Sign in
Sign in
Recover your password.
A password will be e-mailed to you.
ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା…
ଡ଼େରାଡୁନ : ପ୍ରକୃତିର କୋପ ସତେ ଯେମିତି ଦେବଭୂମି ଉତ୍ତରାଖଣ୍ଡ ଉପରେ ପଡ଼ିଛି। ପ୍ରଥମେ ଉତ୍ତରାଖଣ୍ଡର ଯୋଶୀମଠ ଓ ଏହାର ଆଖ ପାଖ ଅଞ୍ଚଳ ଦବିବା ଆରମ୍ଭ କରିଥିଲା। ଏହାପରେ ବାଦଳ ଫଟା ବର୍ଷା ଓ ତୁଷାରପାତ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା। ଲୋକମାନେ ପ୍ରକୃତିର କରାଳରୂପ ସହ ଲଢ଼େଇ!-->…
କୁସ୍ତି ମହାସଂଘର ସହକାରୀ ସମ୍ପାଦକ ନିଲମ୍ବିତ…
ନୂଆଦିଲ୍ଲୀ : କୁସ୍ତି ମହାସଂଘର ବିରୋଧରେ ଦେଶର ଖ୍ୟାତାନାମା ରେସଲରମାନେ କରିଥିବା ଆନ୍ଦୋଳନ ଘଟଣରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରୀଡ଼ା ମନ୍ତ୍ରଣାଳୟ। ଆଜି ମନ୍ତ୍ରଣାଳୟ ପକ୍ଷରୁ କୁସ୍ତି ମହାସଂଘର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କୁ ନିଲମ୍ବିତ କରାଯାଇଛି। ତେବେ ନିଲମ୍ବିତ!-->…
ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମୁନି…
ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି। ଏସବୁ ଭିତରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଜଣେ ପୂର୍ବତନ ବିଚାରପତିଙ୍କ ବୟାନକୁ ଅତି ସୁନ୍ଦର କହି ସୁପ୍ରିମକୋର୍ଟ କଲେଜିୟମକୁ ତେର୍ଚ୍ଛାବାଣ!-->…
ୟୁନିୟନ ବ୍ୟାଙ୍କର ବଜାର ଶାଖାବନ୍ଦକୁ ବିରୋଧ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମୁଖ୍ୟ ବଜାରରେ ଥିବା ୟୁନିଅନ ବ୍ୟାଙ୍କ , ଶାଖା-୧ କୁ ବନ୍ଦ କରାଯିବାର ପ୍ରୟାସ ଚାଲିଛି । ଆନ୍ଧ୍ର ବ୍ୟାଙ୍କ ର ମିଶ୍ରଣ ୟୁନିଅନ ବ୍ୟାଙ୍କ ସହ ହେବା ପରେ, ହିଞ୍ଜିଳିକାଟୁ ରେ ଥିବା ଆନ୍ଧ୍ର ବ୍ୟାଙ୍କ ୟୁନିଅନ ବ୍ୟାଙ୍କ ର ୨ ଶାଖା ବ୍ୟାଙ୍କ ଭାବରେ କାମ!-->…
ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଚିତ୍ରକୋଣ୍ଡା(୨୧/୦୧): ଆଗାମୀ ୨୬ ତାରିଖରେ ପାଳିତ ହେବାକୁ ଯାଉଛି ୭୪ତମ ସାଧାରତନ୍ତ୍ର ଦିବସ । ସେଥି ନିମନ୍ତେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ସଭାଗୃହଠାରେ!-->…
ଗଳିତ ଅବସ୍ଥାରେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର…
ଚିତ୍ରକୋଣ୍ଡା(୨୧/୦୧) : ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତରେ ଗୋଟିଏ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡ଼ା ଠାରୁ ସିଲେରୁ ଯିବା ରାସ୍ତାରେ ଗୁଣ୍ଠାୱାଡା ଘାଟି ନିକଟରେ ଗୋଟିଏ ମହିଳାଙ୍କ ମୃତଦେହ ମୁହଁ ତଳକୁ କରି ପଡ଼ିଥିବା ସ୍ଥାନୀୟ!-->!-->!-->…
ବିଶ୍ରା, ଲାଠିକଟା ଏବଂ ଲହୁଣୀପଡ଼ା ବ୍ଲକରେ ଟ୍ରଫି ଟୁରକୁ ସ୍ୱାଗତ…
ସୁନ୍ଦରଗଡ଼,/ରାଉରକେଲା : ୨୧ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ହକି ବିଶ୍ୱକପ୍ ଟ୍ରଫିକୁ ଉତ୍ସାହ ସହକାରେ ସ୍ୱାଗତ କରାଯାଉଛି। ଟ୍ରଫି ଆଜି ବିଶ୍ରା, ଲାଠିକଟା ଏବଂ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ପରିକ୍ରମା କରିଥିଲା। ସ୍ଥାନୀୟ ଛାତ୍ରଛାତ୍ରୀ, ଯୁବପିଢ଼ି, ସାଧାରଣ!-->…
ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା : ମିଷ୍ଟର ଓଡ଼ିଶା ହୋଇ ଚିକିଟି ପାଇଁ ଗୌରବ ଆଣିଲେ ଗଣେଶ…
ଚିକିଟି : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ୱାରଲଡ ଫିଟନେସ ଫେଡେରସନ୍ ଆନୁକୁଲ୍ୟରେ କଳିଙ୍ଗ ବିଲଡିଂ ଫିଟନେସ ଆସୋସିଏସନ୍ ସହଯୋଗରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡିଶାର ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ଯୁବକ ଭାଗ ନେଇ ଥିବା ବେଳେ!-->…
ଶାହା-ଚାରିଟେବୁଲଟ୍ରଷ୍ଟ ପକ୍ଷରୁ ଛତ୍ରପୁରର ଅଷ୍ଟମ ବାଟାଲିୟନ କ୍ୟାମ୍ପସ୍ ପରିସରରେ ସାମାଜିକ ବନୀକରଣ…
ଛତ୍ରପୁର : ଭୁବନେଶ୍ୱର ର ଅଗ୍ରଣୀ ଅନୁଷ୍ଠାନ ଶାହା-ଚାରିଟେବୁଲ ଟ୍ରଷ୍ଟ ତରଫରୁ ଛତ୍ରପୁରର ଓଏସଏପି ଅଷ୍ଟମ ବାଟାଲିୟନ କ୍ୟାମ୍ପସ୍ ପରିସରରେ ତୃତୀୟ ସୋପାନରେ ବିଭିନ୍ନ କିସମର ବୃକ୍ଷଚାରାମାନ ଆନୁଷ୍ଠାନିକ ଭାବେ ରୋପଣ କରାଯାଇଛି । ଏହିଥର ମଧ୍ୟ ଆମ୍ବ,ପଣସ,ଜାମୁକୋଳି,ନାଲି-ଜାମୁକୋଳି, ପିଜୁଳି!-->…
ତିନିଦିନ ଧରି ଚାଲିଥିବା କିଶୋରୀ ମେଳା ଉଦଯାପିତ …
ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ହାଟପଦାଠାରେ ସମୋନିତ୍ବ ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ତିନିଦିନ ଧରି ଚାଲିଥିବା କିଶୋର କିଶୋରୀ ମେଳା ଉତ୍ସବ ଉଦଯାପନ ହୋଇ ଯାଇଛି । ଏହି ଉଜାପନ ଉତ୍ସବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରଶ୍ମିରଞନ ମହନ୍ତ ମୁଖ୍ୟ!-->…