ବିଳମ୍ବିତ ରାତିରେ ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ଆରୋହୀ ମୃତ…

ସମ୍ବଲପୁର: ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ମହାବୀରପଡା ନିକଟରେ ଘଟିଛି ସଡକ ଦୁର୍ଘଟଣା। ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଭତରା ଅଞ୍ଚଳର ରଞ୍ଜିତ ମହାପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ

ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି; ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ଦଶପାଲ୍ଲା: ଆଉ କିଛି ଦିନ ପରେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବଡ ଯାତ୍ରା ରଥ ଯାତ୍ରା । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଆଜି ରଥ ଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀକୁ ଯାଇଛି । ତେବେ ଏହି ରଥକାଠକୁ ମହାବୀର ମନ୍ଦିରରେ

ବହୁଚର୍ଚ୍ଚିତ ରାମ ପାଢୀ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ..

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ବହୁଚର୍ଚ୍ଚିତ ରାମଚରଣ ପାଢୀ ହତ୍ୟା ମାମଲାର ଆଜି ଏଡିଜେ-୩ ଡ଼. ଇନ୍ଦୁ ଶର୍ମା ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜଜ୍ ୧୦ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେମାନେ ହେଲେ କଙ୍ଗାରୁ ଭୂୟାଁ,

ପ୍ରେମିକାଙ୍କ ଫଟୋ ଭାଇରାଲ୍‌ କରି ପ୍ରେମିକ ଗିରଫ…

ଭୁବନେଶ୍ୱର : ପ୍ରଥମେ ଅନ୍‌ଲାଇନ୍ ପ୍ରେମ, ତା’ ପରେ ମୋବାଇଲରେ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ପ୍ରେମିକା ସହିତ ଧୋକ୍କାଦେଇ ପ୍ରେମିକ ଗିରଫ ହୋଇଛି । ଏଭଳି ଧୋକ୍କାବାଜ୍ ପ୍ରେମିକକୁ ଇନଫୋଭ୍ୟାଲି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଯୁବକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା

ଫାଶୀ ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା…

ବୈଶିଙ୍ଗା: ଶୁକ୍ରବାର ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳଡାହି ଶାଳ ଜଙ୍ଗଲରୁ ଜନୈକ ବୃଦ୍ଧାଙ୍କର ଝୁଲନ୍ତା ମୃତ ଦେହ ଜବତ କରିଛି ବୈଶିଙ୍ଗା ପୁଲିସ । ମୃତ ବୃଦ୍ଧ ଜଣକ ହେଲେ ରୁହିଆ ମାଝୀ(୫୦) । ସୂଚନାଯୋଗ୍ୟ ବାଲେଶ୍ୱର ସଦର ଥାନା ଅଧୀନ କାୟାକଦଳା ଗ୍ରାମର ସ୍ୱର୍ଗତଃ ଲସ ମାଝୀଙ୍କ ପୁଅ ରୁହିଆ

ରାଜ୍ୟସ୍ତରୀୟ ପରେଡ ପାଇଁ ପୁଲିସ କଟକଣା…

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାତ୍ମାଗାନ୍ଧୀ ମାର୍ଗରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ସହ ଯାନବାହାନ ଚଳାଚଳ ଉପରେ କିଛି ରାସ୍ତାରେ ନିର୍ଦ୍ଧିଷ୍ଟ ସମୟ ପାଇଁ ରେକ ଲଗାଯିବ । ଆସନ୍ତା ୨୬ ତାରିଖ

୨ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି…

ଭୁବନେଶ୍ୱର: ଗୁରୁଚାପ ବଳୟ ପ୍ରଭାବରେ ଘନ କୁହୁଡି ହେବ । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ଯୋଗୁଁ ଆଗାମୀ କିଛି ଦିନ

କାର୍‌ ବନେଟ୍‌ରେ ୧ କି.ମି. ଘୋଷାଡ଼ିଲେ ମହିଳା…

ନୂଆଦିଲ୍ଲୀ: ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଗାଡ଼ିରେ ଘୋଷାଡ଼ିନେବା ଘଟଣା ଗତ କିଛିଦିନ ହେଲା ବାରମ୍ବାର ଘଟିଚାଲିଛି। ବେଙ୍ଗାଲୁରୁରେ ଶୁକ୍ରବାର ଜଣେ ମହିଳା ତାଙ୍କ କାର୍‌ ବନେଟରେ ଜଣେ ବ୍ୟକ୍ତିଙ୍କୁ ଝୁଲାଇ ୧ କିଲୋମିଟର ପର୍ଯ୍ୟନ୍ତ ନେଇଯିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ

ବିହାର ଜାତିଗତ ଜନଗଣନା: ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ବିହାରରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଆବେଦନଗୁଡ଼ିକ ଶୁଣାଣି ଯୋଗ୍ୟ ନୁହେଁ କହି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ବିକ୍ରମ ନାଥଙ୍କ

ବହୁବିବାହ, ନିକା ହଲାଲାକୁ ଚ୍ୟାଲେଞ୍ଜ: ସାମ୍ବିଧାନିକ ପୀଠରେ ଶୁଣାଣି ହେବ…

ନୂଆଦିଲ୍ଲୀ: ମୁସଲମାନଙ୍କ ବହୁବିବାହ ଏବଂ ନିକା ହଲାଲା ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିବେ ବୋଲି ଶୁକ୍ରବାର କହିଛନ୍ତି। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ପିଟିଶନରେ