Sign in
Sign in
Recover your password.
A password will be e-mailed to you.
୭୪ ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଶୁଭ ଦିନରେ ଆସନ୍ତୁ ଦେଶ ପାଇଁ ସ୍ବାଧୀନତା ସଂଗ୍ରାମୀଙ୍କ ନିଃସ୍ବାର୍ଥପର ବଳିଦାନକୁ ମନେ ପକାଇବା ଏବଂ ସମ୍ବିଧାନରେ!-->…
ଗୁଣିଗାରେଡ଼ିକୁ କେନ୍ଦ୍ର କରି ଆଦିବାସୀ ବ୍ୟକ୍ତିକୁ ହତ୍ୟା ଅଭିଯୋଗ…
ମାଲକାନଗିରି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ଜଣେ ଆଦିବାସୀ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ମାଲାଭରମ ପଞ୍ଚାୟତ ର ତିନିରାଜପଲ୍ଲୀ ଗ୍ରାମରେ । ମୃତ ବ୍ୟକ୍ତି ହେଲେ ତିନିରାଜପାଲି ଗ୍ରାମର ଗଙ୍ଗା ପଡିଆମୀ ।
!-->!-->…
ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ…
କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡକ୍ରିବେଢାରେ ଏକ ଅଭାବନୀୟ ଘଟଣାଘଟିଥିବାର ଖବର ମିଳିଛି। ଏଠଠାରେ ଜଣେ ଲୋକ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଦମ୍ପତିଙ୍କ ଭିତରେ ତୀବ୍ର କଳହ ଲାଗିରହିଥିଲା।
ଏହି ପାରିବାରିକ କହଳ ଏପରି ରୂପ ନେଇଥିଲା ଯେ ସ୍ୱାମୀ ଅଜୟ ମୁଦୁଲି ତାଙ୍କ ସ୍ତ୍ରୀ!-->!-->!-->…
ଗାଡିକୁ ପିଟିଲା ସ୍କର୍ପିଓ: ୨ ମୃତ , ୩ ଗୁରୁତର…
କଣ୍ଟାମଲ: ବୌଦ୍ଧ ବହିରା ଛକ ଠାରେ ସ୍କର୍ପିଓ ଓ ସିରିଜ୍ ଦୁର୍ଘଟଣା । ସ୍କର୍ପିଓ ଟି ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା । ଘଟଣା ସ୍ଥଳରେ ୨ ମୃତ ୩ ଗୁରୁତର । ୫ ବାଇକ୍ କୁ ପିଟି ହୋଟେଲ ଭିତରକୁ ପଶିଗଲା ଗାଡ଼ି । ବାଇକ୍ ଆରୋହୀ ଆଇଁଲାପଳି PEO ଗୋବିନ୍ଦ ସାହୁ ମୃତ ।
!-->!-->!-->…
ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ରହିବ ‘ହାଉସ୍’ ବ୍ୟବସ୍ଥା; ୨୩୦ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା…
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ପ୍ରତିଯୋଗିତା ମନୋଭାବ ସୃଷ୍ଟିକରିବା ସହ ଟିମ୍ ୱାର୍କ, ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧିକରିବା ଲକ୍ଷ୍ୟରେ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ ‘ହାଉସ୍ ସିଷ୍ଟମ୍’ । ସ୍କୁଲ୍ଶିକ୍ଷାରେ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ!-->…
ପୁରୀ ବେଳାଭୂମିରେ ସାଧାରଣତନ୍ତ୍ର ଦିବସ ଓ ପବିତ୍ର ଶ୍ରୀପଞ୍ଚମୀର ଶୁଭେଚ୍ଛା ଜଣାଇଲେ ଦୁଇ ବାଲୁକାଶିଳ୍ପୀ…
ପୁରୀ : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁନ୍ଦର ବାଲୁକା କଳା ନିର୍ମାଣ କରିବା ସହ ଏଥିରେ କଳାରେ ମାଟି ଦୀପ ଏବଂ କିଛି ଗିନା ବ୍ୟବହାର କରାଯାଇଛି । ସୁନ୍ଦର!-->…
ମହିଳାଙ୍କ ଝୁଲନ୍ତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ…
ଭୁବନେଶ୍ୱର: ଭରତପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସେ ହେଲେ ମଧୁସ୍ମିତା ଜେନା । ଝରକାରେ ଝୁଲନ୍ତା ଅବସ୍ଥାରେ ମଧୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ହତ୍ୟା କରି ତାଙ୍କୁ ଝରକାରେ ଟାଙ୍ଗି ଦେଇଥିବା ମଧୁସ୍ମିତାଙ୍କ!-->…
କଲେଜ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: କୂଅରୁ ମିଳିଲା ଶବ…
ଖୋର୍ଦ୍ଧା: ନାଚୁଣୀସ୍ଥିତ ହରିପୁର ଜଙ୍ଗଲରେ ସୁଟ୍କେଶ୍ ହତ୍ୟାକାଣ୍ଡ ଘଟଣା ଅଞ୍ଚଳବାସୀଙ୍କ ମନରୁ ନ ଲିଭୁଣୁ ୩ଦିନ ବ୍ୟବଧାନରେ ବାଣପୁର ଥାନା ଅଞ୍ଚଳରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଜଣେ କଲେଜଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଏବଂ ପରବର୍ତ୍ତୀ ସମୟରେ ଏକ କୂଅରୁ ସମ୍ପୃକ୍ତ ଛାତ୍ରଙ୍କ ଶବ!-->…
୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ…
ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ଗୁରୁବାର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ!-->…
ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ମା’ ବାଗଦେବୀଙ୍କ ପୂଜାର୍ଚ୍ଚନା…
ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ମା’ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି।ବସନ୍ତ ପଞ୍ଚମୀ ତିଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ପୂଜା କରୁଛନ୍ତି। ଦୁଇବର୍ଷର କରୋନା କଟକଣା ପରେ ମା’!-->…