ପିଲାଙ୍କୁ କାହିଁକି ଇଂଲିସ ମିଡିୟମ ସ୍କୁଲକୁ ପଠାଯାଉଛି : ମହାରାଷ୍ଟ୍ର ରାଜ୍ୟପାଳ…

ମୁମ୍ବାଇ : ନିଜ ମାତୃଭାଷାକୁ ଭୁଲିଯିବା ହିଁ ଏକ ବିରାଟ ବିପର୍ଯ୍ୟୟର କାରଣ ପାଲଟିବ। ଏହା କହିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶାୟାରି। ତେଣୁ ଅଭିଭାବକମାନେ ସେମାନଙ୍କ ପିଲାକୁ ଆଞ୍ଚଳିକ ମିଡିୟମ ସ୍କୁଲକୁ ପଠାଇବାକୁ ମହରାଷ୍ଟ୍ର ରାଜ୍ୟପାଳ ନିବେଦନ କରିଛନ୍ତି। ରାଜ୍ୟପାଳ

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍‌ ହିପ୍‌କିନ୍ସ…

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ। ଶପଥ ନେଲେ ଲେବର୍‌ ପାର୍ଟିର ନେତା କ୍ରିସ୍‌ ହିପକିନ୍ସ। ଆଜି ଏକ ଔପଚାରିକ ସମାରୋହରେ କ୍ରିସ୍‌ ହିପକିନ୍ସ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍‌ ସିଣ୍ଡି

ମିକ୍କି ମାଉସ୍‌ ସାଜି ରିଲ୍‌ କରୁଥିଲେ, ଧରିଲା ପୁଲିସ…

ଲକ୍ଷ୍ନୌ : ଆଜିକାଲିର ଯୁବପିଢ଼ି ରିଲ୍‌ ମୋହରେ ବାୟା। କେବଳ ଯୁବପିଢ଼ି ନୁହନ୍ତି ପିଲା ଠାରୁ ବୁଢ଼ା ସମସ୍ତଙ୍କୁ ଏହି ରିଲ୍‌ ଭିଡିଓ ଘାରିଛି। କିଏ କେମିତି ଇନୋଭେଟିଭ ତରିକାରେ ରିଲ୍‌ କରିବ ତାକୁ ନେଇ ଚାଲିଛି କସରତ। ଟ୍ରେଣ୍ଡିଂରେ ରହିବା ଓ ଲାଇକ୍‌ ବଢ଼ାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ

ଜେଲରେ ଟିଏମସି ପ୍ରବକ୍ତା, ପୁଣି ଗିରଫ କଲା ଇଡି…

କୋଲକାତା : କ୍ରାଉଡ୍‌ ଫଣ୍ଡିଂ ମାଧ୍ୟମରେ ସଂଗ୍ରହ କରାଯାଇଥିବା ଅର୍ଥକୁ ଦୁରୁପଯୋଗ ଅଭିଯୋଗରେ ତୃଣମୂଳ କଂଗ୍ରେସର ଜାତୀୟ ପ୍ରବକ୍ତା ସାକେତ ଗୋଖଲେଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ପୂର୍ବରୁ ଅନ୍ୟ ଏକ ମାମଲାରେ ସାକେତ ଏବେ ଗୁଜରାଟ ଜେଲରେ ଅଛନ୍ତି। କ୍ରାଉଡ୍‌ ଫଣ୍ଡିଂ

ସ୍ୱାଭିମାନ ଅଞ୍ଚଳରେ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା (୨୪/୦୧) : ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିବସରେ

୧୨୦ ଏକର ଗଞ୍ଜେଇ ଗଛ ନଷ୍ଟ…

ଫିରିଙ୍ଗିଆ : ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ଓ ଅବକାରୀ ଅଧିକ୍ଷକ ପ୍ରବିଣ କୁମାର ସାମଲ ଙ୍କ ନିର୍ଦ୍ଦେଶ ରେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ ଅନ୍ତର୍ଗତ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଶଙ୍କରା ବ୍ଲକରେ ଯୁଗ୍ମ ଜନଶୁଣାଣି…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଜନସାଧାରଣଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ। ଏହି ଜନଶୁଣାଣିରେ ମୋଟ

ସ୍ୱାଭିମାନ ଅଂଚଳରୁ କୁଖ୍ୟାତ ୩ଲକ୍ଷ ଇନାମୀ ମାଓବାଦୀ ଚାଣ୍ଟିକୁ ଗିରଫ କଲା ଏନ୍‌ଆଇଏ…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ କୁଖ୍ୟାତ ୩ଲକ୍ଷ ଇନାମୀ ମାଓବାଦୀ ଚାଣ୍ଟିକୁ ଗିରଫ କଲା ଏନ୍‌ଆଇଏ । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ଓ ଏହି ଘଟଣା ରେ ୪ ଜଣ ଯବାନ ସହିଦ ଘଟଣାରେ ସାମିଲ ଥିଲା ଏହି ମାଓବାଦୀ ଚାଣ୍ଟି।

ଝିରିପାଣିରେ ଶ୍ରେଣୀ ଗୃହ ଉଦ୍‌ଘାଟନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଝିରିପାଣିରେ ଶ୍ରେଣୀ ଗୃହ ଉଦ୍‌ଘାଟନ ହୋଇଛି । ମାଓ ପ୍ରବଳ ଝିରିପାଣି ପଂଚାୟତର ବାରିଙ୍ଗିଲି ଅଞ୍ଚଳରେ ବାଲିଗୁଡା ବିଧାୟକ ଚକ୍ରମଣି କଁହର ଙ୍କ ଦ୍ଵାରା ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ ହୋଇଛି । ସମ୍ମାନିତ ଅତିଥି ରୂପେ ତୁମୁଡିବନ୍ଧ ପଂଚାୟତ

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ୧୬୦ କେଜିର ମହୁଲ ପୋଚ ଜବତ…

ଦାରିଙ୍ଗବାଡି(୨୪/୦୧) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ବେଆଇନ ଦେଶମଦ ଚଢ଼ାଉ କରି ପ୍ରାୟ ୧୬୦ କେଜି ମହୁଲ ପୋଚ ଜବତ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ