Sign in
Sign in
Recover your password.
A password will be e-mailed to you.
ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ଉପରେ; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ଟପିଲା
ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ରୁ ଅଧିକ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା!-->!-->!-->…
ପୁଣି ଗୋଟାଏ ଆଣବିକ ଅସ୍ତ୍ରବାହୀ ‘ବୁଡ଼ା ଡ୍ରୋନ୍’ ପରୀକ୍ଷା କଲା ଉତ୍ତର କୋରିଆ
ସିଓଲ୍: ଉତ୍ତର କୋରିଆ ପୁଣି ଗୋଟାଏ ପାଣି ଭିତରେ ଥାଇ ଆକ୍ରମଣ କରିପାରୁଥିବା ଆଣବିକ ଅସ୍ତ୍ରବାହୀ ଡ୍ରୋନ୍ ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍ଏ’ ରିପୋର୍ଟ କରିଛି।
‘କେସିଏନ୍ଏ’ ରିପୋର୍ଟରେ ଉଲ୍ଲେଖ ଅଛି, ୪ରୁ ୭ ଏପ୍ରିଲ୍ ଭିତରେ ଉତ୍ତର କୋରିଆ ପାଣି!-->!-->!-->…
ଉଡ଼ନ୍ତା ବିମାନରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରି ନିଶାସକ୍ତ ‘ଇଣ୍ଡିଗୋ’ ଯାତ୍ରୀ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ-ବେଙ୍ଗାଲୁରୁ ‘ଇଣ୍ଡିଗୋ’ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିବା କଥା ‘ଇଣ୍ଡିଗୋ ଏୟାର୍ଲାଇନ୍ସ୍’ ଜାରି କରିଥିବା ପ୍ରେସ୍ ବିବୃତିରେ ଉଲ୍ଲେଖ ଅଛି।
ପ୍ରେସ୍ ବିବୃତି!-->!-->!-->…
ତାଇୱାନ୍ ପ୍ରଣାଳୀରେ ୩ଦିନିଆ ସମରାଭ୍ୟାସ ଘୋଷଣା କଲା ଚୀନ୍
ବେଜିଙ୍ଗ୍: ଆଜିଠାରୁ ତାଇୱାନ୍ ପ୍ରଣାଳୀରେ ୩ଦିନିଆ ସମରାଭ୍ୟାସ ଆରମ୍ଭ କରିବ ବୋଲି ଚୀନ୍ ଘୋଷଣା କରିଛି।
‘ଦି ପିପୁଲ୍ସ୍ ଲିବରେସନ୍ ଆର୍ମି’ର ‘ଇଷ୍ଟର୍ଣ୍ଣ ଥିଏଟର୍ କମାଣ୍ଡର୍’ କହିଛନ୍ତି, ଯୁଦ୍ଧ ପ୍ରସ୍ତୁତି ନିମନ୍ତେ ୮ରୁ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ‘ୟୁନାଇଟେଡ୍ ସାର୍ପ!-->!-->!-->…
ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ
ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ। ଏନେଇ ନିଷ୍ପତ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ନିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ୬୬୨ ବର୍ଗ ଅଧ୍ୟାପକ ସହଯୋଗ କରିବେ। ମାତ୍ର ପ୍ରତୀକ ଧାରଣା!-->…
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କାଠ
ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ l ବୌଦ୍ଧ ଜିଲ୍ଲାରୁ ଏକ ଟ୍ରକ ଯୋଗେ ଶ୍ରୀକ୍ଷେତ୍ରରେ ୪୦ଫୁଟିଆ ୨୮ଖଣ୍ଡ ଧଉରା କାଠ ପହଞ୍ଚିଛି। ଆସିଥିବା ଏହି ଧଉରା କାଠରେ ଚକରେ ଲାଗିବାକୁ ଥିବା ଅଖ ନିର୍ମାଣ ହେବ। ଚଳିତ ବର୍ଷ!-->…
ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
ମାଲକାନଗିରି ୦୮/୦୪ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଜି-୨୦ ଶିକ୍ଷା କାର୍ଯ୍ୟକ୍ରମ ବୈଠକ ପାଇଁ ଏକ ଦିବାସୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଜଳବାୟୁ ପରିବର୍ତ୍ତନ ସମ୍ୱନ୍ଧୀୟ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜବାହାର ନବୋଦୟ ବିଦ୍ୟାଳୟ ର!-->!-->!-->…
ଇଞ୍ଜେକ୍ସନ ଦେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଅଭିଯୋଗ
ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।
ଖବର ମୁତାବକ କୋଳଥଡିହ ଗ୍ରାମର ପାଣ୍ଡବ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ!-->!-->!-->…
ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ: ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ସାଲେପୁର: ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ । କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରସାଦ ଖାଇବା ପରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।!-->…
୨-୩ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା
ଭୁବନେଶ୍ୱର : ଆଗକୁ ରାଜ୍ୟରେ ପ୍ରବଳ ଖରା । ବଢ଼ିବ ପାରଦ । ସିଝିବ ଓଡ଼ିଶା । ଆହୁରି କଲବଲ କରିବ ତାତି । ଆଗାମୀ ୩-୪ ଦିନ ପରେ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ ବଢ଼ିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ୩-୪ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ!-->…