ଗଛରେ ଧକ୍କା ହୋଇ ଜଳିଗଲା ବୋଲେରୋ, ଜଣେ ମୃତ ୩ ଗୁରୁତର…

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କର୍ଲାଖମନ ନିକଟ ଡୁମେରମୁଣ୍ଡା ଛକ ନିକଟରେ ଗତକାଲି ରାତି ଏକ ବେଲେରୋ ଗଛରେ ପିଟି ହୋଇ ଜଳିଯାଇଛି । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଗଡ଼ପୋଷ ଅଞ୍ଚଳର ସୁରେଶ ଲୁଗୁନ (୩୫) ବୋଲି

ସ୍ପାଇସ୍‌ଜେଟ୍‌ ଏୟାର ହଷ୍ଟେସ୍‌ଙ୍କୁ ଅସଦାଚରଣ ମାମଲା, ଅଭିଯୁକ୍ତଙ୍କୁ ଗରିଫ କଲା ଦିଲ୍ଲୀ ପୋଲିସ୍‌…

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟରେ ଏୟାର ହଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର ମାମଲାରେ ଆକ୍ସନ ନେଇଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ବୃଦ୍ଧଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ପୋଲିସ । ସୋମବାର ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ସ୍ପାଇସ୍‌ଜେଟ୍‌ରେ ଏୟାର ହଷ୍ଟେସ୍‌ଙ୍କୁ ଜଣେ ଯାତ୍ରୀ ଅସଦାଚରଣ

ସାଉଥ୍ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା…

ନୂଆଦିଲ୍ଲୀ : ସାଉଥ୍ ଅଭିନେତା ସୁଧୀର ଭର୍ମାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ସୋମବାର ଦିନ ସୁଧୀର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଛି। ତେବେ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଚିନ୍ତା ଏବଂ ଚାପ

ଭୂମିକମ୍ପରେ ଥରି ଉଠିଲା ମଣିପୁରର ବିଷ୍ଣୁପୁର ଜିଲ୍ଲା…

ଇମ୍ଫାଲ: ମଣିପୁରରେ ଭୂମିକମ୍ପ ଝଟକା । ରାତିରେ ଥରି ଉଠିଲା ମଣିପୁର ବିଷ୍ଣୁପୁର ଜିଲ୍ଲା । ରିକ୍ଟରେ ସ୍କେଲ୍‌ରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଭୟଭୀତ ହୋଇ ଯାଇଥିଲେ ଲୋକ । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।

ବିଚ୍ ରାସ୍ତାରେ ପତ୍ନୀଙ୍କୁ ଛୁରାମାଡ କଲା ନିର୍ଦ୍ଦୟୀ ସ୍ୱାମୀ…

ନୂଆଦିଲ୍ଲୀ : ତାମିଲନାଡୁର ବିଲୋରରେ ଜଣେ ନିର୍ଦ୍ଦୟୀ ସ୍ୱାମୀ ନିଜ ପତ୍ନଙ୍କୁ ବିଚ୍ ରାସ୍ତାରେ ଛୁରାମାଡ କରି ହତ୍ୟା କରିଛି । ଏହି ମାମଲା ପେରିଆଭାରିଗାମ ଅଞ୍ଚଳର ବୋଲି ଜଣାପଡିଛି । ହତ୍ୟାକାଣ୍ଡର ଏହି ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯାହାର ଭିଡିଓ ସୋସିଆଲ ମିଡିଆରେ

ମହମ୍ମଦ ସାମିଙ୍କୁ ଲାଗିଲା ବଡ଼ ଝଟକା, ପତ୍ନୀଙ୍କୁ ମାସିକ ୫୦ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସାମି ଏବଂ ପତ୍ନୀ ହସିନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଉ ଦୁହିଁଙ୍କ ବିବାଦ ମଧ୍ୟରେ ହସିନା ଜହାଁ ଅନେକ ଦିନରୁ ପୁଅ ସହିତ ଅଲଗା ହୋଇ ରହୁଛନ୍ତି। ଏବେ କ୍ରିକେଟର ମହମ୍ମଦ ସାମି ପୂର୍ବତନ ପତ୍ନୀ ହସିନ ଜହାଁଙ୍କୁ ମାସକୁ ୫୦ ହଜାର

ସ୍କୁଲରେ ଗୁଳିକାଣ୍ଡ, ୨ଛାତ୍ର ମୃତ…

କାର୍ଲିଫଣ୍ଣିଆ: ଆମେରିକାର କାର୍ଲିଫଣ୍ଣିଆରେ ଲଗାତାର ଗୁଳିକାଣ୍ଡରେ ଜନ ସାଧାରଣ ପ୍ରାଣ ହରାଉଛନ୍ତି । ସେହିପରି ଆଜି ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରାଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ଥିବା ସୂଚନା ମିଳିଛି ।

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ…

ଫୁଲବାଣୀ : ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଦେଶ ଭକ୍ତ, ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ପକ୍ଷରୁ ଆଜି ଦାରିଙ୍ଗବାଡି ସ୍ଥିତ ଜାଗୃତି ଅନୁଷ୍ଠାନରେ ଭକ୍ତିପୂତ

ସରପଞ୍ଚଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ…

ଫିରିଙ୍ଗିଆ : ବର୍ତ୍ତମାନ ଦିନକୁ ଦିନ ଖରା ବଢ଼ି ଚାଲିଥିବା ବେଳେ ଏବେ ଠାରୁ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି l ଆଜି ସକାଳେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଖୀ ପଡ଼ା ଅଞ୍ଚଳରେ ଦୁଇ ୱାର୍ଡ ର ଶତା ଧୀକ ମହିଳା ପୁରୁଷ ମିଶି ପାଣି ସୁବିଧା ଦାବିରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ

ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କରୋନେସନ ପଡିଆ ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୬ତମ ପ୍ରତିଷ୍ଠା ଦିବସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ