛି ପାକିସ୍ତାନ.. !
ଇସଲାମାବାଦ : ଆର୍ଥିକସ୍ତରରେ କାଙ୍ଗାଳ ହେବାକୁ ବସିଥିବା ପାକିସ୍ତାନ ସ୍ଥିତି ଏବେ ବେହାଲ ହେବାରେ ଲାଗିଛି। ପାକିସ୍ତାନରେ ଜରୁରୀ ସାମଗ୍ରୀ ଠାରୁ ଆରମ୍ଭ କରି ସବୁ ଜିତିଷର ଦାମ ଆକାଶ ଛୁଆଁ ହେଲାଣି। ଏପରି ସ୍ଥିତିରେ ପାକିସ୍ତାନ ବ୍ୟାକ ଚ୍ୟାନେଲରେ ବା ଭିତିରିଆ ଭାବେ ଭାରତ ସହ ଆଲୋଚନା କରି!-->…
ଦୁଇ ପୁଅଙ୍କ ରୋଗ ସମ୍ପର୍କରେ ଟ୍ୱିଟ କରିବା ପରେ ମିଳିଲା ପୂରା ପରିବାରର ମୃତଦେହ…
ଭୋପାଳ : ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଘର ଭିତରୁ ମିଳିଛି ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ। ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ମିଶି ଆତ୍ମହତ୍ୟା କରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଏହି!-->…
ଜେଡିୟୁ ଛାଡ଼ିବାକୁ ଉପେନ୍ଦ୍ର କୁଶୱାହାଙ୍କୁ ନିର୍ଦ୍ଦେଶ ଦେଲେ ନୀତୀଶ କୁମାର
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ସହଯୋଗୀ ତଥା ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କୁ ଜେଡିୟୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୈତୃକ ସମ୍ପତ୍ତିର ଭାଗ ନ ପାଇବା ଯାଏ ଉପେନ୍ଦ୍ର ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଜେଡିୟୁ ଓ ନୀତୀଶ କୁମାର!-->…
ଦେଶରେ ପୁଲିସ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି: ରାହୁଲ ଗାନ୍ଧି
ଶ୍ରୀନଗର : ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି ଭାରତ ଯୋଡ଼ୋ ଯାତ୍ରା। କଂଗ୍ରେସ ପକ୍ଷରୁ ଜାରି ରହିଥିବା ଏହି ଯାତ୍ରା ଜମ୍ମୁ ଏବଂ କଶ୍ମୀରିର ବାନିହାଲର କ୍ୱାଜିଗୁଣ୍ଡରେ ୨୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ଏହି ବିଳମ୍ବ ପାଇଁ ସୁରକ୍ଷା ତ୍ରୁଟିକୁ ଦାୟୀ କରିଛନ୍ତି କଂଗ୍ରେସ!-->…
ଟାଉନହଲଠାରେ ତ୍ରୟୋଦଶ ଭୋଟର ଦିବସ ପାଳିତ…
ବୌଦ୍ଧ : ଆଜି ଦିନ 11 ଘଣ୍ଟା ସମୟ ରେ ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ତ୍ରୟୋଦଶତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର ଙ୍କ ସଂଯଜନା ରେ ଅନୁଷ୍ଠିତ l ଉକ୍ତ କାର୍ଯ୍ୟକ୍ରମ ରେ!-->…
ସୁନ୍ଦରଗଡର “ଗଛ ମଣିଷ”ଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ…
ସୁନ୍ଦରଗଡ଼ : ବଣ ପାହାଡ ଘେରା ତିନିକୁଡା ଗାଁ , ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମେଘଡେଗା ଗ୍ରାମ ପଞ୍ଚାୟତର ଏକ ରାଜସ୍ୱ ଗ୍ରାମ। ଏହି ତିନିକୁଡା ଗାଁର ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ସୁବାସ କୁମାର ସା । ସୁନ୍ଦରଗଡର ଗଛ ମଣିଷ ଭାବରେ ପରିଚିତ ସୁବାସ କୁମାର!-->…
ଫୁଲବାଣୀ ଓକିଲ ସଂଘ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସଂଘ ସଭାପତି ଆଜିର ଦିନଟି ଆମ ଭାରତ 26 ଜାନୁଆରୀ 1950ରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା ସେହି ଦିନକୁ!-->…