Sign in
Sign in
Recover your password.
A password will be e-mailed to you.
ଭାଇରାଲ ହେଉଛି ନବୀନଙ୍କ ନୂଆ ଲୁକ୍…
ଭୁବନେଶ୍ୱର: ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏକ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି। ଏହି ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ। ଜର୍ସି ପଛରେ ବନ୍ଦେ ଉତ୍କଳ ଜନନୀ ବି!-->…
ସାଧାରଣତନ୍ତ୍ର ଦିବସ ନେଇ ବ୍ଲକ ଅଞ୍ଚଳରେ ପୋଲିସର ଯାଞ୍ଚ…
ଦାରିଙ୍ଗବାଡି,୨୫/୧ : ସାଧାରଣତନ୍ତ୍ର ଦିବସକୁ ନଜର ରେ ରଖି ଦାରିଙ୍ଗବାଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କୁ ତତ୍ୱାବଧାନ କ୍ରମେ ଏସଆଇ ଲକ୍ଷ୍ମୀ ମାଝୀ ସମେତ ପୋଲିସ ଫୋର୍ସ ମୁତୟନ ହୋଇ ଯାଞ୍ଚ!-->…
ବିଜେପି ଛାଡିଲେ ଗିରିଧର ଏବଂ ପୁଅ ଶିଶିର ଗମାଙ୍ଗ…
ଭୁବନେଶ୍ୱର : ବିଜେପି ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ. ପି ନଡ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର । ତେବେ ଖୁବଶୀଘ୍ର ସେ କେ. ଚନ୍ଦ୍ରଶେଖର ରାଓଙ୍କ!-->…
ଫେବୃୟାରୀ ୧୫ରୁ ଅସମ୍ଭାଳ ହେବ ତାତି…
ଭୁବନେଶ୍ୱର: ଚଳିତ ବର୍ଷ ଶୀତର ପ୍ରକୋପ ନାହିଁ। ଜାନୁୟାରୀ ପ୍ରଥମ ସପ୍ତାହରେ ୨/୪ ଦିନ ରାଜ୍ୟରେ ଥଣ୍ଡାର ପ୍ରକୋପ ଦେଖା ଦେଇଥିବା ବେଳେ ଶୀତ ଏକପ୍ରକାର ଗାଏବ ହୋଇଯାଇଛି। ଜାନୁୟାରୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲ୍ସିୟସକୁ ଟପିଗଲାଣି। ଆସନ୍ତା ଫେବୃୟାରୀ ୧୫ରୁ ରାଜ୍ୟରେ!-->…
ଭାରତ ଅପରେଟିଂ ସିଷ୍ଟମ୍ର ପରୀକ୍ଷଣ ସଫଳ : କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ବର: ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ବଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ-‘ଭାରତ ଅପରେଟିଂ ସିଷ୍ଟମ’ର ପରୀକ୍ଷଣ ସଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ଆଇଆଇଟି ମାଡ୍ରାସ୍ର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରି!-->…
ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ…
ଭୁବନେଶ୍ୱର : ଗତବର୍ଷ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ତେବେ ଏହା ମଧ୍ୟରେ ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର । ମିହିରଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ ଘଟିଛି । ଲିଭର ଜନିତ ସମସ୍ୟା କାରଣରୁ ସେ କିଛିଦିନ ଧରି ଏମ୍ସରେ ଚିକିତ୍ସିତ ଥିଲେ!-->…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ଓ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବ୍ଲକ ବିଜେପିର ରାଲି ଓ ପ୍ରତିବାଦ ସଭା
ଦାରିଙ୍ଗବାଡ଼ି,୨୫/୧: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଓ ଦୁର୍ନୀତି ବିରୋଧରେ ଆଜି ଦାରିଙ୍ଗବାଡ଼ି ବ୍ଳକର ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶିବ ମନ୍ଦିରଛକ ଠାରୁ ଏକ ସଭାଯାତ୍ରରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ପ୍ରଧାନ ମନ୍ତ୍ରୀ ଆବାସ!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ସହ ଗଣବଳାତ୍କାର ଅଭିଯୋଗ…
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ ସହ ଗଣବଳାତ୍କାର କରାଯାଇଛି। ଗତ ରବିବାର ସନ୍ଧ୍ୟାରେ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ନ ଥିଲେ। କେତେଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ପ୍ରଥମେ ତାଙ୍କ କାରର!-->…
କନ୍ଧମାଳ ଜିଲ୍ଲାର ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା…
ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ବୁଧବାର ସ୍ଥାନୀୟ ନାରାୟଣୀ ମନ୍ଦିରରୁ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଲୋକକଳା ନୃତ୍ୟ!-->…
ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ସଚେତନତା ଶିବିର…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବନାଞ୍ଚଳ ବନ୍ଦଗଡ଼ ସେକ୍ସନ ବନବିଭାଗ ର ଆକର୍ଷଣ ନର୍ସରୀ ତେଲିମୁଣ୍ଡା ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ । ଫିରିଙ୍ଗିଆ ବନାଞ୍ଚଳ ବନ୍ଦଗଡ଼ ବନପାଳ ସରୋଜ କୁମାର ମିଶ୍ର ତତୂବଧାରେ କ ସଚେତନତା!-->…