ଗୁଣି ଗାରେଡ଼ି ସନ୍ଦେହ, ଦାଦାର ତୀର ମାଡ଼ରେ ପୁତୁରା ଗୁରୁତର

ଆନନ୍ଦପୁର: ଦାଦାର ତୀର ମାଡ଼ରେ ପୁତୁରା ଗୁରୁତର । ଗୁଣି ଗାରେଡ଼ି ସନ୍ଦେହରେ ଦାଦା ପୁତୁରାକୁ ତୀର ମାଡ଼ କରିଥିବା ସୂଚନା ମିଳିଛି। ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗାଁରେ ଘଟିଛି ଅଭାବନୀୟ

୧ ଫେବ୍ରୁଆରୀରୁ ତୋଷାଳି ମେଳା…

ଭୁବନେଶ୍ୱର : ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ବିଶାଳ ମହୋତ୍ସବ ୧୭ତମ ତୋଷାଳି ମେଳା ଆସନ୍ତା ଫେବ୍ରୁଆରୀ ୧ରୁ ଆରମ୍ଭ ହେବାକୁ ଯାଉଛି । ସବୁଥର ପରି ଏଥର ମଧ୍ୟ ଜନତା ମଇଦାନଠାରେ ଅନୁଷ୍ଠିତ ହେବ ଏହି ଜାତୀୟ ହସ୍ତଶିଳ୍ପ ମେଳା । ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଏବଂ

ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କଟକ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ପୁଣ୍ୟ ଜୟନ୍ତୀ। କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁବାଷ ବୋଷଙ୍କ ଜୟନ୍ତୀ ପାଳନ ପାଇଁ ଚଳଚଞ୍ଚଳ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ। ନେତାଜୀ ସୁବାଷ

ଅସୁରକ୍ଷିତ ଶିମିଳିପାଳ: ଜଙ୍ଗଲରୁ ଠାବ ହେଲା ବିରଳ ଲିଓପାର୍ଡ ବିରାଡ଼ି ଛୁଆର ମୃତଦେହ…

କରଞ୍ଜିଆ : ଅସୁରକ୍ଷିତ ଶିମିଳିପାଳ। କେତେବେଳେ ଶିକାରୀଙ୍କ ଦ୍ୱାରା ହାତୀ ଶିକାର ହେଉଥିବାବେଳେ ଆଉ କେତେବେଳେ ବାଘ ଚମଡା ଉଦ୍ଧାର ଘଟଣା କେଉଁଠି ନା କେଉଁଠି ଶିମିଳିପାଳର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗତକାଲି ଶିମିଳିପାଳ ଉତ୍ତର ବନ୍ଯପ୍ରାଣୀ ବନଖଣ୍ଡ ତାଳବନ୍ଧ

ଗଞ୍ଜେଇ ଗାଡ଼ିକୁ ପିଛା କରି ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ASI ଆହତ

ମୋହନା : ଗଜପତି ମୋହନା ଥାନା ଅନ୍ତର୍ଗତ କ୍ରାଡ଼ିକୁପା ଗ୍ରାମ ନିକଟରେ ୧୧୨ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳ ସମୟରେ ଅନ୍ତରବା ପଟରୁ ଆସୁଥିବା ଏକ ଗଞ୍ଜେଇ ଗାଡ଼ି କୁ ପିଛା କରିବା ସମୟରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା

ବନ୍ଧୁକ ଦେଖାଇ ନେଇଗଲେ ୩ଲକ୍ଷରୁ ଅଧିକ ଟଙ୍କା…

ସୋର : ବନ୍ଧୁକ ଦେଖାଇ ୩ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ସୋର ଅନନ୍ତପୁର ଫାଣ୍ଡିଗୁଡ୍ ଅନ୍ତର୍ଗତ ବଡେଇବାଙ୍କ ଛକରେ ଏହି ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇଯିବା ବେଳେ

କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ…

ଭୁବନେଶ୍ୱର: କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ। ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ମନ୍ଦିରରେ ସୁନାର କଳସ ଦାନ କରିଛନ୍ତି । ଏହି କଳସ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପାରେ ନିର୍ମିତ ହୋଇଛି। ଯାହାର ଦାମ

ହକି ବିଶ୍ବକପ୍‌: ଫ୍ରାନ୍ସ ବିପକ୍ଷରେ ଜର୍ମାନି ୫-୧ ଗୋଲ୍‌ରେ ଜିତି କ୍ବାର୍ଟର ଫାଇନା‌ଲରେ ପ୍ରବେଶ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୩ୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନି ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ଜର୍ମାନି ବିଜୟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଜର୍ମାନି ୫-୧ ଗୋଲ୍‌ରେ ଫ୍ରାନ୍ସକୁ ପରାସ୍ତ

ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ ପଟ୍ଟନାୟକ…

ପୁରୀ : ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବାଲୁକାକଳାରେ ନେତାଜୀଙ୍କ ଅବିକଳ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ। ପୁରୀ ବେଳା ଭୂମିରେ ପ୍ରସ୍ତୁତ ହୋଇଥିବା ଏହି ବାଲୁକାକଳାରେ ୪୫୦ ଟି ଷ୍ଟିଲ ଗିନା ଇନଷ୍ଟଲ

ସୁଟ୍‌କେସ୍‌ରୁ ମୃତଦେହ ମିଳିବା ଘଟଣାରେ ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ, ୩ ଗିରଫ

ଖୋର୍ଦ୍ଧା: ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍‌ । ସମ୍ପର୍କୀୟ ଭାଇ ଓ ଜଣେ ସହଯୋଗୀ ସହାୟତାରେ ସ୍ୱାମୀକୁ ମାରିଛି ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ସୁଟକେସରୁ ମୃତହେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ