Sign in
Sign in
Recover your password.
A password will be e-mailed to you.
ସୁଟକେସ୍ରେ ଯୁବକଙ୍କ ମୃତଦେହ, ହତ୍ୟା ପରେ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଟାଙ୍ଗୀ : ସୁଟକେସ୍ରୁ ମିଳିଲା ଯୁବକଙ୍କ ମୃତଦେହ । ଜଙ୍ଗଲରେ ମଧ୍ୟରେ ଫିଙ୍ଗା ଯାଇଥିଲା ଏହି ସୁଟକେସ୍ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ସୁଟ୍କେସ । ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରବିବାର ଦିନ!-->!-->!-->…
ନକଲି ଆକ୍ବାଗାର୍ଡ ଗୋଦାମରେ ଚଢାଉ, ଦାମୀ କମ୍ପାନୀର ଲୋଗୋ ଲଗାଇ କରୁଥିଲେ କଳାକାରବାର
କଟକ : କଟକରୁ ପୁଣି ନକଲି ଗୋଦାମ ଠାବ । ଦୀର୍ଘ ଦିନ ଚାଲୁଥିବା ନକଲି ଆକ୍ୱାଗାର୍ଡ ଗୋଦାମରେ ଚଢାଉ କରିଛି କମିଶନରେଟ୍ ପୋଲିସ ।କଟକ ବାଦାମବାଡି ଜଗନ୍ନାଥ ଲେନ୍ରେ ଦୀର୍ଘ ଦିନ ଧରି ଏକ ନକଲି ଆକ୍ୱାଗାର୍ଡ କମ୍ପାନୀ ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା କମିଶନରେଟ୍ ପୋଲିସକୁ ମିଳିଥିଲା!-->…
୨୮ରେ ଅଭିଭାବକ-ଶିକ୍ଷକ ବୈଠକ: ଦୁଇ ଘଣ୍ଟା ଚାଲିବ, ରେଜିଷ୍ଟରରେ ରେକର୍ଡ ରହିବ
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପଢ଼ାଯାଉଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଜୁନିୟର୍ କଲେଜ (ହାୟର ସେକେଣ୍ଡାରୀ ସ୍କୁଲ) ଗୁଡ଼ିକରେ ଆସନ୍ତା ୨୮ ତାରିଖରେ ଅଭିଭାବକ-ଶିକ୍ଷକ ବୈଠକ (ପିଟିଏମ୍) ଅନୁଷ୍ଠିତ ହେବ । ଦୁଇ ଘଣ୍ଟା ଧରି ପିଟିଏମ୍ ଚାଲିବ । ଆବଶ୍ୟକ ସ୍ଥଳେ ଅନଲାଇନ୍ରେ!-->…
ମଦ ପିଇ ମାରପିଟ୍ କରୁଥିଲେ ହ୍ୟୁମାନ ସାଗର : ଶ୍ରୀୟା ମିଶ୍ର
ପୁରୀ: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗୁମର ଖୋଲିଲେ ପତ୍ନୀ ଶ୍ରୀୟା ମିଶ୍ର । ମିଡିଆ ଆଗରେ ପ୍ରଥମ ଥର ମୁହଁ ଖୋଲିଲେ । ଶ୍ରୀୟା କହିଛନ୍ତି ନିର୍ଯାତନାର ଗୋଟି ଗୋଟି କଥା । କାହିଁକି, କେବେଠାରୁ ଓ କିଭଳି ନିର୍ଯାତନା ଦିଆଯାଉଥିବା ଖୁଲାସା କରିଛନ୍ତି ଶ୍ରୀୟା । ହ୍ୟୁମାନ ମଦ ପିଇ!-->…
୨୩ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତ
ସମ୍ବଲପୁର: ଆସନ୍ତା ୨୩ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ଉକ୍ତ ଦିନ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାରେ ଆୟୋଜିତ ହେବାକୁ ଥିବା ଜୟନ୍ତୀ ସମାରୋହରେ ସାମିଲ ହେବେ ।!-->…
ବନ୍ଦ ରହିବ ଅନୁଗୁଳ ଜିଲ୍ଲାପାଳଙ୍କ ଦରମା
ଅନୁଗୁଳ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କ୍ଷତିପୂରଣ ନ ଦେବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଜଳସେଚନ ପ୍ରକଳ୍ପ ପାଇଁ ୬୦ ବର୍ଷ ତଳେ ଜମି ହରାଇଥିଲେ ୧୮୮ ପରିବାର । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ କୁକୁରପେଟା କ୍ଷୁଦ୍ର!-->…
ଏଥର ଖଣ୍ଡଗିରି ମେଳାରେ ହେବନାହିଁ ଅଶ୍ଳୀଳ ଡ୍ୟାନ୍ସ, ବିଏମସିର କଡ଼ା କଟକଣା
ଭୁବନେଶ୍ବର: ୨୮ ତାରିଖରୁ ଖଣ୍ଡଗିରି ମାଘ ମେଳା । ଏଥର ଅପେରା ଲଢ଼େଇରେ ହେବନି ଅଶ୍ଳୀଳ ନୃତ୍ୟ । ଅଶ୍ଳୀଳ ଡ୍ୟାନ୍ସ ଉପରେ କଟକଣା ଲଗାଇଛି ବୁବନେଶ୍ୱର ମହାନଗର ନିଗମ । ଯାତ୍ରାରେ ଯେଭଳି ଅଶ୍ଳୀଳ ନୃତ୍ୟ ହେବ ନାହିଁ ତାଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆୟୋଜକ ଖଣ୍ଡିଗିରି ଥାନାରେ!-->…
ବେକରେ ଚୁନ୍ନୀ ଲଗାଇ ନାବାଳିକଙ୍କା ଆତ୍ମହତ୍ୟା
ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ୱିତୀୟ ଲାଇନରେ ଜଣେ ନାବାଳିକା ବେକରେ ଚୁନ୍ନୀ ଲଗାଇ କରିଛନ୍ତି ଆତ୍ମହତ୍ୟା । ନାବାଳିକା ଜଣକ ସହରରେ ମଡେଲ ଭାବେ କିଛି କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।
ବଡ଼ ବଜାର ଥାନାରେ ଅପମୃତ୍ୟୁ ମାମଲା ରଜୁ କରି ପୋଲିସର!-->!-->!-->…
କୂଅ ଭିତରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା : କୂଅ ଭିତରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର। ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଓଳସିଂହ ଗାଁରୁ ନାବାଳକଙ୍କ ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଓଳସିଂହ ଗାଁର ମହେଶ୍ଵର ବେହେରାଙ୍କ ୧୦!-->!-->!-->…
ପୁରୀ ରଥଖଳାକୁ ଗଲା ପ୍ରଥମ ରଥକାଠ
ନୟାଗଡ଼: ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳରୁ ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଯାଇଛି। ଦଶପଲ୍ଲା ମହାବୀରଙ୍କ ମନ୍ଦିର ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ସମ୍ମୁଖରେ କାଠବୋଝେଇ ୩ଟି ଟ୍ରକ୍କୁ!-->…