Sign in
Sign in
Recover your password.
A password will be e-mailed to you.
ଯୁବ ଭୋଟରଙ୍କ ପଞ୍ଜୀକରଣ ନିମନ୍ତେ ରାଜ୍ୟସ୍ତରରେ ପୁରସ୍କୃତ ହେଲେ ଉପଜିଲ୍ଲପାଳ ତଥା ନିର୍ବାଚନ ଅଧିକାରୀ…
ମାଲକାନଗିରି : ଜାତୀୟ ମତଦାତା ଦିବସରେ ମାଲକାନାଗିରି ଜିଲ୍ଲା ରାଜ୍ୟ ସ୍ତରରେ ଦୁଇଟି ପୁରସ୍କାର ହାସଲ କରିଛି । ସ୍ୱତନ୍ତ୍ର ସଂକ୍ଷିପ୍ତ ଅଭିଯାନ କାର୍ଯ୍ୟକ୍ରମରେ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶ ଗ୍ରହଣ (ସ୍ଵିପ) ନିମନ୍ତେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ!-->…
ଜିଲ୍ଲା ପରିଷଦର ୭୦ ତମ ବୈଠକ ଅନୁଷ୍ଠିତ : କ୍ଷେତ୍ର ଗସ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ…
ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୭୦ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ଜିଲ୍ଲା ପରିଷଦ!-->…
ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ : ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ଭୋଟର ଦିବସରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରୀମତୀ ଖେସ୍ ନିଜ!-->…
୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ
ମୁମ୍ବାଇ : ଏସିଆର ନଂ୧ ଧନୀ ଗୌତମ ଅଦାନୀ ଆଇପିଏଲରେ ବି ପ୍ରବେଶ କରିଛନ୍ତି । ତାଙ୍କ କମ୍ପାନି ଅଦାନୀ ଗ୍ରୁପ୍ ୧୨୯୦ କୋଟି ଟଙ୍କା ବିନିମୟରେ ଗୋଟିଏ ମହିଳା ଆଇପିଏଲ ଫ୍ରାଞ୍ଚାଇଜି ବା ଟିମ କିଣିଛି । ଅଦାନୀ ଗ୍ରୁପର ଏକ ଶାଖା ଅଦାନୀ ସ୍ପୋର୍ଟସଲାଇନ ପ୍ରା. ଲିଃ ପକ୍ଷରୁ ଏହି ଟିମ କିଣାଯାଇଛି!-->…
ପୂର୍ବ ଲଦାଖର ୨୬ଟି ପାଟ୍ରୋଲ ପଏଣ୍ଟରେ କୌଣସି ଭାରତୀୟ ସୈନିକ ନାହାନ୍ତି : ରିପୋର୍ଟ
ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଥିବା ୩୫୦୦ କିଲୋମିଟର ଲମ୍ବ ପ୍ରକୃତ ନିୟନ୍ତ୍ରଣ ରେଖାର କେତେକ ସ୍ଥାନରେ ଏବେ ବି ଭାରତ ଓ ଚୀନ ସେନା ମୁତୟନ ଅଛନ୍ତି । ଏପରିପ୍ରେକ୍ଷୀରେ ଲଦାଖର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଗୋପନ ରିପୋର୍ଟ ଚିନ୍ତା ଉଦ୍ରେକ କରିଛି । ନିଜ ରିପୋର୍ଟରେ ସେ ଦର୍ଶାଇଛନ୍ତି!-->…
ପରୀକ୍ଷାରେ କପି କଲେ ସମ୍ପତ୍ତି ଜବତ ସହ ୧୦ ବର୍ଷ ପାଇଁ ବାସନ୍ଦ…
ନୂଆଦିଲ୍ଲୀ: ଏଣିକି ପରୀକ୍ଷାରେ ନକଲ କରି ପାସ କରୁଥିବା ଛାତ୍ରଛାତ୍ରୀଙ୍କୁ ତ୍ରାହି ମିଳିବ ନାହିଁ | କେବଳ କପି କରୁଥିବା ନୁହେଁ ବରଂ କପି ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ହେବ | ଏହା ସହ ପେପର ଲିକ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଛଡ଼ାଯିବ ନାହିଁ!-->!-->!-->…
ନିର୍ମିତ ହେଲା ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ୍…
ନୂଆଦିଲ୍ଲୀ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି; ସ୍ବପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି। ସମସ୍ତଙ୍କୁ ଚକିତ କରି ଶେଷରେ ସଫଳତାର ସହ ନିର୍ମାଣ ହୋଇଛି ଉଡ଼ନ୍ତା ବାଇକ୍। ଯାହାକୁ ନିର୍ମାଣ କରିଛି ଜାପାନର ଏକ ଷ୍ଟାର୍ଟଅପ୍ ଏୟାରଓ୍ଵିନ୍ସ୍ ଟେକ୍ନୋଲୋଜି ନାମକ ଏକ କମ୍ପାନି । ଉଡ଼ନ୍ତା!-->…
ୟୁକ୍ରେନକୁ ଆମେରିକା ଦେଉଥିବା ଟ୍ୟାଙ୍କକୁ ଜାଳିଦେବୁ : ରୁଷ
ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହା ସତ୍ତ୍ବେ ରୁଷ ବିଜୟ ହାସଲ କରିପାରିନାହିଁ, କିମ୍ବା ୟୁକ୍ରେନ ପରାଜୟ ବରଣ କରିନାହିଁ । ପାଶ୍ଚାତ୍ୟ ଦେଶଙ୍କ ଦ୍ବାରା ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ୟୁକ୍ରେନ ସେନା ରୁଷକୁ କଡ଼ା ଜବାବ ଦେବାକୁ!-->…
ବାରଣ ପରେ ବି ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା, ୪ ଛାତ୍ର ଗିରଫ…
ନୂଆଦିଲ୍ଲୀ : ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଜାରି ରହିଛି ବିବାଦ। ବାରଣ ସତ୍ତ୍ୱେ ବି ଜେଏନ୍ୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଘୋଷଣା ହୋଇଛି। ଏହାକୁ ନେଇ ୪ ଜାମିଆ ଛାତ୍ରଙ୍କୁ ଗିରଫ କିରିଛି ପୁଲିସ।ଡକ୍ୟୁମେଣ୍ଟାରୀ!-->…
ସାମ୍ବାଦିକ ରାଣା ଆୟୁବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ତଳ କୋର୍ଟରେ ଶୁଣାଣିକୁ ରୋକ ଲଗାଇଲେ…
ନୂଆଦିଲ୍ଲୀ : ସାମ୍ବାଦିକ ରାଣା ଆୟୁବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଗାଜିଆବାଦର ଏକ ସ୍ୱତନ୍ତ୍ରକୋର୍ଟରେ ହେବାକୁ ଥିବା ଶୁଣାଣି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।!-->…