Sign in
Sign in
Recover your password.
A password will be e-mailed to you.
ବାଲିଗୁଡା ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…
ବାଲିଗୁଡ଼ା: ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବାଲିଗୁଡା ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରତ୍ୟୁଷ ରେ ରାମଧୂନ ପରିବେଷଣ କରାଯାଇଥିଲା l ସକାଳ ୭ ଘଣ୍ଟ ସମୟରେ ଉପଖଣ୍ଡ ର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ!-->…
ବ୍ରାହ୍ମଣୀଗାଁ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ସହିତ ବୃକ୍ଷ ରୋପଣ…
ଦାରିଙ୍ଗବାଡି, ୨୬/୦୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଥାନା ଧିକାରୀ ଚାପଧାରୀ ପ୍ରଧାନ,ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସାଇ ରମାକାନ୍ତ ସେଠି,ଏଏସାଇ ଶଙ୍କର ୱାଡାକା, ପୋଲିସ!-->…
ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
‘‘ଓଡ଼ିଶାର ସାମଗ୍ରିକ ବିକାଶରେ ସୁନ୍ଦରଗଡ଼ ଜିଲ୍ଲାର ରହିଛି ବିଶେଷ ଅବଦାନ’’ - ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ
‘‘କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଆଜି ଓଡ଼ିଶା ପାଇଁ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ’’ – ମାନ୍ୟବର ମନ୍ତ୍ରୀ
ସୁନ୍ଦରଗଡ଼, ୨୬ ଜାନୁଆରି ୨୦୨୩:!-->!-->!-->!-->!-->!-->!-->…
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ବ୍ରହ୍ମପୁର ଆଞ୍ଚଳିକ ପରିଷଦ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ବ୍ରହ୍ମପୁର ଆଞ୍ଚଳିକ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାର୍କ ସାହି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଅଛି | ଏହି ସାଧାରଣତନ୍ତ୍ରରେ ପାର୍ଟିର ରାଜ୍ୟସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥି ପ୍ରକାଶ ପାତ୍ର ମୁଖ୍ୟ ଅତିଥି ରୂପେ!-->!-->!-->…
ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲାଗୁଛି ନିଆଁ, ବନ ବିଭାଗ ସଜାଗ ହେବା ଜରୁରୀ
ଦାରିଙ୍ଗବାଡି, ୨୬/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜଙ୍ଗଲ ପୋଡି ହେବା ଆରମ୍ଭ ହୋଇ ଥିବା ଦେଖିବାକୁ ମିଳିଛି। ଆଜି ଗଣ ମାଧ୍ୟମ ପ୍ରତିନିଧି ଗଣ ଖବର ସଂଗ୍ରହ କରି ଫେରୁ ଥିବା ସମୟରେ କାଟିଙ୍ଗିଆ ବନ ପାଳ ଅଧିନ ଅଞ୍ଚଳ କୁମ୍ଭାରୀଗାଁ ପଞ୍ଚାୟତ!-->!-->!-->…
ଫୁଲବାଣୀ ପ୍ରେସକ୍ଲବ ଠାରେ ପାଳିତ ହେଲା ୭୪ତମ ସାଧାରଣ ତନ୍ତ୍ର ଦିବସ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାପ୍ରେସ କ୍ଲବ ଫୁଲବାଣୀ ଠାରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟ୍ଟନାୟକ ଜାତୀୟ ପତକା ଉତ୍ତୋଳନ କରିବା ସହ ସମଗ୍ର ଦେଶର ସଙ୍ଗ୍ରାମୀ ମାନଙ୍କ ସମେତ କନ୍ଧମାଳ ଜିଲ୍ଲାର!-->!-->!-->…
ଶୁଣ୍ଢିଗାଁ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଶୁଣ୍ଢିଗାଁ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଭୂଙ୍ଗିଯୋଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଏସିଆ କହଁର ଯୋଗଦେଇ ପତାକା ଉତୋଳନ କରିଥିଲେ ।!-->…
ସ୍ବାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ କିଛି କମ୍ ନୁହେଁ : ଶ୍ରମମନ୍ତ୍ରୀ
ଫୁଲବାଣୀ : ଆମ ସମ୍ବିଧାନ ପୃଥିବୀର ସର୍ବବୃହତ୍ ଲିଖିତ ସମ୍ବିଧାନ। କୋଟି କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଓ ସ୍ଵପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନରେ । ଭାରତୀୟ ଚିନ୍ତନ, ଦର୍ଶନ, ପରମ୍ପରା, ଐତିହ୍ୟ ଓ ପରିବେଶ ଆଧାରରେ ପ୍ରଣୀତ ହୋଇଛି ଆମ ସମ୍ବିଧାନ । ଜାତୀୟତାର ସ୍ତମ୍ଭ ଉପରେ!-->…
ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯାଇଅଛି | ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ,(ଭା.ପ୍ର.ସେ.) ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ,!-->…
ସୋନପୁର ଡିଏନକେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଆ ସରସ୍ବତୀଙ୍କ ପୂଜା…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କୁଡ଼ାବେଡ଼ା ପଞ୍ଚାୟତର ସୋନପୁର ଡିଏନକେ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲରେ ଜ୍ଞାନର ଦେବୀ ମା ସ୍ୱରସ୍ୱତୀଙ୍କ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେଲା l ଓଁ ସ୍ୱରସ୍ୱତୀ ମହାଭାଗେ ବିଦ୍ୟୋ କମଳଲୋଚନେ l ବିଶ୍ଵରୂପେ ବିଷାଲାକ୍ଷୀ ବିଦ୍ୟାଂ ଦେହି!-->…