Sign in
Sign in
Recover your password.
A password will be e-mailed to you.
ବିଧବା ବୋହୂଙ୍କ ଦ୍ୱିତୀୟ ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ…
ଭୁବନେଶ୍ୱର: ପୁଅଙ୍କ ମୃତ୍ୟୁ ପରେ ନିଜ ବୋହୂର କରାଇଛନ୍ତି ଦ୍ୱିତୀୟ ବିବାହ । ଜାତୀୟ କନ୍ୟା ଦିବସରେ ଏଭଳି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଗଁଦିଆର ପୂର୍ବତନ ବିଧାୟକ । ସୋସିଆଲ ମିଡିଆରେ ଏକ ଆବେଗଭରା ପୋଷ୍ଟ କରିଛନ୍ତି ନବୀନ ।
ସେ ଲେଖିଛନ୍ତି ଏହି ଦିନଟି ତାଙ୍କ ପୁଅ ପାଇଁ!-->!-->!-->…
ବିଜେପି ଛାଡିବା ପରେ ବିରାଟ ମନ୍ତବ୍ୟ ଦେଲେ ଶିଶିର ଗମାଙ୍ଗ…
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିର ହାତ ଛାଡିଛନ୍ତି । ତେବେ ବିଜେପିରୁ ଇସ୍ତଫା ଦେବା ପରେ ଶିଶିର ଗମାଙ୍ଗ ଏକ ବଡ ମନ୍ତବ୍ୟ ଦେଇଛଡ଼୍ତି । ଯାହା ଏବେ!-->…
ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ : ସାମ୍ବାଦିକ ମହଲରେ ଗଭୀର ଶୋକ
ବ୍ରହ୍ମପୁର : ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା ।ବରିଷ୍ଠ ନନ୍ଦିଘୋଷ tv ଭୁବନେଶ୍ୱର ପ୍ରତିନିଧି ଶକ୍ତିଧର ରାଜ!-->…
ଗଣତନ୍ତ୍ର ଦିବସରେ ୯୦୧ ଜଣ ପାଇବେ ପୋଲିସ ମେଡାଲ…
ଭୁବନେଶ୍ୱର: ଆସନ୍ତାକାଲି ଗଣତନ୍ତ୍ର ଦିବସରେ ୯୦୧ ଜଣ ପାଇବେ ପୋଲିସ ମେଡାଲ। ଓଡ଼ିଶାରୁ ଦୁଇ ଜଣ ପାଇବେ ରାଷ୍ଟ୍ରପତି ମେଡାଲ। ଉଲ୍ଲେଖନୀୟ ସେବା ନିମନ୍ତେ ୧୧ ଜଣ ପୁରସ୍କୃତ ହେବେ। ଓଡ଼ିଶାର ଡି. ଏସ୍ କୁଟ୍ଟେ ପାଇବେ ରାଷ୍ଟ୍ରପତି ମେଡାଲ। କନେଷ୍ଟବଳ ପ୍ରହଲ୍ଲାଦ ରାଉତ ପାଇବେ ରାଷ୍ଟ୍ରପତି!-->…
ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତାର କାର୍ଯ୍ୟକାରିତାକୁ ଆଧାର କରି ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ଫୁଲବାଣୀ : ଟିକାବାଲି ସ୍ଥିତ ଡି.ଆଇ.ଇ.ଟି ତରଫରୁ ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତା ର କାର୍ଯ୍ୟକାରିତା କୁ ଆଧାର କରି ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମ ରେ ମଞ୍ଚlସୀନ ଅତିଥି ମଧ୍ୟରେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ!-->…
ଏଣିକି +୨ର ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ପଢ଼ିବେ ବିଜ୍ଞାନ ପାଠ
ଭୁବନେଶ୍ୱର : ଏଣିକି +୨ ର ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ପଢ଼ିବେ ବିଜ୍ଞାନ ପାଠ । ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ +୨ ବିଜ୍ଞାନର ବିଭିନ୍ନ ବହି ଉପଲବ୍ଧ ହେବ । ଏହାଫଳରେ ପିଲାମାନେ ଗଣିତ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ପାଠକୁ ସହଜରେ ଓଡ଼ିଆରେ ବୁଝିପାରିବେ ।!-->…
ଓଏସ୍ଏଚ୍ଇସିର ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ(ଓଏସ୍ଏଚ୍ଇସି)ର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧିକରିଛନ୍ତି । ପ୍ରଫେସର ଦାସଙ୍କ କାର୍ଯ୍ୟକାଳ ଆସନ୍ତା ୨୬ତାରିଖରେ ଶେଷହେବାକୁ ଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଆଉ ବର୍ଷେ ପାଇଁ କାର୍ଯ୍ୟକାଳ!-->…
ସ୍କୁଲ ଶୌଚାଳୟରେ ଫସିରହିଲେ ଛାତ୍ର ଵାହାରେ ତାଲା ପକାଇ ପଳେଇଲେ ଶିକ୍ଷୟତ୍ରି, ଉଦ୍ଧାର କଲେ ଗ୍ରାମବାସୀ…
ହିଞ୍ଜିଳିକାଟୁ ୨୫।୧ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଜଣେ ଛାତ୍ର ପାଇଖାନା ଭିତରେ ରହିଯାଇଥିବା ବେଳେ ସ୍କୁଲ ତାଲା ପକାଇଲେ ଶିକ୍ଷୟତ୍ରୀ ଚାଲିଯାଇଥିବା ଅଭିଯୋଗ ହୋଇଛି । ସଂଧ୍ୟା ପ୍ରାୟ ୫ଟାରେ ସ୍କୁଲ ରାସ୍ତା ଦେଇ!-->…
ଶୈଳବାଳା କଲେଜକୁ କାରଣ ଦର୍ଶାଅ ନୋଟିସ୍…
ଭୁବନେଶ୍ୱର: ଇ-ନାମଲେଖା ନିୟମକୁ ମାନୁନାହାନ୍ତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ । ପୁଣି ଏକ କଲେଜକୁ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଇ-ନାମଲେଖାର ନିଦ୍ଦେର୍ଶାବଳୀକୁ ପାଳନ ନ କରି ପିଲାଙ୍କ ନାମ ଲେଖାଇଥିବାରୁ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ!-->…
ବିଶ୍ୱକପ୍ ହକି: ସେମିରେ ଜର୍ମାନୀ…
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଜର୍ମାନୀ ସୁଟ୍ଆଉଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ସେମିଫାଇନାଲରେ ଜର୍ମାନୀ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍!-->…