Sign in
Sign in
Recover your password.
A password will be e-mailed to you.
ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ…
• ଭୁବନେଶ୍ୱରରୁ ବିମାନ ଯୋଗେ ଆସିଲେ ଛାତ୍ରଛାତ୍ରୀ• ରାଉରକେଲା ବିମାନ ବନ୍ଦରରେ ସ୍ୱାଗତ କରାଗଲା• ବିମାନ ବନ୍ଦରରୁ ସ୍ୱତନ୍ତ୍ର ବସରେ ଷ୍ଟାଡିୟମ ଆସିଲେ ଛାତ୍ରଛାତ୍ରୀ
ସୁନ୍ଦରଗଡ଼ /ରାଉରକେଲା : ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୧୬ ଜଣ ଛାତ୍ରଛାତ୍ରୀ ଆଜି ରାଉରକେଲା ଆସି!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ଅମୃତ ମହୋତ୍ସବ ଯାତ୍ରାର ସମାପନ ସମାରୋହ…
ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ କୁଳପତିଙ୍କ ଆହାନଭୁବନେଶ୍ୱର : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ଭାରତୀୟ ମାନଙ୍କ ମଧ୍ୟରେ ଏକ ନବ ଉନ୍ମାଦନା ଆଣିଦେଇଛି | ସ୍ୱାଧୀନତାର ଶତାବ୍ଦୀ ବର୍ଷ ୨୦୪୩!-->…
କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ବ୍ଲକ ସହ ବୀରମିତ୍ରପୁର ପୌରପାଳିକାରେ ବିଶ୍ୱକପ୍ ଟ୍ରଫି ଟୁରକୁ ସ୍ୱାଗତ ପାଇଁ…
ସୁନ୍ଦରଗଡ଼/ରାଉରକେଲା, ୨୦ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ହକି ବିଶ୍ଵକପ୍ ଟ୍ରଫିକୁ ସ୍ୱାଗତ ଜଣାଇବା ପାଇଁ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ଜନସାଧାରଣଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳୁଛି। ଶୁକ୍ରବାର ଦିନ କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ବ୍ଲକ ସହ ବୀରମିତ୍ରପୁର!-->!-->!-->…
ପ୍ରକୃତ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରୁ ବଞ୍ଚିତ…
ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାଏତର ରଙ୍ଗପିଆଜଗୁଡ଼ା ଗ୍ରାମରେ ଏମିତି ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି ତାଙ୍କର ଦୁଃଖର କଥା ବୁଝିବା ପାଇଁ କେହି ନାହାନ୍ତି l ସଂସାର କହିଲେ ଜଣେ, ଖରା ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ଦିନ ବିତାଉଛନ୍ତି!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଶିକ୍ଷକଙ୍କ ଅକାଳ ମୃତ୍ୟୁ ଓ ଶିକ୍ଷୟିତ୍ରୀ ଗୁରୁତର…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଡୁମରିମୁଣ୍ଡା ଯିବା ରାସ୍ତାର ହାତୀବେନା ମୋଡ଼ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି l ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଡୁମରିମୁଣ୍ଡା ଡିଏନକେ ଗ୍ରାମର ହାଇସ୍କୁଲ ଶିକ୍ଷକ ନିରଞ୍ଜନ ଦାସ ଓ ନିବେଦିତା ବିଦ୍ୟାପୀଠର ଶିକ୍ଷିକା!-->…
ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମରେ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷା ଉପକରଣ ବଣ୍ଟନ…
ବୌଦ୍ଧ : ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ଠାରେ ଆଜି ବୌଦ୍ଧ ଜିଲ୍ଲା ଜନାଲିଷ୍ଟ ପକ୍ଷରୁ ଅନ୍ତ ବାସି ମାନଙ୍କୁ ସ୍କୁଲ ବ୍ୟାଗ ଓ ପାଠାଗାର ପାଇଁ ପୁସ୍ତକ ଓ ଆଲମାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅତିଥିଭାବେ ଉକ୍ତ ଅବସରରେ ଜିଲ୍ଲାପାଳ ଶ୍ରୀ!-->…
ପୁଣି ନଷ୍ଟ ହେଲା ୧୧୨ଏକର ଗଂଜେଇ ଚାଷ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାରେ ଅପରେସନ ନୀଳ ଜହର ବା ବେଆଇନ ଗଞ୍ଜାଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ବଡଦିନ ଓ ନବବର୍ଷ ପାଇଁ କିଛି ଦିନ ଏହି ଅପରେସନ ବନ୍ଦ ଥିଲା | ତେବେ ଅଂଚଳ ରୁ ଗଂଜେଇ କାରବାର କୁ ସମୂଳେ ବନ୍ଦ କରିବା ପାଇଁ ପୁଣି କିଛି ଦିନର ବିରତି ପରେ ଆରମ୍ଭ ହୋଇଛି ଏହି!-->…
କେଳାପଡା ଗ୍ରାମ ପଞ୍ଚାୟତରେ କିଶୋର କିଶୋରୀମାନଙ୍କୁନେଇ କିଶୋର କିଶୋରୀ କ୍ଲବ ଗଠିତ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତରଙ୍ଗ ଯୁବ ମହାସଘଂର ସମ୍ପାଦକ ଶ୍ରୀ ବୁନାକହଁର ଓ ସମାଜ ସେବୀ ଅକ୍ଷୟ କୁମାର ନାୟକଙ୍କ ନେତୃତ୍ବରେ କେଳାପଡା ଗ୍ରାମ ପଚାଂୟତର ବିଭିହ୍ନ ଗ୍ରାମରୁ ୧୫ ବର୍ଷରୁ ୧୯ ବର୍ଷର ପୁଅ ଝିଅଙ୍କୁ ନେଇ କିଶୋର କିଶୋରୀ କ୍ଳବ ଗଠନ କରା ଯାଇଥିଲା ।!-->…
ନିଯୁକ୍ତି ମେଳା ଅନୁଷ୍ଠିତ : ୧୮୫ ଜଣ ଟ୍ରେନିଂ ପାଇଁ ଯୋଗ୍ୟ ବିବେଚିତ…
ହିଞ୍ଜିଳିକାଟୁ ୨୦।୧ : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଗଞ୍ଜାମ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବୃନ୍ଦାବନ ମିନିଷ୍ଟାଡିୟମ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ!-->…
ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର…
ହିଂଜିଳିକାଟୁ ୨୦ା୧ : ହିଂଜିଳିକାଟୁ ବ୍ଳକ ପୋଚିଲିମା ଖମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଶୁକ୍ରବାର କାର୍ଯ୍ୟକ୍ରମକୁ ଊଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂପାଦକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ ମୁଖ୍ୟ!-->…