ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ୍…

ଭୁବନେଶ୍ବର: ନବୀନ ପୁଣି ନଂ ୧। ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁଣି ଏକ ନଂ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ- ସି ଭୋଟର ମୁଡ୍‌ ଅଫ୍‌ ଦି ନେସନ ପୋଲରେ ପୁଣି ଶୀର୍ଷ

ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ର‌୍ୟାକେଟ କାର୍ଯ୍ୟ କରୁଛି: ମନୋଜ ମହାପାତ୍ର…

 ର‌୍ୟାକେଟର କ୍ୟାପଟେନ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଭାଇସ କ୍ୟାପଟେନ ସାଜିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଶାସକ ବିଜେଡିର ନେତା ଓ କର୍ମୀ, କିଛି ବିଭାଗୀୟ କର୍ମଚାରୀମାନେ ର‌୍ୟାକେଟର ସଦସ୍ୟ ରାକେଟ ଜରିଆରେ ପ୍ରତି ବର୍ଷ ବିଜେଡି ସରକାର ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି

ଓଡିଶାର ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏସ୍‍ଟି ତାଲିକାରେ ଅନ୍ତର୍ଭୁକ୍ତ ନହେବା ବିଜେପିର ଆଦିବାସୀ ବିରୋଧୀ

 ତାଲିକାରେ ତୁରନ୍ତ ସାମିଲ ପାଇଁ ବିଜେଡିର ଦାବି ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବେ ଆଦିବାସୀ ମମ୍ପ୍ରଦାୟଭୁବନେଶ୍ୱର,: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ସର୍ବଦା ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ

ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର : ଡ୍ରାଇଭର୍ ମୃତ…

ଚନ୍ଦାହାଣ୍ଡି : ଭାରସାମ୍ୟ ହରାଇ ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ମୋତିଗାଁ ଗ୍ରାମର ଭଣ୍ଡାରନଦୀ ନିର୍ମାଣଧିନ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ହେଲପର ଗାଡିରୁ

ରାଜ୍ୟରେ କମିଛି ଶୀତ ବଢୁଛି ତାତି…

ଭୁବନେଶ୍ୱର : ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ। ମାଘ ମାସରେ ବାଘୁଆ ଶୀତ ହେବା କଥା କିନ୍ତୁ ରାଜ୍ୟରୁ ଶୀତ ଏବେ ଗାଏବ ହେଉଛି। ଏହି ସମୟରେ ଖରା ମାଡ଼ି ଆସିଲାଣି। କିଛି ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ରହୁଛି ପାରଦ। ସେହିପରି ବିଭିନ୍ନ ସ୍ଥାନରେ

‘ବିଆରଏସ୍‌’ରେ ଯୋଗଦେଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି

କୋରାପୁଟ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଗମାଙ୍ଗ ପରିବାର

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଦୁଇ ଯୁବକ…

ଯାଜପୁର: ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜ‌ଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରଜତ କୁମାର ସାହୁ।

୬ ଆନ୍ତଃ ଜିଲ୍ଲା ଅଷ୍ଟଧାତୁ ମୂର୍ତ୍ତି ଚୋର ଗିରଫ, ୫୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ…

ମାର୍ଶାଘାଇ: ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ପୁଲିସ ୬ ଜଣ ଆନ୍ତଃ ଜିଲ୍ଲା ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗାଁର ନାରାୟଣ ସାହୁ

୫ କୋଟି ଟଙ୍କାର ବ୍ରାଉନ୍‌ସୁଗର ଓ ଗଞ୍ଜେଇକୁ ପୋଡ଼ିଲା STF

ଖୋର୍ଦ୍ଧା: ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା STF । ୫ ହଜାର ୨୫୭ କିଲୋଗ୍ରାମ ଗଞ୍ଜେଇ ଏବଂ ୧ କେଜି ୩୨ ଗ୍ରାମ ଜବତ ବ୍ରାଉନ ସୁଗରକୁ ପୋଡି ନଷ୍ଟ କରାଯାଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଟାଙ୍ଗିଆପଡା ଠାରେ ଥିବା ସାନିକ୍ଳିନ ପ୍ରାଇଭେଟ ଲିମିଟେଡରେ ଏସବୁ

ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲା: ୫ ଗିରଫ

ଭୁବନେଶ୍ବର: ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍‌ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଜଣେ ଫେରାର ଅଛି । ସମସ୍ତେ ରାଜଧାନୀର ବିଭିନ୍ନ ବସ୍ତିର ରହୁଥିଲେ । ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଛି