Sign in
Sign in
Recover your password.
A password will be e-mailed to you.
ପୂଜ୍ୟ ପୂଜା ସମିତି ପକ୍ଷରୁ ନେତାଜୀ ଜୟନ୍ତି ପାଳନ…
ବ୍ରହ୍ମପୁର, ତା.23.1.23 ରିଖ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ନେତାଜୀ ଜୟନ୍ତି ପାଳନ ହୋଇଯାଇଛି l ବ୍ରହ୍ମପୁର ଖଲ୍ଲିକୋଟ କଲେଜ ରୋଡ଼ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ!-->…
ସାମ୍ବାଦିକଙ୍କ ମାତୃ ବିୟୋଗ
ଫୁଲବାଣୀ - ଫୁଲବାଣୀ ସହରର ଜଣାଶୁଣା ସାମ୍ବାଦିକ ତଥା ସଙ୍ଘ ସଂଗଠନ ସମ୍ପାଦକ ଜୟସେନ ପରିଡାଙ୍କ ମା ସଶିରେଖା ପରିଡାଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଶଶୀ ରେଖା ଗତ କିଛିଦିନ ହେଲା ମଧୁମେହ ଓ ଉଚ୍ଚରକ୍ତ ଚାପ ଜନିତ ରୋଗରେ ପୀଡିତ ହୋଇ!-->!-->!-->…
ଲହୁଣୀପଡ଼ା, କୋଇଡ଼ା ଓ ବଣାଇଁ ବ୍ଲକରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ଵାଗତ
ସୁନ୍ଦରଗଡ଼/ରାଉରକେଲା/ ବଣାଇଁ: ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ହକି ବିଶ୍ୱକପ ଟ୍ରଫି ଟୁରକୁ ଭବ୍ୟ ସ୍ବାଗତ କରାଯାଉଛି। ରବିବାର ଦିନ ଏହି ଟ୍ରଫି ଟୁରକୁ ଲହୁଣୀପଡ଼ା, କୋଇଡ଼ା, ବଣାଇଁ ବ୍ଲକରେ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ!-->!-->!-->…
ହକି ବିଶ୍ୱକପ୍ରୁ ବିଦାୟ ନେଲା ଭାରତ
ଭୁବନେଶ୍ୱର : ଭାରତ ୨୦୨୩ ହକି ବିଶ୍ୱକପ୍ରୁ ବିଦାୟ ନେଇଛି। କ୍ରସ୍ ଓଭର ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପେନାଲଟି ସୁଟ୍ଆଉଟ୍ ପରାଜିତ ହୋଇଛି। ଫଳରେ ଭାରତର କ୍ୱାର୍ଟରଫାଇନାଲ ଖେଳିବା ଆଶା ମଉଳିଯାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆରମ୍ଭରୁ ଭାରତ ଭଲ!-->…
ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଅନୁପମ ଖେର
ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଅନୁପମ ଖେର । ଶ୍ରୀଜିଉଙ୍କ ଆଶୀର୍ବାଦ ଭିକ୍ଷା କଲେ । ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଉପରେ ରହୁ । ଏଥିସହ ଦେଶର ସମୃଦ୍ଧି ଲାଗି ମଧ୍ୟ ପ୍ରାର୍ଥନା କରିଥିବା କହିଛନ୍ତି ଅନୁପମ ଖେର। ଶ୍ରୀମନ୍ଦିର ଚତୁର୍ପାଶ୍ୱ ଓ!-->…
ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା
ବରଗଡ / ବରପାଲି:- ଆଜି ବରପାଲି ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଭାରତ ଯୋଡୋ ପଦଯାତ୍ରା ଦଳ ସହ ବରପାଲି ରେ ପହଞ୍ଚିବା ପରେ ତାଙ୍କୁ କଦଳୀ ପାଲି ମହାଦେବ ମନ୍ଦିର ସମ୍ମୁଖ ରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଟ୍, କାଉନସିଲର ତଥା ନଗର କଂଗ୍ରେସ ସଭାପତି!-->…
ପୋଲିସ ମାଡ ଡରରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ମୟୂରଭଞ୍ଜ: ଥାର୍ଡ ଡିଗ୍ରୀ ଟ୍ରିଟମେଣ୍ଟକୁ ନେଇ ଚର୍ଚ୍ଚାରେ ଶୁଳିଆପଦା ଥାନା ପୋଲିସ। ପୋଲିସର ଥାର୍ଡଡିଗ୍ରୀ ଟ୍ରିଟମେଣ୍ଟରେ ଯୁବକର ଜୀବନ ଗଲା। ପୁଣି ପୋଲିସ ଥାନାକୁ ଉଠାଇନେଇ ନିସ୍ତୁକ ମାଡ଼ ମାରିବ ଏହି ଭୟରେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକଙ୍କ ସହ!-->…
୨ ବର୍ଷ ପରେ ଫିଟିଲା ରହସ୍ୟ, ପତ୍ନୀ ଓ ଶଳା କରିଥିଲେ ହତ୍ୟା, ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼
ଝାରସୁଗୁଡ଼ା : ଦୁଇ ବର୍ଷ ପରେ ଫିଟିଲା ହତ୍ୟାକାଣ୍ଡର ରହସ୍ୟ। ପତ୍ନୀ ଓ ଶଳା କରିଥିଲେ ହତ୍ୟା। ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼। ମୃତକ ଜଣଙ୍କ ସୁନ୍ଦରଗଡ଼ ଲହୁଣୀପଡ଼ାର ଆମତାପାଳି ଡମ୍ବରୁଧର ପାତ୍ର। ସ୍ତ୍ରୀ ଓ ଶଳାଙ୍କୁ ଗିରଫ କରିଛି ପୁଲିସ। ସୂଚନାନୁଯାୟୀ, ୨୦୨୦ ମସିହା ଜୁନ ୧୬!-->…
ଆମ ଘର ଭିତରେ ତୃତୀୟ ଲୋକ କିଏ ଅଛି, ମୁଁ ଜାଣିନାହିଁ : ହ୍ୟୁମାନ
କଟକ : ଶ୍ରୀୟା ମିଶ୍ର ପ୍ରେସ୍ମିଟ୍ ପରେ ଗଣମାଧ୍ୟମ ସାମ୍ନାକୁ ଆସିଲେ ହ୍ୟୁମାନ ସାଗର । ଆମ ଘର ଭିତରେ ତୃତୀୟ ଲୋକ କିଏ ଅଛି , ମୁଁ ଜାଣିନାହିଁ ବୋଲି ହ୍ୟୁମାନ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଚାହୁଁଛି ଆପୋଷ ସମାଧାନ ହୋଇଯାଉ । ଶ୍ରୀୟା ସାମ୍ବାଦିକ ସମ୍ମିଳନୀ କରି ପୁଣି!-->…
ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚଞ୍ଚକତା ସଂପର୍କରେ ଲୋକଙ୍କୁ ବୁଝାଯିବ: ଗୋଲକ ମହାପାତ୍ର
ଭୁବନେଶ୍ୱର: ରାଜଧାନୀରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ହାଇଜାକ୍ କରୁଛନ୍ତି। ଏନେଇ ଲୋକଙ୍କୁ ବୁଝାଯିବ। ରାଜ୍ୟ ସରକାରଙ୍କ ବିରୋଧରେ!-->…