Sign in
Sign in
Recover your password.
A password will be e-mailed to you.
ଭିଡିଓ କନଫରେନ୍ସିଂରେ ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି…
ନୂଆଦିଲ୍ଲି : ଦେଶରେ ଦିନକୁ ଦିନ ବେକାରୀ ସମସ୍ୟା ବଢ଼ି ଚାଲିଥିବା ବେଳେ ମହଙ୍ଗା ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗିବାକୁ ବସିଲାଣି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ଯୁବ ପ୍ରତିଭାଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ସରକାରଙ୍କ!-->…
ପରିସ୍ରା ଘଟଣା ପାଇଁ ଏୟାର୍ ଇଣ୍ଡିଆ ଉପରେ ୩୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ମାସରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ଯାତ୍ରୀ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ‘ଦି ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ଏୟାର୍ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା କରିଛି।ଏହି ଘଟଣା ନିମନ୍ତେ!-->…
୫-ଟି ରୂପାନ୍ତରଣ ହେବ ସବୁ ଡିଏଚ୍ଏଚ୍…
ଭୁବନେଶ୍ୱର: ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ହସ୍ପିଟାଲଗୁଡ଼ିକୁ ୫-ଟି ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ। ତେବେ ଏହି ପର୍ଯ୍ୟାୟରେ କେଉଁ ହସ୍ପିଟାଲଗୁଡ଼ିକ!-->…
ଓଡ଼ିଶାରେ ଆୟୋଜିତ ରୋଜଗାର ମେଳାରେ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଓଡ଼ିଶାରେ ଆଜି ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଆୟୋଜିତ ରୋଜଗାର ମେଳାରେ!-->…
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ: ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କର
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମସ୍ତ କର୍ମଚାରୀ ଜାନୁୟାରୀ ୩୧ ସୁଦ୍ଧା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଫର୍ମାଟରେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରିବା ନିମନ୍ତେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ!-->…
ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ସହିତ ଅସଦାଚରଣ ଘଟଣାର ଭିଡିଓ ସାମ୍ନାକୁ ଆସିଛି…
ନୂଆଦିଲ୍ଲୀ: ଦିଲ୍ଲୀରୁ ଗତକାଲି ଏକ ଚକିତ କରିଲା ଭଳି ଘଟଣା ସାମ୍ନାକୁ ଆସିଥିଲା। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କ ସହିତ ଜଣେ କାର ଚାଳକ ଅସଦାଚରଣ କରିବା ସହିତ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିବା ଜଣାପଡ଼ିଥିଲା। ତେବେ ଆଜି ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।!-->…
ଏଲଏସି ନିକଟରେ ଚୀନର ନଦୀବନ୍ଧ : ଭାରତ ପାଇଁ କାହିଁକି ଚିନ୍ତାର କାରଣ.. ?
ନୂଆଦିଲ୍ଲୀ : ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଚୀନ ସହ ସୀମା ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। ଇତିମଧ୍ୟରେ ଚୀନ୍ ଅଧିକୃତ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ, ଅର୍ଥାତ୍ ୟାର୍ଲୁଙ୍ଗ ଜାଙ୍ଗବୋ ଏବଂ ଗଙ୍ଗାର ଏକ ଉପନଦୀ ମାବଜା ଜାଙ୍ଗବୋ ଉପରେ ନିର୍ମାଣ କରାଯାଉଥିବା ଏକ ବୃହତ ଜଳବିଦ୍ୟୁତ!-->…
ଘାଟିରେ ବସ୍ ଓଲଟି ୨ ମୃତ, ୧୫ ଆହତ…
ଚିକିଟି : ଘାଟିରେ ବସ୍ ଓଲଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି ମହିଳା। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କାନକଟା ଘାଟିରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଫେରୁଥିଲା।
!-->!-->!-->…
୪୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ…
ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ତାଙ୍କଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ!-->…
ବ୍ୟାଙ୍କ ଡକାୟତିକୁ ପଣ୍ଡ କରିଥିବା ୨ ସାହସୀ ମହିଳା ପୁଲିସ କନଷ୍ଟେବଳ ହେଲେ ପୁରସ୍କୃତ…
ପାଟନା: ବିହାରର ହାଜିପୁରରେ ଥିବା ଏକ ବ୍ୟାଙ୍କରେ କିଛି ସଶସ୍ତ୍ର ଡକାୟତ ସ୍ପଷ୍ଟ ଦିବାଲୋକରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଉଦ୍ୟମକୁ ୨ ସାହସୀ ମହିଳା ପୁଲିସ କନଷ୍ଟେବଳ ପଣ୍ଡ କର ଦେଇିଛନ୍ତି। ସଶସ୍ତ୍ର ଡାକାୟତମାନଙ୍କ ଆଗରେ ଡରି ନଯାଇ ଅପୂର୍ବ ସାହସିକତା ପ୍ରଦର୍ଶନ!-->…