ଉପ ସ୍ୱାସ୍ଥ୍ୟକେନ୍ଦ୍ର ତିଆରିକୁ ନେଇ ଅସନ୍ତୋଷ…

ଫିରିଙ୍ଗିଆ : ଏକ ଭିନ୍ନ ମୋଡ଼ ନେଇଛି ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଟେଲାପାଲି ଗ୍ରାମ ରେ ନିର୍ମାଣ ହେବାକୁ ଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର | ମିଳିଥିବା ସୂଚନା ମୁତାବକ ଟେଲାପାଲି ଗ୍ରାମ ର ଦୁର୍ଗା ଚରଣ କହଁର ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଉକ୍ତ

ହକି ବିଶ୍ବକପ୍‌: କ୍ରସ ଓଭର ମ୍ୟାଚ୍‌ରେ ମାଲେସିଆକୁ ହରାଇଲା ସ୍ପେନ୍‌, କ୍ବାର୍ଟରଫାଇନାଲରେ ଅଷ୍ଟ୍ରେଲିଆକୁ କରିବ…

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଛି। ଏହି ମ୍ୟାଚ ରୋମାଂଚକର ହୋଇଛି। ସୁଟ୍‌ଆଉଟରେ ଫଳାଫଳ ବାହାରିଛି। ସୁଟ୍‌ଆଉଟ୍‌ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ ପ୍ରଥମ ଟିମ୍‌ ଭାବେ

କର୍ଣ୍ଣାଟକରୁ ଗିରଫ ହେଲେ ରାଜାଘର ଲୋକ କହି ଦିଲ୍ଲୀ ହୋଟେଲ୍‌ର ୨୩ ଲକ୍ଷ ଟଙ୍କା ବିଲ୍‌ ନ ଦେଇ ପଳାଇଥିବା ବ୍ୟକ୍ତି

ନୂଆଦିଲ୍ଲୀ: ଆବୁଧାବି ରାଜ ପରିବାରର ଲୋକ ବୋଲି ପରିଚୟ ଦେଇ ଦିଲ୍ଲୀସ୍ଥିତ ଏକ ହୋଟେଲ୍‌ର ପ୍ରାୟ ୨୩ ଲକ୍ଷ ଟଙ୍କା ବକେୟା ବିଲ୍‌ ପୈଠ ନ କରି ଖସି ପଳାଇଥିବା ବ୍ୟକ୍ତିଙ୍କୁ ଜାନୁଆରି ୧୯ ତାରିଖ ଦିନ କର୍ଣ୍ଣାଟକରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି

ଜୀବନ ଓ ମୃତ୍ୟୁ ଭିତରେ ୧୦ ମିନିଟ ଝୁଲି ରହିଥିଲେ ଅନେକ ପର୍ଯ୍ୟଟକ…

ନୂଆଦିଲ୍ଲୀ: ମନୋରଞ୍ଜନ ପାର୍କ ଏକ ମଜାଦାର ସ୍ଥାନ, ଯେଉଁଠାରେ ଲୋକମାନେ ଭରପୂର ଆନନ୍ଦ ନେଇଥାଆନ୍ତି। ଏଠାରେ ବିଭିନ୍ନ ପ୍ରକାର ଦୋଳି ଲାଗିଥାଏ। ସମୟସମୟରେ ଏହି ଦୋଳିକୁ ନେଇ ଅନେକ ଘଟଣା ଓ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥାଏ। ଏମିତି କି ଦୋଳିରୁ ଖସି ପଡ଼ି ଅନେକ ଲୋକଙ୍କ ଜୀବନ ଚାଲି

ଧରମପୁରୀ ଜାଲିକାଟ୍ଟୁରେ ଷଣ୍ଢ ମାଲିକଙ୍କ ୧୪ ବର୍ଷିୟ ପୁଅକୁ ଭୁସି ମାରିଦେଲା ଷଣ୍ଢ; ୬୮ ଅଂଶ ଗ୍ରହଣକାରୀ ଆହତ…

କୋଇମ୍ବାଟୁର୍‌: ଶନିବାର ଦିନ ତାଣ୍ଡାନ୍‌ଗାମ୍‌ରେ ଆୟୋଜିତ ବାର୍ଷିକ ଜାଲିକାଟ୍ଟୁ କ୍ରୀଡ଼ାରେ ଷଣ୍ଢ ଭୁସି ଦେବାରୁ ଜଣେ ଷଣ୍ଢ ମାଲିକଙ୍କ ୧୪ ବର୍ଷିୟ ପୁଅର ମୃତ୍ୟୁ ଘଟିଛି। ଏହି କ୍ରୀଡ଼ାରେ ୬୮ଜଣ ଅଂଶ ଗ୍ରହଣକାରୀ ମଧ୍ୟ ଆହତ ହୋଇଛନ୍ତି।କ୍ରୀଡ଼ାର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ

କନ୍ନଡ ଲେଖକଙ୍କ ବିବାଦୀୟ ବୟାନ : ସୀତାଙ୍କ ସହ ବସି ମଦ ପିଉଥିଲେ ଭଗବାନ ରାମ…

ବେଙ୍ଗାଲୁରୁ: ସୀତାଙ୍କ ସହ ବସି ମଦ ପିଉଥିବା ଭଗବାନ ରାମ ଅନ୍ୟ ପାଇଁ ଆଦର୍ଶ କେମିତି? କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ ପ୍ରଭୁ ରାମଙ୍କୁ ନେଇ ଏଭଳି ଅପମାନିତ କରିବା ଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ କେ.ଏସ୍ ଭଗବାନ୍ ଏକ

ପଶ୍ଚିମବଙ୍ଗରେ ମୋ-ମୋ ବୁଝାମଣା ହୋଇଛି : ଅଧିର ରଂଜନ…

କୋଲକାତା : କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି “ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ‘ମୋ-ମୋ’ ଚୁକ୍ତି ହୋଇଛି । ଅର୍ଥାତ ମୋଦୀ-ମମତା ଚୁକ୍ତି ।ମମତାଜୀ ଏପରି କିଛି

ମଧ୍ୟପ୍ରଦେଶ ପୁଲିସକୁ ଚେତାବନୀ ଦେଲେ କମଳନାଥ…

ଭୋପାଳ : ବିବାଦରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସେ ପୁଲିସ୍‌ ଅଧିକାରୀମାନଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। ସେ ଗୋଟିଏ ରାଲିକୁ ସମ୍ବୋଧନ କରିବା ବେଳେ କହିଛନ୍ତି ଯେ “ଆଚ୍ଛା ହିସାବ ନିଆଯିବ। ନିର୍ବାଚନ ଆଉ

ଆସନ୍ତା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ସବୁ ଆସନରେ ହାରିବ ବିଜେପି : ଅଖିଳେଶ…

ଲକ୍ଷ୍ନୌ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ କେତୋଟି ଆସନ ଜିତିବ, ତା’କୁ ନେଇ ବଡ଼ ଦାବି କରିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ। ଉତ୍ତର ପ୍ରଦେଶର ସମସ୍ତ ୮୦ ଲୋକସଭା ଆସନରେ ପରାଜୟର ସ୍ୱାଦ ଚାଖି ପାରେ ବୋଲି ସେ

ଶାହରୁଖ ଖାନ୍ କିଏ ବୋଲି ପଚାରିଲେ ହିମନ୍ତ ବିଶ୍ବଶର୍ମା

ଗତକାଲି ଶାହରୁଖ ଖାନ୍ କିଏ ବୋଲି ପଚାରିଥିଲେ। ଏହି ପ୍ରଶ୍ନ କରିବାର କିଛି ଘଣ୍ଟା ପରେ ହିଁ କିଙ୍ଗ ଖାନ୍‌ଙ୍କ ଆସିଲା ଫୋନ୍ କଲ୍। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାତି ୨ଟାରେ ଫୋନ୍ କରି କଥା ହେଲେ ବଲିଉଡର ବାଦ୍‌ଶାହା ଶାହରୁଖ ଖାନ୍। ଏନେଇ ଟ୍ୱିଟ୍ କରି ଖୋଦ୍ ମୁଖ୍ୟମନ୍ତ୍ରୀ