ଶ୍ରମିକ କଲ୍ୟାଣ ପାଇଁ ଆଦାୟ ଅର୍ଥର ହିସାବ ହେବ: ହାଇକୋର୍ଟ

କଟକ: ରାଜ୍ୟରେ ଶ୍ରମିକଙ୍କ କଲ୍ୟାଣ ପାଇଁ ଆଦାୟ ହୋଇଥିବା ୫୭୯ କୋଟି ୪୯ ଲକ୍ଷ ୪୧ ହଜାର ୫୭୫ ଟଙ୍କା ଉପଯୋଗ ନ ହୋଇ ପଡି ରହିଛି। ଶ୍ରମିକଙ୍କ କଲ୍ୟାଣ ତଥା ସାମାଜିକ ନିରାପତ୍ତା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହୁଥିବା ବେଳେ ଏତେ ପରିମାଣର ଅର୍ଥ ପଡ଼ି ରହିବାର

୧୪ ପୁଲିସ ଡିଏସପିଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡର ନିଷ୍ପତ୍ତି ଆଧାରରେ ଆଜି ୧୪ଜଣ ପୁଲିସ ଡିଏସପିଙ୍କର ବଦଳି ହୋଇଛି । ଏହି ସମସ୍ତ ପୁଲିସ ଅଫିସରଙ୍କୁ ନିକଟରେ ପୁଲିସ ଡିଏସପି ପାହ୍ୟାକୁ ପଦୋନ୍ନତି ମିଳିଥିଲା । ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା

୧୬୯ ଓଏଏସ୍ ଅଫିସରଙ୍କ ବଦଳି, ୭୯ ତହସିଲରେ ନୂଆ ତହସିଲଦାର

ଭୁବନେଶ୍ବର : ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାବେଳେ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ମିଳିଛି ।ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ

୧.୫୩ ଲକ୍ଷ କୋଟି ଟଙ୍କାର ୯ ବୃହତ୍ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦେଢ଼ମାସ ପରେ ରାଜ୍ୟ ସରକାର ୧,୫୩,୦୭୪.୬୩ ଲକ୍ଷ କୋଟି ଟଙ୍କାର ୯ଟି ବୃହତ୍ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ମୋଟ ୨୭୦୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି ।ମୁଖ୍ୟମନ୍ତ୍ରୀ ନବୀନ

ପ୍ରକାଶ ପାଇଲା ମାଟ୍ରିକ୍, ମଧ୍ୟମା ଏସ୍‌ଏ-୧ ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍‌) ଓ ମଧ୍ୟମା(ସଂସ୍କୃତ ଟୋଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ଫଳାଫଳ ପ୍ରକାଶ ପାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଟାବୁଲେସନ

ରାଜ୍ୟରେ ଆରମ୍ଭ ହେବ ସରୋଗାସି, ଆବେଦନ କଲେ ୩ ସଂସ୍ଥା

ଭୁବନେଶ୍ବର : ନିଃସନ୍ତାନମାନଙ୍କୁ ସରୋଗାସି ପାଇଁ ଓଡ଼ିଶାର ଲୋକଙ୍କୁ କୋଲକାତା କିମ୍ବା ଛତିଶଗଡ଼ ଭଳି ସହର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଆଗକୁ ଓଡ଼ିଶାରେ ଏହି ସୁବିଧା ମିଳିବ। ରାଜ୍ୟରେ ଖୁବ୍ ଶୀଘ୍ର ସରୋଗାସି(ଭଡ଼ାରେ ଗର୍ଭଧାରଣ) ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୩ଟି ସଂସ୍ଥା ଆବେଦନ

ଭବିଷ୍ୟତର ଓଡ଼ିଆଙ୍କୁ ବୀରତ୍ବର କାହାଣୀ କହିବ ‘ଡାକୋଟା’: ଦିଲ୍ଲୀପ ରା‌ୟ

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଜୟର ଗାଥା ଡାକୋଟା ବିମାନ (ଡିସି-୩) ଓଡ଼ିଶା ଫେରୁଥିବାରୁ ପୂର୍ବତନ ମନ୍ତ୍ରୀ ତଥା‌ ଶିଳ୍ପପତି ଦିଲ୍ଲୀପ ରାୟ ଟ୍ବିଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଆ ଜାତିର ଗର୍ବ ଓ ସମ୍ମାନର ପ୍ରତୀକ ବିଜୁ ବାବୁଙ୍କ ସହ ଜଡ଼ିତ ଯେକୌଣସି ଜିନିଷ

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କଲେ ହାଇକୋର୍ଟ

କଟକ : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକାକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ। ଏକ ମାସ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍‌ ହୋଇଥିବା ଦୁଇ ଓଡ଼ିଆ

‘ଅସର ୨୦୨୨’: କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ନାମ‌ଲେଖା ବଢ଼ିଛି

କଟକ : ‘ପ୍ରଥମ ଓଡ଼ିଶା’ ପକ୍ଷରୁ ଦେଶ ତଥା​ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ କରାଯାଇଥିବା ସର୍ଭେ ‘ଅସର୍‌-୨୦୨୨’ର ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟରେ କୋଭିଡ୍‌ ପୂର୍ବ ଓ ପରର ତୁଳନା କରାଯାଇ ରାଜ୍ୟ ଓ ଦେଶରେ କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ନାମଲେଖା

ଅବ୍ୟବସ୍ଥା ଅଭିଯୋଗ ଆଣି ହଷ୍ଟେଲ ଛାଡ଼ିଲେ ପ୍ରାଥମିକ ବିଦ୍ୟାଳୟର ୧୪ ଛାତ୍ର

ବୈପାରିଗୁଡ଼ା: ଖାଇବା ପିଇବା ସହ ଅନ୍ୟାନ୍ୟ ସୁବିଧାର ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ ଆଣି ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ଛାତ୍ର ହଷ୍ଟେଲ ଛାଡି ଚାଲିଚାଲି ଗାଆଁକୁ ଫେରୁଥିବା ଘଟଣା ଏବେ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଚର୍ଚ୍ଚାର ବିଷୟ ପାଲଟିଛି।ଘଟଣା ଅନୁଯାୟୀ, ବ୍ଲକ ସଦର ମହକୁମାରେ