ଛତୁଚାଷ କରି ଆର୍ଥିକ ସ୍ବାବଲମ୍ବୀ ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତ ର ମାସିରିପଡା ଗାଁ ର ମାଁ ବାଞ୍ଜିମାହା ସ୍ୱୟଂ ସହାୟିକା ଗୋଷ୍ଠୀ ର ୧୧ ଜଣ ସଭ୍ୟା ଛତୁ ଚାଷ କରି ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ପରିବାର ପାଇଁ ରୋଜଗାର ଦେଇଥିବା ଦେଖିବାକୁ ମିଳିଛି l ଏହି ସ୍ୱୟଂ ସହାୟିକା

ଅପହଞ୍ଚ ଗାଁର ବିକାଶ ଚିତ୍ର , ପ୍ରଶାସନଙ୍କ ନଜର ନାହିଁ..

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନେକ ଅପହଞ୍ଚ ଇଲାକା ଗାଁ ରହିଛି ଯେଉଁ ଗାଁ କୁ ଯିବା ପାଇଁ ଭଲ ରାସ୍ତା ନାହିଁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସ୍ବାଧୀନତା ର ଦିର୍ଘ ବର୍ଷ ବିତିଯାଇଥିଲେ ସୁଧା ଅଞ୍ଚଳର ଜନସାଧାରଣ ଗମନାଗମନ ପାଇଁ ଭଲ ରାସ୍ତା ନଥିବାରୁ ବହୁତ ଅସୁବିଧାର

ଅର୍ଥ ଅଭାବରୁ ଚିକିତ୍ସା ଅଭାବରୁ ପାଣ୍ଡବ ନାୟକଙ୍କ ଜୀବନ ଗଲା…

ଦାରିଙ୍ଗବାଡି : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତ ଅନ୍ତର୍ଗତ କିରମାହା ଗ୍ରାମ ଗୁମାପଦର ସାହିର ପାଣ୍ଡବ ନାୟକ(୪୬)ଙ୍କ, ଅର୍ଥ ଅଭାବରୁ ଚିକିଶ୍ଚିତ ହୋଇ ନପାରି ସେଜରେ ପଡ଼ି ପଡ଼ି ଗତକାଲି ଅପରାହ୍ନ ପ୍ରାୟ ୪ଘଣ୍ଟା ସମୟରେ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୪ର୍ଥ କ୍ଵାଟର ଫାଇନାଲରେ ୧୫ଅଗଷ୍ଟ କ୍ରିକେଟ କ୍ଳବ ବ୍ରହ୍ମପୁର…

ହିଞ୍ଜିଳିକାଟୁ, ୨୪।୧ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ୪ର୍ଥ କ୍ବାଟର ଫାଇନାଲ ଦିଵସରେ ମହାଲକ୍ଷ୍ମୀ ଏକାଦଶ କ୍ଳବ ଶେରଗଡ ସହ ୧୫ ଅଗଷ୍ଟ କ୍ଳବ ଵ୍ରହ୍ମପୁର ମଧ୍ୟରେ ଖେଳ

ଭଗବତ ଯୁବକଳା ଯୁବକ ସଂଘର ନେତାଜୀ ଜୟନ୍ତୀ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ଭଗବତ ଯୁବକଳା ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ମିଳିତ ଆନୁକୁଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଛି। ଏଥ୍‌ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷକ ଶୁକଦେବ

ପିଏ ଆତ୍ମହତ୍ୟା ମାମଲାରେ ଜବାବ ରଖିଲେ ପୂର୍ବତନ ଜିଲ୍ଲାପାଳଙ୍କ ଓକିଲ…

ମାଲକାନଗିରି : ଆଜି କୋର୍ଟରେ ହାଜର ହେବାର ଥିଲା ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗ ଯୁଗ୍ମ ସଚିବ ମନୀଷ ଅଗ୍ରୱାଲ । ହେଲେ ମନିଷ ଅଗ୍ରୱାଲ ନୋଟିସ୍ ପାଇନଥିବା ଦର୍ଶାଇ କୋର୍ଟରେ ହାଜର ହେଲେ ତାଙ୍କ ଓକିଲ ଯୁବରାଜ ପାରିକର ।ମାଲକାନଗିରି

ଦେଶୀ ମଦ ପାଇଁ ତାତିଲେ ମହିଳା, ପୋଲିସ ଆଗରେ ଭାଙ୍ଗିଲେ ମଦ ଦୋକାନ…

ହିଞ୍ଜିଳିକାଟୁ ୨୪।୧ ମଦ ପାଇଁ ତାତିଲେ ମହିଳା । ମଦ ଦୋକାନ ଭାଙ୍ଗିଲେ, ନିଆଁ ଜାଳିଲେ, ଦେଶୀ ମଦ ପାଉଚ ମଦୁଆ ଵୋହି ନେଲେ ଆଉ ମଦ ଚୁରମାର କରିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଳକ ଆଦର୍ଶ ପଚାଁୟତ ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ଵଗାଁ ପଞ୍ଚାୟତ ଘିଅଚୋଳୀ ତୋଟା

ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ବନବିହାର ଓ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିତ୍ରକୋଣ୍ଡା:(୨୪/୦୧) କରୋନା କଟକଣା ନିମନ୍ତେ ଦୀର୍ଘ ଦୁଇ ତିନି ବର୍ଷ ହେଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ବନବିହାର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇ ପଡିଥିଲା । ତେବେ ଚଳିତ ବର୍ଷ ଉକ୍ତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର

ଚିତ୍ରକୋଣ୍ଡା ର ବିଭିନ୍ନ ବିଦ୍ୟାଳୟରେ ନେତାଜୀଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳିତ..

ଚିତ୍ରକୋଣ୍ଡା:(୨୪/୦୧)ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ଏସ.ଏସ.ଡି. +୨ ବିଜ୍ଞାନ ମହାବିଦ୍ୟାଳୟ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ୧୨୬ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ମହାବିଦ୍ୟାଳୟ ର ଅଧକ୍ଷ ସୌମ୍ୟ ରଞ୍ଜନ ଦାସ ଙ୍କ

କନ୍ଧମାଳ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳୁନି ସୁଯୋଗ : (ଜଳନ୍ଧର,ଯଦୁ ନନ୍ଦନ ଆଣିଲେ ଅଭିଯୋଗ)

ଫୁଲବାଣୀ :- କନ୍ଧମାଳ ଜିଲ୍ଲାରେ ଲୋକ କଳା ଲୋକ ସଂଗୀତର ପ୍ରଚାର ପ୍ରସାର ଦିଗରେ ଅହରହ ସଂଗ୍ରାମ କରି ରାଜ୍ୟ ତଥା ଦେଶରେ ବିଭିନ୍ନ ମଞ୍ଚ ଓ ସିନେମାରେ ନିଜର କଳା ନୈପୁଣ ପ୍ରଦର୍ଶନ କରି ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ କଳା ସଂଗଠନ ଏବଂ କଳାକାର ଙ୍କୁ ନିଜ ଜ଼ିଲ୍ଲା ରେ