ଅର୍ଚ୍ଚନା ନାଗ ମାମଲା: ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍‌ରେ ଦୋଷୀ ଭାବେ ଦର୍ଶାଯାଇଛି। ଇଡି ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ

ପ୍ରେମିକ ନଥିଲେ ଛାତ୍ରୀଙ୍କୁ କଲେଜ ଆସିବା ମନା… !

ଜଗତସିଂହପୁର: ବୟଫ୍ରେଣ୍ଡ ନଥିଲେ କଲେଜରେ ଗେଟ୍ ମନା । ପରିଚୟ ପତ୍ର ଭଳି ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ କଲେଜର ପ୍ରବେଶ ଦ୍ୱାରରେ ଦେଖାଇ ଏଣ୍ଟ୍ରି କରିପାରିବେ । ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଝଠଗ କଲେଜ ନାମରେ ଭାଇରାଲ ହେଉଛି ଏମିତି କିଛି ବେନାମୀ ନୋଟିସ। ଖବର ଅନୁଯାୟୀ,

ପ୍ରେସ୍ ଲେଖାଥିବା ଗାଡିରେ ମଦ ଚାଲାଣ: କାର୍ ଛାଡି ଅଭିଯୁକ୍ତ ଫେରାର…

ଢେଙ୍କାନାଳ: ଗାଡ଼ିରେ ପ୍ରେସ୍ ଲେଖି ଚାଲିଥିଲା ମଦ ବେପାର ।ଢ଼େଙ୍କାନାଳ ଟାଉନ ଥାନା ପୁଲିସ ଆଜି ଏହିପରି ଏକ ଗାଡିକୁ ଜବତ କରିଛି । ଗାଡିରୁ ୧୫୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗାଡ଼ ଛାଡ଼ି ଚମ୍ପଟ୍ ମାରିଛି ଡ୍ରାଇଭର। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ

ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍, ଯୁବକ ଗୁରୁତର…

ତିଗିରିଆ : ଭାରସାମ୍ୟ ହରାଇ ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍। ଯୁବକ ଗୁରୁତର। ତିଗିରିଆ ଥାନା ଅନ୍ତର୍ଗତ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ବର ରାଜପଥ ଜେମାଦେଇପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୁଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ଜଣେ

ଆଜିଠାରୁ ଟାଙ୍ଗୀ, ଚନ୍ଦକାକୁ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର: କଟକ ଟାଙ୍ଗୀ ଓ ଚନ୍ଦକାକୁ ଗଡିବ ‘ମୋ ବସ୍‌’। ଏହି ଅଞ୍ଚଳରେ ମୋ ବସ୍‌ ଚଳାଚଳ ଲାଗି ଦୀର୍ଘଦିନରୁ ଲୋକେ ଦାବି କରି ଆସୁଥିବାବେଳେ କ୍ରୁଟ୍‌ ପକ୍ଷରୁ ଏଥିପାଇଁ ଦୁଇଟି ନୂଆ ରୁଟ୍‌ର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ରୁଟ୍‌ ନଂ.୪୧: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଟାଙ୍ଗୀ(ଭାୟା:

ପୋଲିସ କମିଶନ ନେଉଛି: ମନ୍ତ୍ରୀ…

ଭୁବନେଶ୍ୱର:ରାଜ୍ୟରେ କେତେକ ଘଟଣାରେ ପୋଲିସ ଏବଂ ଓକିଲମାନେ ଏସ୍‌ସି/ଏସ୍‌ଟି ମାମଲାଗୁଡ଼ିକରେ କମିଶନ ନେଉଛନ୍ତି। ସୋମବାର ସ୍ଥାନୀୟ ରୋଟାରୀ ଭବନରେ ଆଇନ ସେବା ସଂସ୍ଥା କ୍ଲାପ୍‌ ପକ୍ଷରୁ ଆୟୋଜିତ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଗୃହ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି, ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସଲ୍…

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ହେଉଛି ପରେଡ୍ ରିହର୍ସଲ୍। କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ୫୦ କଣ୍ଟିଜେଣ୍ଟ ଭାଗ ନେବେ। ପୋଲିସ, ସଶସ୍ତ୍ର ବାହିନୀ , କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ୍, ସିଭିଲିଆନ ଙ୍କୁ ମିଶାଇ ମୋଟ ୫୦ରୁ

ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌, ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର

ଭୁବନେଶ୍ୱର: ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌ । ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର । ଆପୋଷ ସମାଧାନ ମୁଡରେ ଦୁହେଁ ଆଗକୁ ବଢୁଥିବା ସୂଚନା ମିଳିଛି । ପାରିବାରିକ କଳହ ଯୋଗୁ ହ୍ୟୁମାନ ସାଗରଙ୍କ ସମ୍ମାନରେ ଆଞ୍ଚ ଆସିବା ସହ କ୍ୟାରିଅର ପ୍ରଭାବିତ ହୋଇପାରେ ।

ପରକ୍ରୀୟା ପ୍ରୀତିର କରୁଣ ପରିଣତି, ମହିଳାଙ୍କୁ ହାଣିଲା ଯୁବକ…

ବ୍ରହ୍ମପୁର: ପରକ୍ରୀୟା ପ୍ରୀତିର କରୁଣ ପରିଣତି । ମହିଳାଙ୍କୁ ଯୁବକର ମରଣାନ୍ତକ ଆକ୍ରମଣ । ମହିଳାଙ୍କୁ ରକ୍ଷା କରିବାକୁ ଯାଇ ଆଉ ଜଣେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ପରେ ରକ୍ତ ଭିଜା କାତି ସହ ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ

ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା। ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ଗତ ୧୮ ତାରିଖରେ ଆନନ୍ଦପୁର ଉପଖଣ୍ଡ ସୋସା ଥାନା ଅଞ୍ଚଳର ଜଣେ ମହିଳା