କଚେରୀ ପଡିଆ ଠାରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବୌଦ୍ଧ : 26/1 ଆଜି କଚେରୀପଡିଆଠାରେ ଜିଲ୍ଲା ସ୍ତରୀୟ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ l ଆଜି 74ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ବୌଦ୍ଧ କଚେରୀ ପଡିଆ ଠାରେ ସକାଳ ଘ:8:30:ମିନିଟ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଜିଲ୍ଲାପାଳ ଶ୍ରୀ

ବହୁ ପରିମାଣର ମାଓସମଗ୍ରୀ ଜବତ ସହ ତିନି ମାଓବାଦୀଙ୍କ ଆତ୍ମସମର୍ପଣ…

ମାଲକାନଗିରି : ଓଡିଶା ସରକାରଙ୍କ ଆତ୍ମସମର୍ପଣ ଅଭିଯାନ ଓ ଥଇଥାନ ନିତିରେ ଆକୃଷ୍ଟ ହୋଇ ଆଜି ମାଓ ଗୋଷ୍ଠୀର ତିନିଜଣ କ୍ୟାଡର, ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି ମନୋଜ ଛଦ୍ମନାମ ମାତି

ନବରଙ୍ଗପୁର ଷ୍ଟାଡିଅମ ରେ ଜିଲ୍ଲାସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁର : ଜିଲ୍ଲା ସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ଷ୍ଟାଡିୟମ ଠାରେ ଆୟୋଜିତ ୭୪ତମ ସାଧାରଣ ତନ୍ତ୍ର ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲା

ଫିରିଙ୍ଗିଆ ବିଡ଼ିଓଙ୍କ ଦ୍ଵାରା ସ୍କୁଲ ଗୃହ ଉଦ୍ ଘାଟନ

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଟେଟେକାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦୁଇଟି ଗୃହ ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ ଦୁଇ ଗୃହ ଉପରେ ଗଛ ପଡ଼ି ସମ୍ପୁର୍ଣ୍ଣ ଭାବେ ଘର ଭୁଷୁଡି ପଡିବାରୁ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ପାଠପଢ଼ା ବିପର୍ଯ୍ୟସ୍ତ

୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ…

ମାଲକାନଗିରି : ତା ୨୬/୦୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଡି ଏନ କେ ଖେଳ ପଡ଼ିଆ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି ଉତ୍ସବରେ ଓଡ଼ିଶାର ମାନ୍ୟବର ଜଳ ସମ୍ପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ

କନ୍ଧମାଳ ଜିଲ୍ଲା ହେଉଛି ସମଗ୍ର ରାଜ୍ୟର ନ୍ୟାରା ଜିଲ୍ଲା : ଶ୍ରମ ମନ୍ତ୍ରୀ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୩ ଆଜି ବୁଧବାର ସନ୍ଧ୍ୟାରେ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି l ଉକ୍ତ ମହୋତ୍ସବରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସଭାପତିତ୍ବ

ପଦ୍ମ ସମ୍ମାନ ଘୋଷଣା, ଓଡ଼ିଶାର ୪ ଜଣ ମନୋନୀତ…

୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ମର୍ଯ୍ୟାଦାଜନକ ପଦ୍ମପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ସରକାର ‌ଆଜି ଏହି ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଏହି ତାଲିକାରେ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ

୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ…

ପ୍ରିୟ ଦେଶବାସୀ,୧) ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଯେଉଁଦିନଠାରୁ ଦେଶର ସମ୍ବିଧାନ ପ୍ରଚଳିତ ହେଲା, ସେହିଦିନଠାରୁ ଏଯାବତ ଆମର ଯାତ୍ରା ବେଶ୍ ଚମତ୍କାର ରହିଆସିଛି । ଆମର ଏହି ଯାତ୍ରା ଅନେକ ଦେଶକୁ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ…

• ୭ ଜଣ ନୂଆ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ• କଲେଜସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପୁରସ୍କୃତସୁନ୍ଦରଗଡ଼ : ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀ, ସାଧାରଣ ନାଗରିକ ତଥା ଯୁବପିଢ଼ିଙ୍କ ମଧ୍ୟରେ ମତଦାନ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୁଧବାର ଦିନ

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛିଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି