ବାରାହାଲା ଗ୍ରାମଠାରେ ରାମାୟଣ ନାଟକ ଉଦ୍‌ଘାଟନ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରିମାଣ୍ଡୁ ଗ୍ରାମ ପଞ୍ଚାୟତ ବାରାହାଲା ଗ୍ରାମ ରେ ଶାଡଢି ମାଁ ସରୁପେନୁ ପୂଜା ଉପଲକ୍ଷେ ନାଟକ ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାଁ ସରୁପେନୁ ପୂଜା ଉପଲକ୍ଷେ ପ୍ରଭୁ ରାମ ଙ୍କ ଅବତାର ପୈରାଣିକ ନାଟକ ରାମାୟଣ ଅନୁଷ୍ଠିତ ହୋଇଯାଇଛି

ରାସ୍ତାଠାରୁ ୬ଫୁଟ୍ ଉଚ୍ଚରେ ଅଙ୍ଗନୱାଡି଼ କେନ୍ଦ୍ର : ଶିଶୁମାନେ କେନ୍ଦ୍ରକୁ ଯିବାରେ ସମସ୍ୟା..

ଦାରିଙ୍ଗବାଡ଼ି, ୨୧/୦୧ : କୋମଳମତି ଶିଶୁଙ୍କ ଶାରୀରିକ, ମାନସିକ ଓ ଭୌତିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଛନ୍ତି । ହେଲେ ଦାରିଂବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ପିଡ଼ିକାରିପି ଅଙ୍ଗନୱାଡି଼ କେନ୍ଦ୍ରରେ ଏହାର

ଆବାସ ଯୋଜନାରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀମାନଙ୍କ ପକ୍ଷରୁ ପ୍ରତିବାଦ ସଭା…

ଦାରିଙ୍ଗବାଡ଼ି : ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ରଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତରେ ପଡି଼ଥିବା ଦେଖିବାକୁ ମିଳିଛି । ଆଜି ବ୍ରାହ୍ମଣୀଗାଁ

କନ୍ଧମାଳ ଜିଲ୍ଲା ୬୬୨ ମହାବିଦ୍ୟାଳୟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେସରକାରୀ କଲେଜ କର୍ମଚାରୀ ସଂଘ '୪୮୮ ଓ ୬୬୨ ‘ କର୍ମଚାରୀ ମଧ୍ୟରେ ପରିଶ୍ରମିକକୁ ନେଇ ଓଡିଶା ସରକାର ଯେଉଁ ଭଳି ଅମାନବିକ ପକ୍ଷପାତି ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ବିରୋଧ କରି ସମଗ୍ର କନ୍ଧମାଳର ୬୬୨ କଲେଜ କର୍ମଚାରୀ ସମନ୍ୱୟ ସମିତି ତୀବ୍ର ଭାବରେ

ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା…

ବ୍ରହ୍ମପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ Features of Indian Constitution,

ଆମ୍ବଗଡଠାରେ ଅନୁଷ୍ଠିତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତର ଆମ୍ବଗଡ ଠାରେ ଆମ୍ବଗଡ ଯୁବକ ସଂଘ ତରଫରୁ ଆୟୋଜିତ ଦୀର୍ଘ ସାତଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ମା ଅନ୍ନପୂର୍ନେଶ୍ୱରି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଆ

ତୃତୀୟ ବର୍ଷ ଶଙ୍କରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ମୁଖ୍ୟ ଅତିଥି

ସୁନ୍ଦରଗଡ଼ -୨୦/୦୧/୨୩ :-ସୁନ୍ଦରଗଡ଼ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପାଖ ଖେଳପଡିଆରେ ତୃତୀୟ ବର୍ଷ ଶଙ୍କରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନ ଏବଂ ସମ୍ମାନିତ ଅତିଥି ଭାବେ

କେନାଲ ମଧ୍ୟରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର..

ମାଲକାନଗିରି : ମାଲକାନଗିରି ଜିଲ୍ଲା ଝାଟିମାଟି କଲୋନୀ ନିକଟରେ ଥିବା କେନାଲ ରେ ଆଜି ସକାଳେ ଜଣେ ଲୋକର ମୃତ୍ୟୁ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ଲୋକମାନେ ମୃତ ଦେହକୁ ଦେଖିବା ସଂଗେ ପୋଲିସ ଓ ଦମକଳ ବାହିନୀ କୁ ଯୋଗାଯୋଗ କରିଥିଲେ ପରେ ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି

ରାଜ୍ୟ କ୍ୟାବିନେଟ୍‌ରେ ୧୨ ନିଷ୍ପତ୍ତି ପାରିତ, ବଢ଼ିଲା ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍

ଭୁବନେଶ୍ୱର: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ

ଆରପାରିରେ ଜେଡିଏସର ଟାଣୁଆ ନେତା ଶିବାନନ୍ଦ ପାଟିଲ

ନୂଆଦିଲ୍ଲୀ: କର୍ଣ୍ଣାଟକର ଟାଣୁଆ ନେତା ତଥା ଜେଡିଏସର ସବୁଠାରୁ ପ୍ରଭାବୀ ଚେହେରା ଶିବାନନ୍ଦ ପାଟିଲ ଆଉ ନାହାନ୍ତି । ଗତକାଲି ରାତିରେ ହାର୍ଟ ଆଟାକରେ ତାଙ୍କର ପରଲୋକ ଘଟିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା