ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବେଆଇନ ଦେଶୀମଦ ଚଢ଼ାଉ ବଳବତ୍ତର, ୨୫୦ କେଜିର ମହୁଲ ପୋଚ ଜବତ…

ଦାରିଙ୍ଗବାଡି, ୨୫/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବେଆଇନ ଦେଶୀମଦ ଢ଼ାଉଉ ବଳବତ୍ତର ରହିଛି। ଆଜି ପ୍ରାୟ ୨୫୦ କେଜି ମହୁଲ ପୋଚ ଜବତ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ବେଆଇନ ଦେଶୀ ମଦ ଚଢ଼ାଉରେ ଏସ ଆଇ

ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ

କଟକ: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ। ଏହି ପଦବୀରେ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉପଖଣ୍ଡ ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ବୁଧବାର ପ୍ରତ୍ୟୁଷରେ ଆୟୋଜିତ ହୋଇଥିଲା | ଏହି ପ୍ରତିଯୋଗିତା କୁ

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବୀରେ…

ଗରୀବ ଲୋକଙ୍କ ହକ୍‌ର ଅପହରଣକୁ ଆଦୌ ବରଦାସ୍ତ କରିବ ନାହିଁ ବିଜେପି  ରାଜ୍ୟର ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ଚଂଚକତା କରି ଶାସକ ବିଜେଡି ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଆବଂଟନ କରିଥିବା କାରଣରୁ ଆଜି ଲକ୍ଷ ଲକ୍ଷ ବାସହୀନ

ସରସ୍ୱତୀ ମୂର୍ତ୍ତି ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ର; ମେଡିକାଲରେ ଭର୍ତ୍ତି…

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୫ ଜଣ ହାଇସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସରସ୍ବତୀ ମୂର୍ତ୍ତି ଆଣିବାକୁ ଯାଇଥିଲେ। ଓଲମରା

ପୁଣି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା…

କାଲିମେଳା : ଆଜିର ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ସହାରା ନେଉଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ରେ ଖବର ରୁ ପ୍ରକାଶ ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ଅନ୍ତର୍ଗତ ତିନିରାଜପାଲ୍ଲୀ ଠାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି ସନ୍ଦେହରେ ଧନୁତୀର ସହ ପିଟି ଯୁବକକୁ ହତ୍ୟା

ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ ଶୁଭାରମ୍ଭ…

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ ବୁଧବାର ଶୁଭାରମ୍ଭ ହୋଇଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍‌କୁ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ଉତ୍ତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଦେଇ

ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା ତାଲିମ ଅଧ୍ୟକ୍ଷ ଡ଼ .ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଛି । ଏହି ଉଦଜାପନୀ

କେନ୍ଦ୍ର ନଦେଲେ ମୁଖ୍ୟମନ୍ତ୍ରୀ ଦେବେ ଘର: ବିଜେଡି

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାକୁ ଆଉ ଘର ନଦେବା ପାଇଁ ଭିତିରିଆ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯୋଜନା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଉଛନ୍ତି । କେନ୍ଦ୍ର ଘର ନଦେଲେ ଓଡ଼ିଶାର ଯୋଗ୍ୟ ୧୫ ଲକ୍ଷ

ସ୍ୱାଭିମାନ ଅଞ୍ଚଳରେ ମାଓବାଦ ଓ ନକ୍ସଲବାଦୀଙ୍କ ବିପକ୍ଷରେ ବିଜୟ ଉତ୍ସବ ପାଳିତ…

ଚିତ୍ରକୋଣ୍ଡା (୨୫/୦୧) : ଆସନ୍ତା କାଲି ପାଳନ ହେବ ୭୪ତମ ସାଧାରଣତନ୍ତ୍ର ଦିବସ । ସାମ୍ପ୍ରତିକ ପରିସ୍ଥିତିରେ ଏକଥା ଜାଣି କିଛି ବ୍ୟକ୍ତିଙ୍କୁ ଏକ ପ୍ରକାରର ଖୁସି ଅନୁଭୁତ ହୁଏ ଯେ,ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା