ପକାରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି,୨୦/୧ : ପକାରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆଜି ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡା.ଭବାନୀ ଶଙ୍କର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପକାରି ଗ୍ରାମ ପଞ୍ଚାୟତ

ପୋଲିସ ସହାୟକ କେନ୍ଦ୍ର ପରିଦର୍ଶନ କଲେ ଗଞ୍ଜାମ ଏସ୍‌ପି ମିନା…

ବ୍ରହ୍ମପୁର : ଗଞ୍ଜାମ ପୋଲିସ ଜିଲ୍ଲାର ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥୁବା ଆରକ୍ଷୀ ଅଧୃକ୍ଷକ ଜଗମୋହନ ମିନା ପୋଲସରା ସହରରେ ଥୁବା ପୋଲିସ ସହାୟତା କେନ୍ଦ୍ର ପରିଦର୍ଶନ କରିଥୁଲେ । ପୋଲସରା ସହରର ପ୍ରାଣକେନ୍ଦ୍ରରେ ପରିତ୍ୟକ୍ତ ଅବସ୍ଥାରେ ଥବା ପୁରୁଣା ଥାନାର କୋଠାକୁ ନବୀକରଣ କରାଯାଇ

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ମାମଲା…

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁରରେ ଆକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ସ୍ମୃତି ରଞ୍ଜନ ଷଡଙ୍ଗୀ ଓ ସୁରଜ ଦାଶଙ୍କ

ବ୍ରହ୍ମପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଘାଟିରେ ଓଲଟିଲା ବସ୍, ୨ ମୃତ

ବ୍ରହ୍ମପୁର : କାନକଟା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଘାଟିରେ ବସ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ଗଜପତି ଜିଲ୍ଲା ରାୟଗଡରୁ ଫେରୁଥିବାବେଳେ କାନକଟା ପାଖରେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ

ନୋଡାଲ ଅଫିସରଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ପରିଦର୍ଶନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାରଙ୍ଗଡ଼ ପରିସରରେ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିରକୁ ଶଙ୍କରା ଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ନୋଡାଲ ଅଫିସର ଡଃ ସନ୍ତୋଷ କୁମାର ପ୍ରଧାନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଶ୍ରୀଯୁକ୍ତ ବିରଞ୍ଚି ଭୂୟାଁ

ରାୟଗଡ଼ା ଚଇତି ଅବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି : ଚଇତିରେ ଜନ ପ୍ରତିନିଧିଙ୍କୁ ଅପମାନ

ଆମନ୍ତ୍ରିତ ହୋଇନାହାନ୍ତି ଜିଲ୍ଲାର ବହୁ ଜନ ପ୍ରତିନିଧି ମଞ୍ଚ ଛାଡ଼ିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ ରାୟଗଡ଼ା : ଜିଲାର ପ୍ରକୃତ ପରିଚୟ ଦେଇଥାଏ ଏଠାକାର ଲୋକ ମହୋତ୍ସବ ଚଇତି । ହେଲେ ଚଳିତ ବର୍ଷ ଚଇତିକୁ ନେଇ ଲୋକଙ୍କ ମନରେ ଉଠିଛି ନାନା ପ୍ରଶ୍ନ । ଚଇତି ୨୦୨୨ ନା ୨୦୨୩

କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ପାଇବେ ୧୦୮ ମହିଳା ସେନା ଅଧିକାରୀ…

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା ଚଳାଇଥିବା କଥା ସେନା ଅଧିକାରୀମାନେ କହିଛନ୍ତି।ସେନାର ପୁରୁଷ ଅଧିକାରୀମାନଙ୍କ ସହିତ ମହିଳା

ମମତା ବାନାର୍ଜୀଙ୍କ କାର୍ଟୁନ୍‌ ସେୟାର କରିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ୧୧ ବର୍ଷ ପରେ ନିର୍ଦ୍ଦୋଷରେ…

ନୂଆଦିଲ୍ଲୀ: ମମତା ବାନାର୍ଜୀ ଏବଂ ମୁକୁଲ ରୟଙ୍କ ବିଷୟରେ ଏକ ଅପମାନଜନକ କାର୍ଟୁନ୍‌ ସେୟାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅମ୍ବିକେଶ ମହାପାତ୍ରଙ୍କୁ ଦୀର୍ଘ ୧୧ ବର୍ଷର ଆଇନଗତ ଯୁଦ୍ଧ ପରେ ଏହି ମାମଲରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି

ନୂଆ କମିଟି ଗଠନ ପାଇଁ ପିଟି ଉଷାଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ରେସଲର୍‌

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘ ଓ ଏହାର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଷ୍ଟାର ରେସଲରମାନେ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନଙ୍କୁ ବୁଝାସୁଝା କରିବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଚେଷ୍ଟା କରିଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ଏବେ

‘ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ପାଟି ଫିଟାଇଲେ ସୁନାମୀ ଆସିବ’

ନୂଆଦିଳ୍ଲୀ : ଯୌନ ନିର୍ଯାତନା ପରି ସାଂଘାତିକ ଅଭିଯୋଗକୁ ନେଇ ମୁହାଁମୁହିଁ ହୋଇଛନ୍ତି କୁସ୍ତି ସଂଘ ଅଧ୍ୟକ୍ଷ ଓ କୁସ୍ତି ଯୋଦ୍ଧା। କେହି ନିଜ ଜିଦ୍‌ରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବିରେ