ଯୁବ ସମାଜସେବୀ ଅଭିଜିତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

କଟକ(୨୧/୧) : ଯୁବ ସମାଜସେବୀ ଅଭିଜିତ ପୃଷ୍ଟିଙ୍କ ଅକାଳ ବିୟୋଗରେ କଟକ ସହର ତାର ଜଣେ ସୁପୁତ୍ରକୁ ହରାଇଲା ବୋଲି ଆଜି ଅଭିଜିତଙ୍କ ଦ୍ବାଦଶାହ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି | ସୂଚନାଯୋଗ୍ୟ କଟକ ସିଲଭରସିଟି କ୍ଲବର ପ୍ରତିଷ୍ଠାତା ଯୁବ

ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ…

ଛତ୍ରପୁର : ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାସ୍ତବ ଜୀବନରେ ଆସୁଥିବା

୫ଟି ପଞ୍ଚାୟତକୁ ଆବର୍ଜନା ସଂଗ୍ରହ ଗାଡି ପ୍ରଦାନ…

ଛତ୍ରପୁର : ମୋ ସ୍ୱାଭିମାନ ସ୍ୱଚ୍ଛ ଗଂଜାମ ଆନୁକୂଲ୍ୟରେ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳ ଗୁଡିକରେ ଅବର୍ଜନା ମୁକ୍ତ କରିବା ଲକ୍ଷ୍ୟ ନେଇ ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ରଙ୍ଗେଇଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକର ୫ଟି ପଞ୍ଚାୟତକୁ ଶୁଖୀଲା ଓ ଓଦା ବଜ୍ୟ ବସ୍ତୁ ସଂଗ୍ରହ

ଧାନବିକ୍ରୀ ସମସ୍ୟାର ସମାଧାନ ପାଇଁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ…

ଛତ୍ରପୁର : ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ଧାନକିଣା ମନ୍ଥର ଗତିରେ ଚାଲୁଥିବାରୁ ଅନେକ ଚାଷୀଙ୍କ ଟୋକେନ୍ ଅବଧି ଶେଷ ହେବାର ସମ୍ଭାବନା ରହିଥିବା ସହ ଚାଷୀ ପଞ୍ଜିକୃତ କରିଥିଲେ ସୁଦ୍ଧା ଧାନ ବିକ୍ରି କରିପାରିବେ ନାହିଁ ସନ୍ଦେହ ସୃଷ୍ଟି ହୋଇଛି l ଜିଲ୍ଲାର ଚାଷୀମାନଙ୍କ ଧାନ ବିକ୍ରୀ

ଓଡ଼ିଶା ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି -୬ ର ସବ୍ କମିଟି -୩ ଙ୍କ ମାଲକାନଗିରି ପରିଦର୍ଶନ

ମାଲକାନଗିରି : ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୬ ର ସବ୍- କମିଟି - ୩ ର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଏକ ଦଳ ୧୭ ଜାନୁଆରୀ ରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଆଜି ଏହି କମିଟି ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି

ସାଧାରଣତନ୍ତ୍ର ଦିବସ ନେଇ ପ୍ରସ୍ତୁତି ବୈଠକ…

ଦାରିଙ୍ଗବାଡି,୨୧/୦୧ : ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ଦୁଇ ବର୍ଷ ହେବ କୋଭିଡ୍ ମହାମାରୀ କଟକଣା ଯୋଗୁଁ କାର୍ଯ୍ୟକ୍ରମ ବହୁ ଆଡମ୍ୱରେ ହୋଇ ପାରି

ବି.ଆର୍.ଆମ୍ବେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଯାପିତ…

ଦାରିଙ୍ଗବାଡ଼ି (୨୧/୦୧) : ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ଡ.ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଉଦଯାପନି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ

ଚିକିଟିରେ ବ୍ଲକସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ…

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଶନିବାର ଚିକିଟୀ ଗଡ ଗୌରଚନ୍ଦ୍ର ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ଜିଲ୍ଲା କ୍ରମ ନିୟୋଜନ ଆଞ୍ଚଳିକ ସହକାରୀ

ଵିଏସ୍ଏଫ୍ ଦ୍ଵାରା ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ୍ ଆୟୋଜିତ…

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ଗ୍ରାମ ପଞ୍ଚାୟତ ର କାଟମ୍ବଗୁଡା ଗ୍ରାମରେ ଆଜି ବିଏସଏଫ ତରଫରୁ ଏକ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କାଟମ୍ବଗୁଡା ଗ୍ରାମବାସୀଙ୍କୁ ନିମ୍ନଲିଖିତ ସାମଗ୍ରୀ ଯଥା - ଷ୍ଟିଲ୍ ୱାଟର କଣ୍ଟେନର,

ମାଲକାନଗିରି ଜିଲ୍ଲା ପାଇଁ ୬୩୯ କୋଟି ୨୭ ଲକ୍ଷ ଟଙ୍କାର ୪ ଟି ବୃହତ୍ତ ପାନୀୟଜଳ ପ୍ରକଳ୍ପ ଅନୁମୋଦନ…

ମାଲକାନଗିରି : ଆମ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ମାଲକାନଗିରି ଜିଲ୍ଲାରେ ୪ ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ