ପଟିଆରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ…

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଧରାପଡ଼ିଛି ଦ୍ୱିତୀୟ ଅଭିଯୁକ୍ତ। ତା’ ନାଁ ବୁଲୁ ନାୟକ। ତାକୁ କଟକ ଜିଲ୍ଲା ବାଙ୍କୀ ପଦନପୁରରୁ ଗିରଫ କରିଛି ଜିଆର୍‌ପି। ପୂର୍ବରୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ମଧ୍ୟ ପଦନପୁରରୁ

ଲଭ୍-ସେକ୍ସ-ଧୋକା: ବ୍ଲାକମେଲିଂ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ବିବାହିତା ମହିଳା

ବାଲେଶ୍ୱର: ପୁଣି ଲଭ୍-ସେକ୍ସ-ଧୋକା। ଇଣ୍ଟରନେଟରେ ମହିଳାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ ପରେ ପ୍ରେମ ନିବେଦନ। ସମ୍ପର୍କ ନିବିଡ଼ ହେବାପରେ ନିଶାଦେଇ ଦୁଷ୍କର୍ମ । ଏଭଳି ଏକ ଅଭିଯୋଗ ଏବେ ନୀଳଗିରି ସହର ସିମୁଳିଆ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଥାନାରେ ମହିଳାଙ୍କ ଅଭିଯୋଗ

ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା: ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ

କଟକ : ହାଇକୋର୍ଟ ଗଲେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ। କେନ୍ଦୁଝର ଜିଲ୍ଲା ଯୋଡ଼ାର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୁରୁଷ ବନ୍ଧୁ। ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କ ବିରୁଦ୍ଧରେ ଯୋଡ଼ା ଥାନାରେ ରୁଜ୍ଜୁ ହୋଇଛି ମାମଲା। ଏହି

ଉତ୍ତରପ୍ରଦେଶ, ହିମାଚଳରେ ଭୂକମ୍ପ

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶର ସହାରନପୁରରେ ଭୂକମ୍ପ ଝଟକା। ଶନିବାର ସକାଳ ପ୍ରାୟ ୭.୪୩ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୨.୯ ଥିବା ବେଳେ ଏହାର ୧୦ କିଲୋମିଟର ଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସରକାର ଲୋକଙ୍କ ଧ୍ୟାନ ହଟାଇ ଲୁଟ୍‌ କରୁଛନ୍ତି: ରାହୁଲ

ଲଖନପୁର,୨୧।୧: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏଠାରେ ଏକ ସଭାକୁ ସମ୍ବୋଧନ କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରକୁ ସେ ଗଣଲୁଟେରା କରିଛନ୍ତି। ଲୋକଙ୍କ

ଖାଇକୁ ଖସିଲା ବସ୍‌: ୫ ମୃତ,୧୫ ଆହତ…

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀରରେ ଏକ ମିନି ବସ୍‌ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଫଳରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାଠୁଆ ଜିଲାର ବିଲ୍ଲାଓ୍ବାର ଅଞ୍ଚଳରେ ଶୁକ୍ରବାରଏହି ଘଟଣା

ପଶ୍ଚିମବଙ୍ଗରେ ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ…

କୋଲକାତା: ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପୁଣିଥରେ ପଥରମାଡ ହୋଇଛି । ଘଟଣା ଦାଲକୋଲା ଷ୍ଟେଶନରେ ଶୁକ୍ରବାର ଯେତେବେଳେ ନୂଆ ହାୱଡା-ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ହୋଇଥିଲା । ଟ୍ରେନ୍ ଦାଲକୋତ ଷ୍ଟେଶନ ଛାଡୁଥିବା ବେଳେ ହଠାତ୍ ସି-୬ କୋଚ ଉପରକୁ ପଥରମାଡ

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ

ଭୁବନେଶ୍ୱର: ଏଥର କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ପରେଡ୍‌ରେ ସ୍କୁଲ ଛାତ୍ରାଛାତ୍ରୀ ଭାଗ ନେବେ। ଦୁଇ ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ କୌଣସି କରୋନା କଟକଣା ଲାଗୁ ହେବନି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏନେଇ

‘ଯଦି ଚମତ୍କାରୀ ଶକ୍ତି ଅଛି ତେବେ ପ୍ରମାଣ କରନ୍ତୁ ଧିରେନ୍ଦ୍ର ଶାସ୍ତ୍ରୀ’: କଂଗ୍ରେସ

ନୂଆଦିଲ୍ଲୀ,୨୧ ।୧: ବାଗେଶ୍ୱର ଧାମର ପୀଠାଧିସ୍ୱର ଧିରେନ୍ଦ୍ର କୃଷ୍ଣ ସ୍ୱାମୀ ଏବେ ବିବାଦରେ ଫସି ଯାଇଛନ୍ତି । ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଅବିଶ୍ୱାସର ପ୍ରଚାର ପ୍ରସାର କରିବା ଓ ଏହାକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ବି ହୋଇଛି । ଏବେ

ଇଜିପ୍ଟ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ୬ ଚୁକ୍ତି ସ୍ବାକ୍ଷର ହେବ…

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତ୍ତାହ ଏଲ୍‌-ସିସି ଯୋଗଦେବେ। ସେ ଜାନୁୟାରୀ ୨୪ରେ ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଭାରତର ସାଧାରଣତନ୍ତ୍ର ଦିବସରେ ଯୋଗଦେବାରେ ଅଲ୍‌-ସିସି ହେଉଛନ୍ତି ଇଜିପ୍ଟର ପ୍ରଥମ ରାଷ୍ଟ୍ରପତି ତଥା